ଏହି ନାମର ଝିଅମାନେ ସବୁଠାରୁ ଖାସ, ଯଦି ଏମାନେ ଆପଣଙ୍କ ସହିତ ଥିବେ ତାହେଲେ ସବୁଠାରୁ ଲକି ଆପଣ

ନମସ୍କାର ବନ୍ଧୁଗଣ, ଆଜିର ଏହି ପୋଷ୍ଟରେ ଆମେ ସେହି ମହିଳା ମାନଙ୍କର କଥା ହେବା ଯାହାଙ୍କ ନାମ ଇଂରାଜୀ ଅକ୍ଷର k ଏବଂ N ରୁ ଆରମ୍ଭ ହୋଇ ଥାଏ । ଯଦି ଆପଣଙ୍କ ସାଥିର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ତାହେଲେ ଏହି ପୋଷ୍ଟରେ ମାଧ୍ୟମରେ ଆପଣ ତାଙ୍କ ବିଷୟରେ ବହୁତ କିଛି ଜାଣି ପାରିବେ । ତାହେଲେ ଆସନ୍ତୁ ଜାଣିବା କେମିତି ହୋଇଥାନ୍ତି ଏହି ନାମର ମହିଳା ମାନେ ।

k ନାମର ମହିଳା

କଥାରେ

ଯେଉଁ ମହିଳାଙ୍କ ନାମ kରୁ ଆରମ୍ଭ ହୋଇଥାଏ ସେମାନେ ବାହୁତ କଥା କୁହନ୍ତି ବା ଏକଦମ ଶାନ୍ତ । ଶାନ୍ତ ରହିବା ମହିଳାଙ୍କୁ ଫାଲତୁ କଥା ନକରି କେବଳ କାମର କଥା ହେବାକୁ ପସନ୍ଦ କରନ୍ତି । ଏମାନେ କମ କହିଥାନ୍ତି ଏବଂ ନିଜ ଦୁନିଆରେ ରହିଥାନ୍ତି ।

ସବୁ କ୍ଷେତ୍ରରେ ପ୍ରଥମ

ଏମାନେ ସବୁବେଳେ ନୂଆ ଜିନିଷ ଖୋଜରେ ରହିଥାନ୍ତି । ଯେଉଁଠି ଜ୍ଞାନ ମିଳିଥାଏ ଏମାନଙ୍କୁ ସେଇଠି ଭଲ ଲାଗିଥାଏ । ଏହି ନାମର ମହିଳା ବହୁତ ଦ୍ରୁତଗତିରେ ଆଗକୁ ବଢିଥାନ୍ତି । ଏମାନେ ଯେଉଁ କ୍ଷେତ୍ରକୁ ଯାଇଥାନ୍ତି ସେଠାରେ ପ୍ରଥମରେ ରହିଥାନ୍ତି ।

ପ୍ରଷ୍ଠା ଏବଂ ବିଚାର ପସନ୍ଦ

ଏମାନଙ୍କୁ ପ୍ରତିଷ୍ଠା ଏବଂ ବିଚାର ପସନ୍ଦ ହୋଇଥାଏ । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । କିଏ କଣ କହୁଛି ,କଣ କରୁଛି ଏଥିରେ ତାଙ୍କୁ କୌଣସି ମତଲବ ନଥାଏ ।

N ନାମର ମହିଳା

ପରିଶ୍ରମି

N ନାମର ମହିଳାଙ୍କ ପାଖରେ ପୁସ୍ତକର ଜ୍ଞାନ ସହିତ ବ୍ୟବହାରିକ ଜ୍ଞାନ ବି ଥାଏ । ଏମାନଙ୍କୁ ଜଣା ଥାଏ କାହା ସହିତ କେମିତି ବ୍ୟବହାର କରିବେ । ଏମାନେ ବହୁତ ପରିଶ୍ରମି ହୋଇଥାନ୍ତି । ଏମାନେ କୌଣସି ବି କଥାକୁ ନେଇ ଡରନ୍ତି ନାହିଁ ।

ସଫା ହୃଦୟ

ଏମାନେ କଥାରେ ଏତେ ଧନୀ ହୋଇଥାନ୍ତି କି ସାମନା ଲୋକ ତାଙ୍କ ଆଡକୁ ଆକର୍ଷିତ ହୋଇଯାନ୍ତି । ଏମାନେ ବହୁତ ପ୍ରଭାବଶାଳି ହୋଇଥାନ୍ତି । ଏମାନେ ସହଜରେ କାହାକୁ ବି ଇମ୍ପ୍ରେସ କରି ପାରିବେ । ଏମାନଙ୍କର ହୃଦୟ ସଫା ହୋଇଥାଏ କିନ୍ତୁ ଏମାନଙ୍କର ରାଗ ତାଙ୍କୁ ଲୋକଙ୍କ ନଜରରେ ଖରାପ କରି ଦେଇଥାଏ ।

ହସମୁହଁ ଏବଂ ମିଶିଙ୍ଗ

ଏମାନଙ୍କୁ ସତର ସାଥ ଦେବା ପସନ୍ଦ ହୋଇଥାଏ । ଏମାନେ ନିଜକୁ ସବୁ ପରିସ୍ଥିତିରେ ଶ୍ରେଷ୍ଠ ପ୍ରମାଣିତ କରିବାକୁ ଚାହାଁନ୍ତି । ସାମାଜିକ ଜୀବନରେ ଏମାନେ ଖୁସିୟାଳି ଏବଂ ମିଶିଙ୍ଗ ହୋଇଥାନ୍ତି । ଏମାନେ କୌଣସି ବି କାମକୁ ନିଜ ହିସାବରେ କରିବାକୁ ପସନ୍ଦ କରିଥାନ୍ତି ।

Leave a Reply

Your email address will not be published. Required fields are marked *