ଏହି ୫ଟି ରାଶିର ପୁରୁଷ ମାନେ ମହିଳାଙ୍କ ହୃଦୟ ଉପରେ ରାଜ କରିଥାନ୍ତି- Chanakya Niti

ଚନ୍ଦ୍ର ଗୁପ୍ତ ମୋର୍ୟ ଏହି ନାମ କିଏ ଅବା ଜାଣି ନଥିବ ସେ ଭାରତ ର ବହୁତ୍ ମହାନ୍ ରାଜା ଥିଲେ ତାଙ୍କୁ ନିଜ ରାଜ ଗଦି ତାଙ୍କ ପୂର୍ବ ପୁରୁଷଙ୍କ ଦ୍ୱାରା ପ୍ରାପ୍ତ ହୋଇନଥିଲା ସେ ଏହି ରାଜ୍ୟ ନିଜ ସବଳତା ଓ ଚାଣକ୍ୟଙ୍କ ନୀତି ଦ୍ବାରା ପାଇଥିଲି । ଚାଣକ୍ୟ ଏମିତି ଜଣେ ମହା ମନ୍ତ୍ରୀ ଥିଲେ ଯିଏ ନିଜେ ଝୁମ୍ପୁଡ଼ି ପରେ ରହୁଥିଲେ ଓ ରାଜ୍ୟ ଉପରେ ବିଶେଷ ଧ୍ୟାନ ଦଉଥିଲେ । ଆଜି ଆମେ ଆପଣଙ୍କୁ ଚାଣକ୍ୟ ଦ୍ୱାରା କୁହା ଯାଇଥିବା ଏମିତି କିଛି ରାଶି ର ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ପାଇଁ ମହିଳା ମାନେ ଦୀଵାନି ହୋଇ ବୁଲନ୍ତି ।

୧- ମିଥୁନ ରାଶି

କୁହା ଯାଇଛି ଯେ ମିଥୁନ ରାଶି ପୁରୁଷ ମାନେ ଦେଖିବା ପାଇଁ ବହୁତ ଆକର୍ଷକ ହୋଇଥାନ୍ତି ଓ ତାଙ୍କ କଥା ଓ ତାଙ୍କ ଚାହାଣି ଝିଅ ମାନଙ୍କୁ ତାଙ୍କ ଆଡ଼କୁ ଟାଣି ନେଇଥାଏ । ଏହି ରାଶି ର ପୁରୁଷଙ୍କୁ ଝିଅ ମାନଙ୍କୁ ମନେଇବା ପାଇଁ ବହୁତ୍ ଅଧିକ ପରିଶ୍ରମ ମଧ୍ଯ କରିବାକୁ ପଡ଼ିନଥାଏ । ଏହି ରାଶି ର ପୁରୁଷ ମାନେ ବହୁତ୍ ସହଜ ରେ ଏହା ଜାଣି ପାରନ୍ତି ଜେ ଝିଅ ମାନଙ୍କୁ ଏବେ କଣ ଦରକାର ଅଟେ ।

୨- ସିଂହ ରାଶି

ଏହି ରାଶି ପୁରୁଷ ମାନେ ବହୁତ୍ ଅଧିକ ସଂସ୍କାରି ସ୍ଵଭାବ ର ହୋଇଥାନ୍ତି । ଏହି ରାଶି ଲୋକଙ୍କୁ କାହା ପାଇଁ ବି ବହୁତ୍ ଚିନ୍ତା ରହିଥାଏ ତେବେ ସେ ଘର ଲୋକ ହୁଅନ୍ତୁ ବା ବାହାର ଲୋକ । ଏହି ରାଶି ପୁରୁଷ ମାନେ ନିଜ ଜୀବନସାଥି ସହ୍ ବହୁତ୍ ଭଲ ବ୍ୟବହାର କରିଥାନ୍ତି ଓ ସବୁବେଳେ ନିଜ୍ ପାର୍ଟନର କୁ ଖୁସି ରେ ରଖିବାକୁ ଇଛା କରନ୍ତି ।

୩- ତୁଳା ରାଶି

ଏହି ରାଶି ପୁରୁଷ ମାନେ ବହୁତ୍ ଲାଜୁଆ ସ୍ଵଭାବ ର ହୋଇଥାନ୍ତି ଏହି ରାଶି ପୁରୁଷ ମହିଳାଙ୍କୁ କିଛି ନକହି ପାରିଲେ ମଧ୍ଯ ନିଜ ସ୍ଵଭାବ ଦ୍ୱାରା ତାଙ୍କ ମନ୍ କିଣି ଥାନ୍ତି ।

୪- ମକର ରାଶି

ଏହି ରାଶି ପୁରୁଷ ମାନେ ମହିଳାଙ୍କୁ ଖୁସି ରେ ରଖିବା ପାଇଁ କିଛି ବି କରି ପାରନ୍ତି କିନ୍ତୁ ତାଙ୍କୁ କିଛି କରିବାକୁ ପଡ଼ିଥାଏ କାହିଁକିନା ତାଙ୍କ ଚେହେରା ଓ ଶରୀର ବହୁତ୍ ଆକର୍ଷକ ହୋଇଥାଏ ।

୫- ବିଛା ରାଶି

ଏହି ରାଶି ର ଲୋକ ନିଜ ଲୁକ ଦ୍ବାରା ନୁହ ନିଜ ସେନ୍ସ ଅଫ ହ୍ୟୁମର ପାଇଁ ଝିଅ ମାନଙ୍କ ମନ୍ କିଣି ପାରି ଥାନ୍ତି । ଏହି ରାଶି ପୁରୁଷ କେବେ କାହାକୁ ଧୋକା ଦିଅନ୍ତି ନାହିଁ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *