ସାବଧାନ! ମାଡି ଆସୁଛି ଆଉ ଏକ ଭୟଙ୍କର ମହାବାତ୍ୟା “ଏଲସା”

ବନ୍ଧୁଗଣ, ପ୍ରାକୃତିକ ବିପର୍ଜ୍ୟାୟ କୁ କେହି ଅଟକାଇ ପାରିବେ ନାହିଁ । ବନ୍ଧୁଗଣ ବର୍ତ୍ତମାନ ସୂଚନା ଯୋଗ୍ୟ ଯେ ଆଉ ଏକ ଭୟାନକ ବାତ୍ୟା ମାଡି ଆସୁଅଛି । ବନ୍ଧୁଗଣ ଏହାର ନାମ ରହିଅଛି “ଏଲସା” । ବନ୍ଧୁଗଣ ଏହି ଏଲସା ବାତ୍ୟା କେବେଠାରୁ ହେବ ? ତଥା କେଉଁ କେଉଁ ଅଞ୍ଚଳରେ ତାହାର ପ୍ରଭାବ ରହିବ ତାହାର ଆମ୍ଭେ ଆପଣଙ୍କୁ ସଂପୂର୍ଣ୍ଣ ବିବରଣୀ ଦେବାକୁ ଯାଉଅଛୁ ।

ବନ୍ଧୁଗଣ ଏହାଛଡା ଆଜି ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲା ମାନଙ୍କରେ ପ୍ରବଳ ରୁ ପ୍ରବଳ ବର୍ଷା ହେବାକୁ ଯାଉଅଛି । ଏହାପରେ ୧୦ ତାରିଖରୁ ଆଉ ଏକ ଲଘୁଚାପ ଆସିବାକୁ ଯାଉଛି । ବନ୍ଧୁଗଣ ଆସନ୍ତୁ ବର୍ତ୍ତମାନ ଏହି ସମସ୍ତ ବିଷୟ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିବା । ବନ୍ଧୁଗଣ ଜୁଲାଇ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି ।

ବନ୍ଧୁଗଣ ଆଜି କୋରାପୁଟ, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗସିଂହପୁର, ଏବଂ କେନ୍ଦ୍ରାପଡା ଆଦି ଜିଲ୍ଲାରେ ବର୍ଷା ମଧ୍ୟ ହୋଇପାରେ । ବନ୍ଧୁଗଣ ଏହାପରେ ୮ ତାରିଖ ଦିନ ନବରଂଗ ପୁର, ନୂଆପଡା, ବଲାଙ୍ଗୀର, ଶୋନପୁର, ବରଗଡ, ସମ୍ବଲପୁର ଏବଂ ୯ ତାରିଖ ଦିନ କୋରାପୁଟ, ମାଲକାନାଗିରି, ରାୟଗଡା, ଗଜପତି, ଗଞ୍ଜାମ ଓ କାନ୍ଧମାଳ ଜିଲ୍ଲା ରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଅଛି ।

ବନ୍ଧୁଗଣ କେନ୍ଦ୍ର ଦ୍ଵାରା ସୂଚନା ମିଳିଅଛି ଯେ ୧୦ ତାରିଖ ରାତିରୁ ରାଜ୍ୟରେ ପବନର ଗତି ପରିବର୍ତ୍ତନ ହେବ ଏହା ଫଳରେ ବର୍ଷା ଭଳି ଆହୁରି ଅନୁକୂଳ ବାତାବରଣ ସୃଷ୍ଟି ହେବ । ବନ୍ଧୁଗଣ ଅନ୍ୟପଟେ ୧୨ ତାରିଖରେ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ର ପ୍ରାଭାବ ରେ ବର୍ଷାର ପରିମାଣ ବଢିବ ବୋଲି ଆଶା କରାଯାଉଅଛି । ବନ୍ଧୁଗଣ ଏହାଛଡା ପୁଣି ଆଉ ଏକ ସାମୁଦ୍ରିକ ଝ-ଡ ମାଡି ଆସୁଅଛି ।

ବନ୍ଧୁଗଣ ଏହା ବାତ୍ୟାରେ ପରିଣତ ହେବାକୁ ଯାଉଅଛି । ଏହାର ନାମ ରହିଅଛି “ଏଲସା” । ବନ୍ଧୁଗଣ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ସତର୍କତା ସହିତ ପଦକ୍ଷପ ଗ୍ରହଣ କରାଯାଉଅଛି । ବନ୍ଧୁଗଣ ୩ ତାରିଖ ରେ ବାତ୍ୟା “ଏଲସା” ସେଣ୍ଟ ଲୋସିଆ ଓ ଡୋମିଙ୍କା ରେ ତାଣ୍ଡବ ରଚିଥିଲା । ବନ୍ଧୁଗଣ ବାତ୍ୟାର ଭୟଙ୍କର ପ୍ରଭାବ ରେ ୩ ଜଣଙ୍କର ମୃ-ତ୍ୟୁ ଘଟିଥିଲା । ବନ୍ଧୁଗଣ ଏହି ବାତ୍ୟାର ପ୍ରଭାବ ଭାରତ ଉପରେ କିଭଳି ଭାବରେ ପଡିବ । ଏବଂ କେବେ ଠାରୁ ଏହା ଭାରତ କୁ ଆସିବ ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ।

ମାତ୍ର ଏହା ଯେତେ ନିକଟତର ହେବ, ତାହା ସମ୍ବନ୍ଧରେ ସୂଚନା ପାଣିପାଗ କେନ୍ଦ୍ର ରୁ ମିଳି ପାରିବ । ବନ୍ଧୁଗଣ ବାତ୍ୟା ଭୟଙ୍କର ରୂପ ଧାରଣ କରିବା ସମୟରେ ପବନର ବେଗ ୧୦୦ କି.ମି ରୁ ଅଧିକ ରହିବ । ବନ୍ଧୁଗଣ ଏହି ବାତ୍ୟା ଆଶଙ୍କା କୁ ଦ୍ରୁଷ୍ଟି ରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରା ଯାଉଅଛି । ବନ୍ଧୁଗଣ ଆପଣ ଙ୍କୁ ଏହି ବିଶେଷ ବିବରଣୀ ଟି ଜାଣି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *