୧୫ ବର୍ଷର ଝିଅ ଜନ୍ମ ଦେଲା ୭ ମାସର ପିଲାକୁ, ପିତାଙ୍କ ନାମ ଜାଣି ସ୍ତବ୍ଦ ରହିଗଲେ ଲୋକ

ଗୋଟେ ସମୟ ଥିଲା ଯେବେ ପିତା ତାର ପୁତ୍ରୀ ସନ୍ତାନ ଦ୍ଵାରା ଚିଡି ଯାଉଥିଲେ, କିନ୍ତୁ ଏବେ ଗୋଟେ ସମୟ ଅଛି ପୁତ୍ରୀ ମାନେ ପିତାଙ୍କର ନାମ ଉଚ୍ଚା କରୁଛନ୍ତି । ପିତା ଓ ପୁତ୍ରୀର ସମ୍ପର୍କ ବହୁତ ମଧୁର ଅଟେ । ପିତାମାନେ ନିଜ ଝିଅଙ୍କୁ ବହୁତ ଭଲ ପାଆନ୍ତି । ଝିଅମାନେ ମା ଠାରୁ ଅଧିକ ପିତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି । କିନ୍ତୁ ଆଜିର ଗୋଟେ ସମୟ ଯେଉଁଠି ମଣିଷମାନେ ପଶୁଠାରୁ ବଳି ଗଲେ ।

ଏହି କଥା ଆମେ ଏଥିପାଇଁ କହୁଛୁ କାରଣ ଆଜିର ଘଟଣା ଏମିତି ଯାହା ଆପଣ ଶୁଣିଲେ ଆଶ୍ଚଜ୍ୟ ହୋଇଯିବେ ।

ଆଜିକା ସମୟରେ ଦେଶ ଓ ଦୁନିଆରେ କ୍ରାଇମ ବଢି ବଢି ଚାଲିଛି । ମହିଳାଙ୍କ ପ୍ରତି ଏତେ ଅତ୍ୟାଚାର ବଢିଲାଣି ଯେ ଆଜିକାଲି ଝିଅ ମାନେ ନ ଜନ୍ମ ହେଲେ ହିଁ ଭଲ ହେବ । ଆଜି ଆମେ ଆପଣଙ୍କୁ ଏକ ଏମିତି ଘଟଣା ବିଷୟରେ କହିବୁ ଯାହା ଶୁଣିବା ପରେ ଆପଣଙ୍କ ସମ୍ପର୍କ ପ୍ରତି ଭରସା ଉଠିଯିବ ।

ଆପଣ ମାନେ ବହୁତ ଥର ଶୁଣିଥିବେ କି କୌଣସି ପଡୋଶୀ ଘରର ଝିଅ ସହିତ ଖରାପ କାମ କଲା କିନ୍ତୁ ଏହି ଘଟଣାରେ ପିତା ତାର ଝିଅ ସହିତ ଏମିତି କାମ କରିଛି । ଏହା ଶୁଣିବ ପରେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେଣୀ । ଏହି ଘଟଣା ଘଟିବା ପରେ କେହି ଝିଅ ତାଙ୍କ ପିତା ପ୍ରତି ବିଶ୍ବାସ କରିବେନି । ଏହି ଘଟଣା ଟି ୟୁପି ଜିଲ୍ଲାର କନ୍ନୌଜ ଜିଲ୍ଲାରେ ହୋଇଛି ।

ଏହି ଘଟଣାରେ ଏକ ପିତା ତା ଝିଅ ସହିତ ଖରାପ ସମ୍ପର୍କ ରଖିଥିଲା ଯାହାଦ୍ଵାରା ଝିଅଟି ଗର୍ଭାଶୟ ହୋଇଗଲା, ତାପରେ ପିତା ଜଣକ ଝିଅଟିକୁ ନେଇ ହସ୍ପିଟାଲରେ ନେଇ ଛାଡି ଦେଇ ଆସିଲେ । ହସ୍ପିଟାଲରେ ଝିଅଟିକୁ ସେହି ପିଲାଟିର ପିତା ନା ପଚାରିବାରୁ ସେ ତା ପିତାଙ୍କ ନାମ କହିଲା, ଯାହା ଶୁଣିବା ପରେ ସବୁ ଆଶ୍ଚର୍ଯ୍ୟ ହୋଇଗଲେ । ହସ୍ପିଟାଲରେ ଏହି ନାବାଳିକ ଝିଅଟି ସାତ ମାସର ଝିଅଟିକୁ ଜନ୍ମ ଦେଲା, କିନ୍ତୁ ଏବେ ସେହି ଝିଅଟିର ସ୍ଥିତି ଗମ୍ଭୀର ଅଛି । ଏହି ଘଟଣା ପରେ ଆଶା ଜ୍ୟୋତି କେନ୍ଦ୍ରର ମହିଳା ମାନେ ସେହି ଝିଅ ଓ ତାର ମାର ଦାୟିତ୍ଵ ନିଜ ଉପରେ ନେଇଥିଲେ ।

ଏହି ଘଟଣା ଉପରେ ଆପଣଙ୍କର ମତ କଣ? ନିଶ୍ଚୟ କାମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *