ଏହି ସମୟରେ ଜନ୍ମ ନେଇଥିବା ଲୋକଙ୍କର ଭାଗ୍ୟ ହଜାର ଗୁଣା ପ୍ରବଳ ହୋଇଥାଏ

କେତେ ଥର ଆପଣ କୌଣସି ଜିନିଷ ପାଇବା ପାଇଁ ଲକ୍ଷେ ଚେଷ୍ଟା କରିଥାନ୍ତି କିନ୍ତୁ ସେହି ଜିନିଷ ଆପଣଙ୍କୁ ମିଳେ ନାହିଁ । ସେମିତି ଅନ୍ୟ ବ୍ୟକ୍ତି ଥାନ୍ତି ଯିଏ କୌଣସି ପରିଶ୍ରମ କରନ୍ତି ନାହିଁ କିନ୍ତୁ ତାଙ୍କୁ ସେହି ଜିନିଷ ଆପଣଙ୍କ ଠାରୁ ଆଗରେ ମିଳିଯାଏ । ଏହି କଥାର ସିଧା ଅସର ଆପଣଙ୍କ ଭାଗ୍ୟ ଦ୍ଵାରା ହୋଇଥାଏ । ଆପଣ ଯେତେ ବି ଆଧୁନିକ ଚିନ୍ତାଧାରାର ହୁଅନ୍ତୁ କିନ୍ତୁ ଗୋଟେ କଥା ତ ଆପଣଙ୍କୁ ମାନିବାକୁ ହେବ କି ଏହି ଦୁନିଆରେ କିଛି ଲୋକ ଏମିତି ହୋଇଥାନ୍ତି ଯିଏ ନିଜର ଭାଗ୍ୟ ଲେଖି ଆସିଥାନ୍ତି ।

ଏବେ ପ୍ରଶ୍ନ ଉଠୁଛି କି କେମିତି ଜାଣିବେ ଆପଣ ଭାଗ୍ୟଶାଳୀ ଅଟନ୍ତି ବୋଲି ? ଏହାର ଉତ୍ତର ବହୁତ ସହଜ ଅଟେ ।

ଆପଣଙ୍କର ଭାଗ୍ୟ ଏବଂ ଜନ୍ମ ନେବା ସମୟ ଜଣେ ଅନ୍ୟ ଜଣଙ୍କ ସହ ବହୁତ ଗଭୀର ସମ୍ପର୍କ ଥାଏ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବୁ ।

ଏହି ସମୟରେ ଜନ୍ମ ନେଇଥିବା ବ୍ୟକ୍ତି ହୋଇଥାନ୍ତି ଭାଗ୍ୟଶାଳୀ

୧ -ଯେଉଁ ଲୋକଙ୍କର ଭାଗ୍ୟ ସୋମବାର କିମ୍ବା ଗୁରୁବାର ଦିନ ହୋଇଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମିତି ବ୍ୟକ୍ତି ଯେଉଁ କାମରେ ହାତ ଦେବେ ତାହା ବହୁତ ଶୀଘ୍ର ହୋଇଯାଇଥାଏ । ଏହି ବ୍ୟକ୍ତିଙ୍କ ଜୀବନରେ ବାଧା ବହୁତ କମ ଆସିଥାଏ ।

୨ -ଯେଉଁ ଲୋକଙ୍କର ଜନ୍ମ ସକାଳୁ ଜଲ୍ଦି ହୋଇଥାଏ ସେହି ବ୍ୟକ୍ତି ଭାଗ୍ୟ ମାମଲାରେ ବହୁତ ଆଗରେ ଥାନ୍ତି । ଖାସକରି ଯେଉଁ ଲୋକଙ୍କର ଜନ୍ମ ସକାଳ ୪ଟା ଆଖପାଖ ରେ ହୋଇଥାଏ ତାଙ୍କ ଭାଗ୍ୟ ସବୁଠାରୁ ଅଧିକ ଉଜ୍ଜଳ ହୋଇଥାଏ । ଏହି ଲୋକମାନେ ଯେଉଁ ଘରେ ରହିବେ ସେ ବି ବହୁତ ଭାଗ୍ୟଶାଳୀ ହୋଇଯିବେ ।

୩ -ଜୁନ ଏବଂ ଅଗଷ୍ଟ ମାସରେ ଜନ୍ମ ହୋଇଥାନ୍ତି ସେମାନେ ଭାଗ୍ୟ ଉପରୁ ଲେଖି ଆସିଥାନ୍ତି । ଏମିତି ଲୋକ କ୍ଯାରିୟର କ୍ଷେତ୍ରରେ ବହୁତ ଜଲ୍ଦି ସଫଳ ହୋଇଥାନ୍ତି ।

୪ -ମାସର ୨୫ଏବଂ ୧୦ ତାରିଖ ରେ ଜନ୍ମ ହୋଇଥିବା ବ୍ୟକ୍ତି ପଇସା ମାମଲାରେ ବହତୁ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଲୋକମାନଙ୍କ ପାଖକୁ ପଇସା ନିଜେ ଚାଲିକି ଆସିଥାଏ ।

ଏହା ଥିଲା ସେହି ଦିନ ,ମାସ ,ତାରିଖ ଏବଂ ସମୟ ଯାହା ଏହା ଦର୍ଶାଇଥାଏ କି ଆପଣ କେତେ ଏବଂ କେଉଁ କ୍ଷେତ୍ରରେ ଭାଗ୍ୟଶାଳୀ ଅଟନ୍ତି । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କାମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *