99% ଲୋକ ଜାଣନ୍ତି ନାହିଁ ଲିଭର ଶିରୋସିସର ଏହା ହେଉଛି ଲକ୍ଷଣ, ଆପଣଙ୍କୁ ବି ଯଦି ଦେଖା ଦେଉଛି ଏହି ଲକ୍ଷଣ ହୋଇଯାନ୍ତୁ ସାବଧାନ! Health Tips

ଆପଣ ମାନେ ଜାଣିଥିବେ ଲିଭର ଆମ ଶରୀରର ଏକ ମହତ୍ଵ ପୂର୍ଣ୍ଣ ଅଙ୍ଗ ଅଟେ । ଏହା ଆମ ଶରୀର ର ଅନେକ ଅଙ୍ଗ ରେ ବିଶେଷ କାମ କରିଥାଏ । କିନ୍ତୁ ଯଦି ଲିଭର ଖରାପ ହୋଇଯାଏ ତେବେ ଆମ ଶରୀର ରେ ଅନେକ ସମସ୍ୟା ହୋଇଥାଏ । ଲିଭର ଶିରୋସିସ ଏମିତି ଏକ ରୋଗ ଯାହା ଦ୍ଵାରା ଲିଭରରେ ଅନେକ ସମସ୍ଯା ଦେଖା ଯାଇଥାଏ । ଯଦି ସମୟ ଅନୁସାରେ ଏହି ରୋଗର ଚିକିତ୍ସା ନ କରାଯାଏ ତେବେ ଅନେକ କ୍ଷତି ହୋଇଥାଏ । ଲିଭର ରେ ନଷ୍ଟ ହୋଇଗଲେ ତାହାର ଟିସୂ କ୍ଷତିଗ୍ରସ୍ତ ହୋଇଥାଏ ।

ଏପରି ପରିସ୍ଥିତି ରେ ଲିଭର ନିଜକୁ ନିୟନ୍ତ୍ରଣ କରିଥାଏ କିନ୍ତୁ ଯଦି ଲିଭର ସିରୋସିସ ହୋଇଥାଏ ତେବେ ଏହା ମୃ-ତ୍ୟୁର କାରଣ ହୋଇପାରେ । ଆଜି ଆମେ ଆପଣ ମାନଙ୍କୁ ଲିଭର ସୋରିସୀସ ହେଲେ କଣ ସବୁ ଲକ୍ଷଣ ଦେଖାଯାଏ ସେହି ବିଷୟରେ କହିବାକୁ ଅଜଉଛୁ । ଯେଉଁ ବ୍ୟକ୍ତି ଅଧିକ ମଦ୍ୟପାନ ବା କୌଣସି ନିଶା ଜାତୀୟ ଦ୍ରବ୍ୟ ସେବନ କରୁଥାନ୍ତି ସେମାନଙ୍କର ଲିଭର ଶିରୋସୀସ ରୋଗ ହୋଇଥାଏ । ଏହି ରୋଗର ବିପଦ ଆମ ଶରୀର ଉପରେ ଅଧିକ ପ୍ରଭାବ ପକାଇଥାଏ । ଯଦି ଲିଭର ଶିରୋଶେଷ ରୋଗ ହୋଇଥାଏ ତେବେ ଆଖି ଓ ସ୍କିନ ରେ ରଙ୍ଗ ହଳଦିଆ ପଡିଯାଏ ।

ଯେବେ ଲିଭର କାମ କରିବା ବନ୍ଦ ହୋଇଯାଏ ସେହି ସମୟରେ ଆମ ସ୍କିନ ହଳଦିଆ ପଡିଯାଏ । ଯଦି ଲିଭର ଖରାପ ହୋଇଯାଏ ତେବେ ସହଜରେ ରକ୍ତ ବୋହିବା ବା କ୍ଷତ ହେବା ଦେଖା ଯାଇଥାଏ । ଏପରି ହେବା ଦ୍ଵାରା ଆମ ଶରୀର ରେ ରକ୍ତ ର କମି ହୋଇଥାଏ । ଏହା ବ୍ଯତୀତ ଲିଭର ଖରାପ ହେଲେ ଗୋଡ ବା ହାତ ରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଲିଭର ଖରାପ ହେଲେ ଓଜନ ରେ ବ୍ଯବଧାନ ଦେଖା ଯାଇଥାଏ । ଲିଭର ସେରୋଶିଶି ର ଏହାର ପ୍ରାଥମିକ ଲକ୍ଷଣ ଅଟେ ।

ଏହା ଦ୍ଵାରା ଆମେ ଡାଏଟ ବା ବ୍ୟାୟାମ ନ କରି ମଧ୍ୟ ଓଜନ କମ ହେବାରେ ଲାଗିଥାଏ । ଯଦି ଏପରି ସବୁ ଲକ୍ଷଣ ଦେଖା ଯାଇଥାଏ ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରିବା ଉଚିତ । ଯଦି ଏହାର ପ୍ରଥମ ରୁ ଚିକିତ୍ସା ନ କରାଯାଏ ତେବେ ଆଗକୁ ଏହା ବଡ ବିପଦର କାରଣ ହୋଇପାରେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *