ଏହି ପେଣ୍ଟିଙ୍ଗ ଗୁଡିକ ଦେଖି ଆପଣ ଜାଣି ପାରିବେ ନାହିଁ ଏହା ପେଣ୍ଟିଙ୍ଗ ନା ରିୟଲ ଫଟୋ, ଦେଖି ରହି ଯିବେ ଚକିତ

ଦୁନିଆରେ ବହୁତ ପ୍ରକାର କଳାକାର ଅଛନ୍ତି ଯିଏ ନିଜ ଟ୍ୟାଲେଣ୍ଟ ଦ୍ଵାରା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଥାନ୍ତି । ଗୋଟେ ପେଣ୍ଟର ପାଇଁ ତାଙ୍କ ପେଣ୍ଟିଙ୍ଗ ବହୁତ ମହତ୍ଵପୂର୍ଣ ହୋଇ ଥାଏ ଯାହା ଦ୍ଵାରା ସେ ନିଜ ମନ ଭାବନା ଏବଂ କଳା ପ୍ରସ୍ତୁତ କରି ଥାଏ । ଯେଉଁ ପେଣ୍ଟିଙ୍ଗ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ ଯେ ଏହା ସତରେ ଫୋଟୋ ନା ପେଣ୍ଟିଙ୍ଗ ଅଟେ ।

ତେବେ ଆସନ୍ତୁ ଦେଖିବା ଏହି ମହାନ କଳାକାରଙ୍କ ପେଣ୍ଟିଙ୍ଗ :

ଇଲୟାରାଜା- ଦ୍ରାବିଡିୟାନ ଓମେନ ପେଣ୍ଟିଙ୍ଗ:

ଇଲୟାରାଜା ସାଉଥ ଇଣ୍ଡିଆର ଗୋଟେ ଫେମସ ଅୟଲ ପେଣ୍ଟର ଅଛନ୍ତି ଯିଏ ଦ୍ରାବିଡିୟନ ମହିଳା ମାନଙ୍କର ଜୀବିତ ପେଣ୍ଟିଙ୍ଗ କରନ୍ତି ଯାହାକୁ ଦେଖିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ କହିବେ ଏହି ମହିଳା କିଏ ।

ଡିଏଗୋ ଫାଜିଓ – ପେନ୍ସିଲ ଆର୍ଟୱାର୍କ :

ଡିଏଗୋ ଫାଜିଓ – ପେନ୍ସିଲ ଆର୍ଟୱର୍କ ସ୍ପେନିଶ ଦେଶ ବିଶେଷ ପ୍ରକାର ପେଣ୍ଟର ଅଟନ୍ତି ଯିଏ କେବଳ ପେନ୍ସିଲ ଦ୍ଵାରା ପେଣ୍ଟିଙ୍ଗ ତିଆରି କରି ଥାନ୍ତି ଏବଂ ଦେଖିବା ଲୋକକୁ କିଛି ସମୟ ପାଇଁ ପେଣ୍ଟିଙ୍ଗ ଦେଖି ଲାଗେ ଯେମିତି ଚିତ୍ର ଜୀବିତ ଅଟେ ।

– ଗୁସ୍ତାୱୋ ସିଲ୍ୱା :

ବେନେଜୁଲା ନିବାସୀ ଗୁସ୍ତାୱୋ ସିଲ୍ୱା ନିଜ ପାଣି ଭିତର ପେଣ୍ଟିଙ୍ଗ ପାଇଁ ପୁରା ଦୁନିଆରେ ଚର୍ଚା ବିଷୟ ହୋଇ ଛନ୍ତି, ତାଙ୍କ ଏହି ପେଣ୍ଟିଙ୍ଗ ଗୁଡିକ ଦେଖି ଦୁନିଆ ସାରା ଲୋକ ଆଶ୍ଚର୍ଯ୍ୟ ଅଛନ୍ତି କାହିଁକିନା ପେଣ୍ଟିଙ୍ଗ ପୂର୍ଣ ରୂପରେ ଜୀବିତ ଲାଗୁଛି । ସମସ୍ତେ ଏହା ଭାବୁଛନ୍ତି ଯେ କେହି ଏତେ ରିୟଲ ଚିତ୍ର କେମିତି ବନେଇ ପାରେ କିନ୍ତୁ ଗୁସ୍ତାୱୋ ସିଲ୍ୱା ଏହା କରିକି ଦେଖେଇ ଛନ୍ତି ।

– ପାଲ କୈଡନ :

ପାଲ କୈଡନ ଗୋଟେ କାନେଡିୟାନ ପେଣ୍ଟର ଅଟନ୍ତି, ଯିଏ ସାରା ଦୁନିଆରେ ନିଜ ପେଣ୍ଟିଙ୍ଗ ପାଇଁ ପ୍ରଚଳିତ ଅଛନ୍ତି । ତାଙ୍କ ପେଣ୍ଟିଙ୍ଗ ଦେଖି ଏମିତି ଲାଗେ ଯେମିତି କ୍ୟାମେରା ଦ୍ଵାରା ନିଆ ଯାଇଛି ।

– ପେଡୋ କେମ୍ପୋସ :

ପେଡୋ କେମ୍ପୋସ ମେଡିଡ ନିବାଶି ସେ ମଧ୍ୟ ଗୋଟେ ଅୟଲ ପେଣ୍ଟର ଯିଏ ପୁରା ଦୁନିଆକୁ ନିଜ କଳା ଦ୍ଵାରା ଆଶ୍ଚର୍ଯ୍ୟ କରିଛନ୍ତି । ତାଙ୍କ ପେଣ୍ଟିଙ୍ଗ ଦେଖି ଲୋକ କେବେ ଏହାକୁ ପେଣ୍ଟିଙ୍ଗ କୁହନ୍ତି ନାହିଁ ଲୋକଙ୍କ ଅନୁଯାଇ ତାହା ସତ ଏବଂ ଜୀବିତ ହୋଇ ଥାଏ ।

Leave a Reply

Your email address will not be published. Required fields are marked *