ECMO ଚିକିତ୍ସାରେ ସୁସ୍ଥ ହୋଇ ଘରକୁ ଫେରିଥିବା ଏହି ବ୍ୟକ୍ତି କହିଲେ କିଛି ଏମିତି, ଶୁଣି ବିଶ୍ଵାସ ହେବନି, ଦେଖନ୍ତୁ Video

ଆପଣମାନେ କିଛି ମାସ ହେବ ECMO ଚି-କି-ତ୍ସା ବିଷୟରେ ଶୁଣି ଆସୁଥିବେ । ଏହି କ୍ରମରେ ଜଣେ କଟକ ବାସିନ୍ଦା କେମିତି ଏହି ଚି-କି-ତ୍ସାରୁ ଭଲ ହୋଇ ଯାଇଛନ୍ତି ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ବ୍ୟକ୍ତି ଜଣକ କ-ରୋ-ନାରେ ଆ-କ୍ରା-ନ୍ତ ହେବା ପରେ ECMO ଚି-କି-ତ୍ସା ନେଉଥିଲେ ଓ ବର୍ତ୍ତମାନ ତାଙ୍କର ସ୍ଥିତି ଠିକ ଅଛି ।

ECMOରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ କଥାବାର୍ତ୍ତା ବି କରି ପାରୁଛନ୍ତି । ଏମିତିରେ ସେ ମି-ଡି-ଆ କର୍ମୀଙ୍କ ସହ କଥା ହୋଇ ନିଜ ଭାବନା ବ୍ୟାକ୍ତ କରିଛନ୍ତି । ରୋ-ଗୀ ଜଣକ କହିଲେ କି ଡା. ଅର୍ପନ ଚକ୍ରବର୍ତ୍ତୀ ଓ ତାଙ୍କର ଟିମ ମୋତେ ଏହି ରୋଗରୁ ବଞ୍ଚାଇଛନ୍ତି । ମୁଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି । ଆଗ ଅପେକ୍ଷା ବହୁତ ଭଲ ଅଛି କିନ୍ତୁ ସମ୍ପୂର୍ଣ ରୂପରେ ଠିକ ହେବା ପାଇଁ ଆହୁରି ସମୟ ଲାଗିବ । ଲଢି ଚାଲିଛି ଲଢି ଯିବି । ସବୁ ଠିକ ଅଛି । କେବଳ Satu-ration ଅଳ୍ପ ମେ-ଣ୍ଟେ-ନ କରିବାକୁ ପଡୁଛି ।

ଯେତେବେଳେ ଅ-ସୁ-ସ୍ଥ ଥିବା ବ୍ୟକ୍ତିଙ୍କ ଭାଇଙ୍କୁ ଏହା ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ମେ ୧ ରେ ତାଙ୍କ ଭାଇଙ୍କ ପ-ଜି-ଟି-ବ ରି-ପୋ-ର୍ଟ ଆସିଥିଲା । କହିବାକୁ ଗଲେ ଆମେ ଏଠି ଦୁଇଟି ପରିବାର ରହୁଛୁ ଓ ମୋର ପୁରା ପରିବାର କୋ-ଭି-ଡ-ରେ ଆ-କ୍ରା-ନ୍ତ ହୋଇ ଯାଇଥିଲେ । ଭାଇଙ୍କ ଶ-ରୀ-ର-ରେ କୌଣସି ବି ପ୍ରକାରର ଲକ୍ଷଣ ନ ଥିଲା କିନ୍ତୁ ଆଉ ସମସ୍ତଙ୍କ କୋ-ଭି-ଡ ଲକ୍ଷଣ ଥିଲା । ଏମିତିରେ ଆମର ସମସ୍ତ ଟ୍ରି-ଟ-ମେ-ଣ୍ଟ ଭାଇ ହିଁ କରାଇଲେ ।

୪ ତାରିଖ ଓ ୫ ତାରିଖ ଆଡକୁ ତାଙ୍କ ଶରୀରରେ କୋ-ଭି-ଡ ସ-ମ୍ବ-ନ୍ଧି-ତ ଅଳ୍ପ ଅଳ୍ପ ଲକ୍ଷଣ ନଜର ଆସିଲା । ଯେମିତି କି ଜର ଓ ଦୁର୍ବଳତା ହେଲା । ୯ ତାରିଖରେ ତାଙ୍କୁ ନିଶ୍ଵାସ ନେବାରେ ଅସୁବିଧା ହେଲା ଓ satu-ration ତଳକୁ ଖସିବାକୁ ଲାଗିଲା । ଆମେ ଭାଇଙ୍କର ଘରେ ହିଁ ଚି-କି-ତ୍ସା ଆରମ୍ଭ କରି ଦେଲୁ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ନ ଆସିବାରୁ ଆମେ ଶେଷରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଲୁ ।

ପ୍ରଥମେ ଆମେ ଭାଇଙ୍କୁ ସଦଗୁରୁ ହସ୍ପିଟାଲ ଓ ଭୁବନେଶ୍ଵର ଆପୋଲୋ ହସ୍ପିଟାଲକୁ ନେଇଗଲୁ । କିନ୍ତୁ ଆପୋଲୋ ହସ୍ପିଟାଲରେ ବି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଗୁରୁତ୍ଵର ହୋଇ ଚାଲିଲା । ଶେଷରେ ଡାକ୍ତର ଆମକୁ କହିଲେ କି ଭେଣ୍ଟିଲେଟରରେ ରଖିବା ସତ୍ବେ ବି ତୁମ ଭାଇର ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସୁ ନାହିଁ । ଏହାର ଆଉ କିଛି ଉପାୟ ନାହିଁ ଆପଣ ଭାଇଙ୍କୁ ECMO ଦିଅନ୍ତୁ ।

ଆମେ ଭାଇଙ୍କୁ କଲିକତା ନେଇ ECMO ଚି-କି-ତ୍ସା ଦେବା ପାଇଁ ନିଷ୍ପତି ନେଲୁ । ଗୋଟିଏ ଟିମ ଆସି ଭାଇଙ୍କ ଶରୀରରେ ECMO ଲଗାଇଲେ ଓ ଆମେ ଭାଇଙ୍କୁ ଏୟାରଲିଫ୍ଟ କରି କଲିକତା ନେଇଗଲୁ । କଲିକତାରେ ମୋ ଭାଇ ପାଖାପାଖି ମାସେ ରହିବା ପରେ ସେ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରି ଆସିଛନ୍ତି । ଜୁନ ୪ରେ ଆମେ ଯାଇଥିଲୁ ଓ ଗତକାଲି ରାତିରେ ଆମେ ଘରକୁ ଫେରିଛୁ ।

Leave a Reply

Your email address will not be published. Required fields are marked *