ଏହି ପରିକା ମହିଳାମାନଙ୍କ ସହିତ ଭୂଲରେ ବି ରଖନ୍ତୁ ନାହିଁ ସମ୍ପର୍କ, ଶାସ୍ତ୍ରରେ କୁହାଯାଇଛି ମହାପାପ

ଏହି ସମ୍ପୂର୍ଣ ସଂସାରରେ ହିନ୍ଦୁ ଧର୍ମକୁ ପବିତ୍ର ଧର୍ମ ବୋଲି କୁହାଯାଇଥାଏ ,ଯେଉଁ କଥା ଏହି ଧର୍ମର ଗ୍ରନ୍ଥରେ ହଜାର କୋରଡ ବର୍ଷ ପୂର୍ବେ କୁହାଯାଇଥିଲା ସେ କଥା ଏବେ ବିଜ୍ଞାନ ସେହି କଥାକୁ ଲୋକଙ୍କ ସାମ୍ନାକୁ ଆଣୁଛି । ହିନ୍ଦୁ ଧର୍ମରେ ସବୁ ଏମିତି ଜ୍ଞାନ ଅଛି ଯାହାକୁ ପାଇବା ପାଇଁ ଲୋକମାନେ ବହୁତ ଚେଷ୍ଟା କରୁଛନ୍ତି । ଆମ ପୂର୍ବପୁରୁଷ ମାନେ କହିଥାନ୍ତି କି ଯଦି ଆମେ ହିନ୍ଦୁ ଧର୍ମ ଗ୍ରନ୍ଥରେ ଲେଖାଥିବା କଥାକୁ ଅନୁସରଣ କରିବା ତାହେଲେ ଆମ ଜୀବନରେ କେବେବି ଦୁଃଖ ଆସିବ ନାହିଁ ।

ଶାସ୍ତ୍ର ଅନୁସାରେ ମଣିଷ ମାନଙ୍କୁ ଚେତାବନୀ ଦିଆଯାଇଛି କି ଯଦି ସେ ତାଙ୍କ ସାଙ୍ଗର ସ୍ତ୍ରୀ ସହିତ ତାଙ୍କ ଇଛାରେ ବା ଜବରଦସ୍ତି ଯୌନ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତି ତାହେଲେ ତାଙ୍କର ମୃତ୍ୟୁ ପରେ ବି ବହୁତ ଯନ୍ତ୍ରଣା ସହିବାକୁ ପଡିଥାଏ ।

ଏମିତି କୁହାଯାଏକି ପୁରୁଷଙ୍କୁ କୌଣସି ବି ଏମିତି ମହିଳାଙ୍କ ସହିତ ଜବରଦସ୍ତି କରିବା ଉଚିତ ନୁହେଁ ଯିଏ ନିଜ ଇଚ୍ଛାରେ ବ୍ରମ୍ହାଚଜ୍ୟ ଆପଣେଇଥାନ୍ତି । ପୁରାଣ ଶାସ୍ତ୍ରରେ କୁହାଯାଇଛି କି ଜଣେ ପୁରୁଷ କେବେବି ଜଣେ କୂଆରି ଝିଅ ସହିତ ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖିବେ ନାହିଁ । ଯଦି କୌଣସି ପରିଷ୍ଟିତିରେ ଏମିତି ହୋଇଗଲା ତାହେଲେ ତାଙ୍କୁ ସେ ସ୍ତ୍ରୀ ସହିତ ବିବାହ କରିନେବା ଦରକାର । ଶାସ୍ତ୍ର ଅନୁସାରେ ସେହି ପୁରୁଷ ବହୁତ ବଡ ପାପର ଅଧିକାରୀ ହୋଇଥାନ୍ତି ।

ଯଦି କୌଣସି ମହିଳା କିଛି ବି ପାପରେ ସାମିଲ ହୋଇଥାଏ କିମ୍ବା ଏମିତି ସ୍ତ୍ରୀ ଯାହାକୁ ବେଶ୍ୟାର ଆଖ୍ୟା ଦିଆଯାଇଥାଏ ତା ସହିତ କେବେବି ଯୌନ ସମ୍ପର୍କ ରଖିବେ ନାହିଁ । ହିନ୍ଦୁ ଶାସ୍ତ୍ର ଅନୁସାରେ ପୁରୁଷ ଯେମିତି ବି ପରିଷ୍ଟିତିରେ ଥାଉ ଏମିତି କୌଣସି ସ୍ତ୍ରୀ ସହିତ ସମ୍ପର୍କ ରଖିବା ଉଚିତ ନୁହେଁ ଯାହାର ସ୍ଵାମୀ ମରିଯାଇ ଥିବା ।

ହିନ୍ଦୁ ପରିବାରରେ ଜନ୍ମ ହୋଇଥିବା ପୁରୁଷ କେବେବି ନିଜ ରକ୍ତ ସମ୍ପର୍କଙ୍କ ଥିବା ସ୍ତ୍ରୀ ଙ୍କ ସହିତ କାବେବି ଯୌନ ସମ୍ପର୍କ ରଖିବେ ନାହିଁ ,ଏହା ଅକ୍ଷମ ପାପ ହୋଇଥାଏ । କୌଣସି ପୁରୁଷକୁ ନିଜ ଗୁରୁ ବା ନିଜ ଠାରୁ ବଡ ଲୋକଙ୍କ ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ ,କାରଣ ଏହା ଭଗବାନଙ୍କ ଆଗରେ ବଡ ପାପ ବୋଲି କୁହାଯାଇଥାଏ ,କାରଣ ଗୁରୁଙ୍କୁ ଶାସ୍ତ୍ରରେ ଭଗବାନ ବୋଲି କୁହାଯାଇ ଥାଏ ।

Leave a Reply

Your email address will not be published. Required fields are marked *