ଏହି ବାସ୍ତୁଦୋଷ କାରଣ ପାଇଁ ପୁରୁଷ ମାନଙ୍କର ହୋଇଥାଏ ଅନ୍ୟ ନାରୀ ସହ ସମ୍ପର୍କ, ଜାଣନ୍ତୁ

ଆଜିକାଲି କା ପୁରୁଷ ନିଜ ଘରବାଲିଠୁ ବେଶୀ ବାହାର ବାଲିଙ୍କୁ ବେଶୀ ସମୟ ଦେଇଥାନ୍ତି । ଘରେ ନକରାତ୍ମକ ଊର୍ଜାର ପ୍ରଭାବ ତେବେ ହୋଇଥାଏ ଯେବେ ସ୍ଵାମୀ ସ୍ତ୍ରୀ ବିନା କାରଣରେ କଥା କଥାରେ ଝଗଡ଼ା ଲାଗିବା ବା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସ୍ନେହ କମ ହେବାରେ ଲାଗିଥାଏ । ସ୍ଵାମି ସ୍ତ୍ରୀ ଖାଲି ନିଜ ନିଜର କମିକୁ ଦେଖିବା ବା ବଖାଣିବା । ତେବେ ଘରର ବାସ୍ତୁଦୋଷ କାରଣରୁ ସ୍ଵାମୀ ଓ ସ୍ତ୍ରୀ ବାହାରକୁ ଯାଇ ଖରାପ ସମ୍ବନ୍ଧକୁ ଜନ୍ମ ଦେଇଥାନ୍ତି ।

ବାସ୍ତୁଦୋଷ କାରଣରୁ ଜନ୍ମ ନେଇଥାଏ ଖରାପ ସମ୍ବନ୍ଧ :

ବାସ୍ତୁ ଶାସ୍ତ୍ରର ଅନୁସାରେ ଘରର ଦକ୍ଷିଣ ଓ ପଶ୍ଚିମ ଏଵଂ ଉତ୍ତର ଓ ପଶ୍ଚିମ ଦିଗରେ ଯଦି ଦୋଷ ଅଛି ତେବେ ଏହା ସିଧା ସ୍ଵାମୀ ଓ ସ୍ତ୍ରୀଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ବେଡରୁମ ଉତ୍ତର ଓ ପଶ୍ଚିମ ଦିଗରେ ହେବା କଥା ନୁହେଁ । ବେଡରୁମ ରେ ନାଲି ବେଡସିଟ ରହିବା କଥା ନୁହେଁ । ଓ ବେଡର ସାମ୍ନାରେ ଅଇନା ରହିବା କଥା ନୁହେଁ ।

ବେଡରୁମର ଭୁଲ ସ୍ଥାନରେ ହେବା କାରଣରୁ ମଧ୍ୟ ବାସ୍ତୁଦୋଷ ହୋଇ ପାରିଥାଏ । ଘର କାନ୍ଥର ରଙ୍ଗ, ପାହାଚର ଭୁଲ ଦିଶାରେ ହେବା କାରଣରୁ ଏକ ପ୍ରକାରର ବାସ୍ତୁଦୋଷ ବୋଲି କୁହାଯାଏ । ସେଥିପାଇଁ ଘର ତିଆରି କଲାବେଳେ ପଣ୍ଡିତଙ୍କ ପରାମର୍ଶ ନେବା ନିହାତି ଦରକାର ହୋଇଥାଏ ନଚେତ ବାସ୍ତୁଦୋଷ ଖରାପ କାରଣରୁ ଘରେ ଅସାନ୍ତି ସୃଷ୍ଟି ହୋଇଥାଏ । ଯାହା କାରଣରୁ ଘରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ କଥାରୁ ମହାଭାରତ ସୃଷ୍ଟି ହେବା ଏମିତି ଅନେକ କିଛି ।

ବାସ୍ତୁଦୋଷର ମୁଖ୍ୟ କାରଣ ହୋଇଥାଏ ଦିଗ ମାନେ କେଉଁ ଦିଗରେ କଣ ରଖିବେ ବା ତିଆରି କରିବେ । ତାହାର ମୁଖ୍ୟ କାରଣ ରହିଥାଏ । ଘରେ ବାସ୍ତୁଦୋଷ କାଟିବା ପାଇଁ ବାସ୍ଥୁ ପୂଜା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ପୂଜା କରିଲେ ନାକର୍ତ୍ମକ ଊର୍ଜାର ବା ଖରାପ ଶକ୍ତିର ପ୍ରଭାବ ପଡି ନଥାଏ ଏବଂ ଏହି ସବୁ ଜିନିଷରୁ ମୁକ୍ତି ବା ଶାନ୍ତି ମିଳିଥାଏ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ ପସନ୍ଦ ଆସିଲେ ଲାଇକ କରନ୍ତୁ ଓ ଶେୟାର କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଓ ଏହିଭଳି ଅନେକ ଭିନ୍ନ ଭିନ୍ନ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *