ଏହି ମାସରେ ଜନ୍ମ ହୋଇଥିବା ଝିଅ ହୋଇଥାନ୍ତି ସାକ୍ଷାତ ମାତା ଲକ୍ଷ୍ମୀଙ୍କ ସ୍ୱରୂପ

ଭାରତରେ ସନାତନ ଧର୍ମରେ ଝିଅ ମାନଙ୍କୁ ସାକ୍ଷାତ ଲକ୍ଷ୍ମୀ କୁହା ଯାଇଛି, ତେବେ କାହା ଘରେ ଯଦି ଝିଅ ଜନ୍ମ ହୋଇଥାଏ ତେବେ ଲୋକେ କୁହନ୍ତି ଲକ୍ଷ୍ମୀ ଘରକୁ ଆସିଛନ୍ତି । ଝିଅ ମାନେ ଘରର ବହୁତ୍ ଗେଲହି ହୋଇଥାନ୍ତି, ତାଙ୍କୁ ଘର ଲୋକେ ମାନେ ବହୁତ୍ ଭଲ ପାଇଥାନ୍ତି କାହିଁକି ନା ତାଙ୍କୁ ଦିନେ ନିଜ ଘର ଛାଡି ଅନ୍ୟ ଘରକୁ ନିଜର କରିବାକୁ ଥାଏ । ତେବେ କଣ ଆପଣ ଜାଣିଛନ୍ତି କେଉଁ ମାସରେ ଜନ୍ମ ହୋଇଥିବା ଝିଅ ବହୁତ୍ ଶୁଭ ହୋଇଥାନ୍ତି ଆଉ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଘରକୁ ପ୍ରାପ୍ତ ହୋଇଥାଏ ଆସନ୍ତୁ ଜାଣିବା ସେହି ମାସ ଗୁଡ଼ିକ ବିଷୟରେ ।

ଫେବୃଆରୀ :

ଏହି ମାସରେ ଜନ୍ମ ହୋଇଥିବା ଝିଙ୍କ ଭାଗ୍ୟ ବହୁତ୍ ଉଜ୍ବଳ ହୋଇଥାଏ, ଏହିଭଳି ଝିଅ ବହୁତ୍ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି ଆଉ ନିଜ ସ୍ଵଭାବ ଦ୍ୱାରା ସମସ୍ତଙ୍କ ମନ କିଣି ଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ଝିଅ ନିଜ ଭାଗ୍ୟ ବଳରେ ସମସ୍ତଙ୍କ ମନରେ ବାସ କରନ୍ତି ଆଉ ସମସ୍ତଙ୍କୁ ନିଜର ଭାବିଥାନ୍ତିଁ ।

ଏପ୍ରିଲ :

ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କ କଥା ବହୁତ୍ କୋମଳ ହୋଇଥାଏ, ଏହି ଭଳି ଝିଅ ନିଜ ଜୀବନରେ କେବେ କାହାକୁ କଷ୍ଟ ଦେଲା ଭଳି କାମ କରନ୍ତି ନାହିଁ, ଏହି ଭଳି ଝିଅଙ୍କ ଜୀବନରେ ବହୁତ୍ କିଛି ବଦଳି ଯାଇଥାଏ କିନ୍ତୁ ସେ ସବୁ ଜାଗାରେ ନିଜକୁ ସମ୍ଭାଳି ଥାନ୍ତି । ଏହି ଭଳି ଝିଅ ମା ଅନ୍ନ ପୂର୍ଣା ଙ୍କ ସ୍ୱରୂପ ହୋଇଥାନ୍ତି, ଏହି ଭଳି ଝିଅ ଯାହା ଘରକୁ ଯାଇଥାନ୍ତି ତାଙ୍କ ଘରେ କେବେ ଅନ୍ନ କମିନଥାଏ ।

ଜୁନ :

ଏହି ମାସରେ ଜନ୍ମ ହୋଇଥିବା ଝିଅ ନିଜ ପରିଶ୍ରମ ଦ୍ବାରା ସବୁ କିଛି ପାଇଥାନ୍ତି, ଏହି ଭଳି ଝିଅ ନିଜ ଖୁସି ଲାଗି ସବୁ କିଛି କରନ୍ତି ଆଉ ପରିବାର ଲାଗି କିଛି ବି କରିବା ପାଇଁ ଆଗେଇ ଯାନ୍ତି । ଜୀବନରେ ବହୁତ୍ ଭାଗ୍ୟ ଶାଳୀ ହୋଇଥାନ୍ତି ଏହି ଝିଅ ମାନେ । ଏହି ଭଳି ଝିଅଙ୍କୁ ବହୁତ୍ ଭଲ ଆଉ ଧନୀ ଶାଶୂ ଘର ମିଳିଥାଏ ।

ସେପ୍ଟେମ୍ୱର :

ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି, ଏହି ଭଳି ଝିଅଙ୍କ ଜୀବନରେ କେବେ ଧନ ଅଭାବ ହୋଇନଥାଏ, ଏହି ଭଳି ଝିଅ ନିଜ ପରିବାର ଲୋକଙ୍କ କଥା ଅନୁଯାଇ କାର୍ଯ୍ୟ କରନ୍ତି ।

ନଭେମ୍ବର :

ଏହି ମାସରେ ଜନ୍ମ ହୋଇଥିବା ଝିଅ ମାତା ଲକ୍ଷ୍ମୀଙ୍କ ପ୍ରତିମା ହୋଇଥାନ୍ତି, ଏହି ଭଳି ଝିଅ ନିଜ ବାପ ଘର ଆଉ ଶାଶୁ ଘରକୁ ନିଜ ଭାଗ୍ୟ ଦ୍ୱାରା ପରିଣତ କରିଥାନ୍ତି । ଝିଅ ବିବାହ ପରେ ଦୁଇ ଘର ଭାଗ୍ୟ ବଦଳି ଯାଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *