ଝିଅ ମାନଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହା ଯାଇଥାଏ, ଯେତେବେଳେ କାହା ଘରେ ଝିଅ ଜନ୍ମ ହୋଇଥାଏ ତେବେ ସମସ୍ତେ କହିଥାନ୍ତି ଘରକୁ ଲକ୍ଷ୍ମୀ ଆସିଛନ୍ତି । ତେବେ କେବଳ ଝିଅ ହୋଇଥାଏ ଯିଏ ନିଜ ଜନ୍ମ ସ୍ଥାନ ମା ବାପା ଭାଇ ସବୁ ରକ୍ତ ସମ୍ପର୍କ ଛାଡି ନୂଆ ଅନ୍ୟ ମାନଙ୍କ ଘରେ ଯାଇ ତାଙ୍କ ନିଜର ହୋଇ ରହି ପାରିଥାଏ ।
ତେବେ ଝିଅଙ୍କୁ ଭଗବାନ ସହିବା ପାଇଁ ବହୁତ ଶକ୍ତି ପ୍ରଦାନ କରିଛନ୍ତି, ଏତେ ଅନ୍ୟ କେହି କରି ପାରିବ ନାହିଁ କିନ୍ତୁ କେବଳ ଗୋଟେ ଝିଅଥାଏ ଯିଏ ଦୁଇ ଘର ମାନ ସମ୍ମାନ ବଞ୍ଚାଇ ସମସ୍ତଙ୍କୁ ସୁଖରେ ରଖିଥାଏ । ତେବେ ଆଜି ଆମେ ଏମିତି ୪ଟି ମାସରେ ଜନ୍ମ ହୋଇଥିବା ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବହୁତ ଭାଗ୍ୟବାନ ଅଟନ୍ତି ।
୧. ଫେବୃଆରୀ :
ଏହି ମାସରେ ଜନ୍ମ ହୋଇଥିବା ଝିଅଙ୍କ ସ୍ଵଭାବ ବହୁତ ବିନମ୍ର ହୋଇଥାଏ, ଏହି ଭଳି ଝିଅ ସମସ୍ତଙ୍କୁ ଭଲ ପାଇବା ଦେଇଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ଝିଅଙ୍କୁ ବହୁତ ସୁନ୍ଦର ସାସୁଘର ମିଳିଥାଏ ଏହା ଛଡା ଏହି ଝିଅ ମାନେ ନିଜ ବାପ ଘର ଓ ନିଜ ସସୁରଘର ପାଇଁ ବହୁତ ଶୁଭକାରୀ ହୋଇଥାନ୍ତି । ଏହି ଝିଅମାନଙ୍କ ପାଇଁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ତାଙ୍କ ବାପା ଓ ସାସୁଘର ଉପରେ ସବୁବେଳେ ରହିଥାଏ ।
୨. ଏପ୍ରିଲ :
ଏହି ମାସରେ ଜନ୍ମ ହୋଇଥିବା ଝିଅଙ୍କ ଭାଗ୍ୟ ବହୁତ ଉଜ୍ଵଳ ହୋଇଥାଏ କାହିଁକିନା ଏହି ମାସରେ ଜନ୍ମ ହୋଇଥିବା ଝିଅଙ୍କ ଗ୍ରହ ବହୁତ ଭଲ ସ୍ଥାନରେ ରହିଥାଏ ଯାହା ଫଳ ସ୍ୱରୂପ ତାଙ୍କୁ ସଫଳତା ମିଳିଥାଏ ଓ ସେ ନିଜ ଆଖ ପାଖ ଓ ପରିବାର ଲୋକଙ୍କୁ ବହୁତ ଖୁସିରେ ରଖନ୍ତି ।
୩. ଜୁନ :
ଶାସ୍ତ୍ର ଅନୁଯାଇ ଏହି ମାସରେ ସନ୍ତାନ ଜନ୍ମ ହେଲେ ଶୁଭ ନୁହେ କିନ୍ତୁ ଯଦି ଝିଅ ଜନ୍ମ ହୋଇଥାଏ ତେବେ ସାକ୍ଷାତ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ । ଏହି ମାସରେ ଜନ୍ମ ହୋଇଥିବା ଝିଅ ନିଜ ଘର ପରିବାର ପରିସ୍ଥିତି ବଦଳି ଦେଇଥାଏ ଓ ତାଙ୍କ ଘରେ ସବୁ ପ୍ରକାର ସମସ୍ଯା ଦୂର ହୋଇଥାଏ ।
୪. ସେପ୍ଟେମ୍ବର :
ଏହି ମାସରେ ଜନ୍ମ ହୋଇଥିବା ଝିଅଙ୍କ ଭାଗ୍ୟରେ ଚନ୍ଦ୍ର, ବୁଧ ଓ ଶୁକ୍ର ଏକାଠି ହୋଇଥାନ୍ତି ଯାହା ଦ୍ଵାରା ଏହି ମାସରେ ଜନ୍ମ ହୋଇଥିବା ଝିଅ ନିଜ ଭାଗ୍ୟ ବଳରେ ବହୁତ କିଛି ପାଇଥାଏ ଓ ଜୀବନରେ କେବଳ ଆଗକୁ ବଢିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।