Ollywoodର କିଛି ନମିଦାମି Actress ଯେଉଁମାନେ ମା’ ହେବା ପରେ ଛାଡିଦେଲେ ଅଭିନୟ, ଦେଖନ୍ତୁ ଏବେ ସେମାନେ କଣ କରୁଛନ୍ତି?

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ କଳାକାର ମାନ ରହିଛନ୍ତି । ବନ୍ଧୁଗଣ ଆମ୍ଭେ ମାନେ ନିଜ ପସନ୍ଦ ମୁତାବିକ ସେମାନଙ୍କୁ ପସନ୍ଦ କରିଥାଉ ଏହା ସହିତ ସେମାନଙ୍କୁ ଟିଭି ପରଦାରେ ଦେଖିବାକୁ ମଧ୍ୟ ଆମ୍ଭର ଇଛା ପ୍ରକାଶ କରିଥାଉ ।

ବନ୍ଧୁଗଣ ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯେଉଁ ମାନେ ବିବାହ କରି ମା’ ହେବା ପରେ ସଂପୂର୍ଣ୍ଣ ଭାବେ ଓଡିଆ ଇଣ୍ଡଷ୍ଟ୍ରୀ ତଥା ଅଭିନୟ ଜଗତରୁ ବିଦାୟ ନେଇଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

୧- “ମାହୀ ମିଶ୍ର” ;- ବନ୍ଧୁଗଣ ଆପଣ ମାନେ ମାହୀ ମିଶ୍ର ଙ୍କୁ ବେଶ ଭଲ ଭାବରେ ଜାଣିଛନ୍ତି । ବନ୍ଧୁଗଣ ମାହୀ ଏବଂ ଚନ୍ଦନ ସୁ-ଟି-ଙ୍ଗ ସେ-ଟ ରୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟଙ୍କର ବର୍ତ୍ତମାନ ଗୋଟିଏ ଝିଅ ମଧ୍ୟ ରହିଅଛି । ବନ୍ଧୁଗଣ ବିବାହ ପରେ ମାହୀ ଅଭିନୟ ଛାଡି ଦେଇଛନ୍ତି ।

୨- “ରାନୁ କର” ;- ଦର୍ଶକ ବନ୍ଧୁ ଆପଣ ମାନେ “ରାନୁ କର” ଙ୍କୁ ସିନ୍ଧୁର ବିନ୍ଧୁ ସିରିୟଲ ରେ ଅଭିନୟ କରିଥିବା ର ନିଶ୍ଚିତ ଦେଖିଥିବେ । ମାତ୍ର ବର୍ତ୍ତମାନ ମା ହେବା ପରେ ଅଭିନୟ ଠାରୁ ଦୂରେଇ ଯାଇଛନ୍ତି ।

୩- “ଈପ୍ସିତା ମହାନ୍ତି” ;- ବନ୍ଧୁଗଣ ଏହି ଅଭିନେତ୍ରୀ ଜଣଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ରହିଅଛି । ବନ୍ଧୁଗଣ ମା ହେବା ପରେ ଈପ୍ସିତା ଅଭିନୟ ଦୁନିଆରୁ ଦୂରେଇ ଯାଇଛନ୍ତି ।

୪- “ଉପାଷନା ମହାନ୍ତି” ;- ବନ୍ଧୁଗଣ ଉପାଷନା ଙ୍କର ବହୁତ ସୁନ୍ଦର ଅଭିନୟ ଆପଣ ମାନେ ଓଡିଆ ଧାରାବାହିକ ରେ ନିଶ୍ଚିତ ଦେଖିଥିବେ । ବନ୍ଧୁଗଣ ଉପାଷନା ଙ୍କର ଗୋଟିଏ ପୁଅ ଅଛି । ଏଥିପାଇଁ ଉପାଷନା ଅଭିନୟ କ୍ୟାରିୟର ରୁ ଦୂରକୁ ଚାଲିଯାଇଛନ୍ତି ।

୫- “ସ୍ଵୀଟି ପଟ୍ଟନାୟକ” ;- ବନ୍ଧୁଗଣ ସ୍ଵୀଟିଙ୍କୁ ଅନେକ ଆଲବମ ତଥା ସିରିୟଲ ରେ ଅଭିନୟ କରିଥିବାର ଦେଖିଥିବେ । ବନ୍ଧୁଗ ବିବାହ ପରେ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା । ଏହାପରେ ସେ ଅଭିନୟ ଜଗତରୁ ବିଦାୟ ନେଇଛନ୍ତି । ବନ୍ଧୁଗଣ ଗୋଟିଏ ନାରୀ ର ଦ୍ଵିତୀୟ ଜନମ ସେତେବେଳେ ହୋଇଥାଏ, ଯେତେବେଳେ ସେ ମା ହେବାକୁ ଯାଇଥାଏ । ଜଣେ ନାରୀ ଜୀବନରେ ଏହା ଏକ ପୂର୍ଣ୍ଣତା ର ବିଷୟ ଅଟେ । ଓଡିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଏହି ଅଭିନେତ୍ରୀ ମାନେ ବିବାହ ପରେ ନିଜ ସ୍ଵାମୀ ତଥା ନିଜ ସନ୍ତାନ ଏବଂ ପରିବାର ସଦସ୍ୟ ଙ୍କ କଥା ବୁଝିବା ପରେ ଆଉ ସମୟ ମିଳୁନାହିଁ ଅଭିନୟ କରିବାର ।

ଏହି ଅଭିନେତ୍ରୀ ମାନଙ୍କର ଅଭିନୟ ପ୍ରତି ଇଛା ଥିଲେ ମଧ୍ୟ ସେମାନେ ଅଭିନୟ ଦୁନିଆ ଠାରୁ ବର୍ତ୍ତମାନ ବହୁ ଦୂରରେ ଅଛନ୍ତି । ମାତ୍ର ଅଳ୍ପ ସମୟ ନିମନ୍ତେ ଓଡିଆ ଇଣ୍ଡଷ୍ଟ୍ରୀ କୁ ଆସି ନିଜର ବିସ୍ମୟ ଜନକ ଅଭିନୟ ଦେଖାଇ ପ୍ରସିଦ୍ଧ ହୋଇଥିବା ବେଳେ ବର୍ତ୍ତମାନ ମା’ ହେବା ପରେ ଓଲିଉଡ ଜଗତରୁ ଦୂରରେ ଅଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *