30 ଦିନ ପର୍ଯ୍ୟନ୍ତ ଏହି ପାଣି ପିଇବା ଦ୍ଵାରା ଆପଣଙ୍କ ଚେହେରା ହୋଇଯିବ ପୂରାପୂରି କ୍ଷୀର ଭଳି ଧଳା

ଆଜିକାଲିର ଖାଦ୍ୟପେୟ ଓ ଜୀବନ ଶୈଳୀର ପରିବର୍ତ୍ତନ ଯୋଗୁ ଯୋଗୁ ମଣିଷ ଶରୀରରେ ଅନେକ ପରିବର୍ତ୍ତନ ଦେଖା ଯାଉଛି । ଏହା ସହ ମଣିଷ ଶରୀରରେ ଅନେକ ପ୍ରକାର ରୋଗ ମଧ୍ୟ ଦେଖା ଯାଉଛି । ଯାହା ଦ୍ଵାରା ମଣିଷ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡୁଛି । ଏହା ସହ ଆଜିକାଲି ବାୟୁ ପ୍ରଦ୍ୟୁସଣ ଏତେ ମାତ୍ରା ରେ ବୃଦ୍ଧି ପାଇବାରେ ଲାଗିଛି ଯାହା ପାଇଁ ସ୍କିନ ସମସ୍ଯା ଅଧିକ ଦେଖା ଯାଉଛି । ଯାହା ପାଇଁ ବିଶେଷ କରି ଝିଅ ମାନେ ଏହାର ସମୁଖିନ୍ନ ହେଉଛନ୍ତି ।

ଏଥିପାଇଁ ସେମାନେ ଅନେକ କସମେଟିକ ଜିନିଷ ବ୍ୟବହାର କରୁଥିଲେ ମଧ୍ୟ କିଛି କ୍ଷେତ୍ର ରେ ଏହା ସୁଫଳ ହେଉଛି । କିନ୍ତୁ ଅନ୍ୟ କ୍ଷେତ୍ର ରେ ଏହା ଅସଫଳ ହେଉଛି । ଏହା ସହ କିଛି ଝିଅ ମାନେ ମୁହଁରେ ଥିବା ବ୍ରଣ ବା ଅନ୍ୟ କୌଣସି ସମସ୍ଯା ପାଇଁ ଅନେକ ମେଡ଼ିସିନର ମଧ୍ୟ ସେବନ କରୁଛନ୍ତି । କିନ୍ତୁ ଏଥିରେ କିଛି ସୁଫଳ ମିଳୁ ନାହି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ କରିଲେ ଆପଣଙ୍କ ମୁହଁ ସଫା ହୋଇଯିବ ।

ଏହି ହୋମ ରେମେଡି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ରହିଛି ମହୁ, ଲେମ୍ବୁ । ମହୁ ଏକ ପ୍ରାକୃତିକ ଔଷଧ ଅଟେ । ଏଥିରେ ଭିଟାମିନ ଏ, ବି, ସି, ଆଇରନ, ଫସଫରସ, ସୋଡିୟମ, କ୍ୟାଲସିୟମ ଆଦି ଭରପୁର ମାତ୍ରା ରେ ରହିଛି । ମହୁ ଶରୀରକୁ ଊର୍ଜାବାନ ଓ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଠିକ ସେହିପରି ଲେମ୍ବୁରେ ପ୍ରୋଟିନ, କାର୍ବୋ ହାଇଡ୍ରେଡ, ଭିଟାମିନ ଓ ମିନେରାଲ୍ସ ପ୍ରଚୁର ପରିମାଣରେ ଭାରି ରହିଛି । ଲେମ୍ବୁ ଓ ମହୁ ଗରମ ପାଣିରେ ମିଶାଇ ସେବନ କରିବା ଦ୍ଵାରା ଶରୀର ସୁସ୍ଥ ରହିଥାଏ ।

ଏହି ହୋମ ରେମଡି ତିଆରି କରିବା ପାଇଁ ଏକ ଗ୍ଳାସ ଗରମ ପାଣି ସହ ଏକ କହମଚ ଲେମ୍ବୁ ରସ ଓ ଏକ ଚାମଚ ମହୁ ମିଶ୍ରଣ କରନ୍ତୁ । ଏହି ପାଣି ର ସେବନ ସପ୍ତାହ କୁ ଦୁଇ ଥର କରିଲେ ଆପଣଙ୍କ ଚେହେରା ସଫା ଓ ଗୋରା ହୋଇଯିବ । ଆପଣଙ୍କ ଚେହେରା ରେ କିଛି ଅଲଗା ପ୍ରକାର ଗ୍ଲୋ ଦେଖିବାକୁ ମିଳିବ । ଯଦି ଆପଣଙ୍କ ମୁହଁ ରେ କୌଣସି ସମସ୍ଯା ରହିଛି ତେବେ ଆପଣ ଏହି ରେମେଡି ର ପ୍ରୟୋଗ କରି ପାରିବ ।

ଲେମ୍ବୁ ଓ ମହୁରେ ଥିବା ଭିଟାମିନ ଓ ଆଇରନ ସ୍କିନ ଗ୍ଲୋ କରିବାରେ ସହାୟକ ହୋଇଥାଏ । ଆପଣ ମାନେ ଏହି ରେମେଡି ର ପ୍ରୟୋଗ ଗୋଟେ ମାସ କରନ୍ତୁ । ଆପଣ ଏହାର ଫାଇଦା ନିଶ୍ଚିନ୍ତ ଭାବେ ଦେଖିବାକୁ ପାଇବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *