ରହସ୍ୟମୟ ସମୁଦ୍ର…ଚାହିଁଲେ ବି ବୁଡିବନି ମଣିଷ, ଜାଣନ୍ତୁ, ଏପରି ଆଶ୍ଚର୍ଯ୍ୟ ପଛର ପ୍ରକୃତ ରହସ୍ୟ….

ଯଦି ଆପଣ ପହଁରିବା ଜାଣିଛନ୍ତି ତେବେ ଆପଣ ନଦୀ, ସମୁଦ୍ର, ପୋଖରୀ, ହ୍ରଦ ଇତ୍ୟାଦିରେ ଡେଇଁ ଏହି ସମସ୍ତ ଜିନିଷର ମଜା ନେଇ ପାରିବେ । କିନ୍ତୁ ଯଦି ଆପଣ ପହଁରା ଜାଣି ନାହାନ୍ତି ତେବେ ଭୁଲରେ ବି ଏହି ସବୁ ସ୍ଥାନକୁ ଯିବେ ନାହିଁ । କାରଣ ପହଁରା ବିନା ଆପଣ ଯଦି ଏହି ସବୁ ସ୍ଥାନକୁ ଯାଉଛନ୍ତି ତେବେ ଆପଣଙ୍କର ଜୀବନ ମଧ୍ୟ ଯାଇ ପାରେ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସମୁଦ୍ର ବିଷୟରେ କହିବୁ ଯେଉଁଠି ପହଁରା ଶିଖି ନ ଥିବା ବ୍ୟକ୍ତି ଏହି ସ୍ଥାନରେ ଯାଇ ପାରିବ ଓ ଏହି ସମୁଦ୍ରରେ ଡେଇଁ ଏହାର ମଜା ମଧ୍ୟ ନେଇ ପାରିବ । କାରଣ ଏହି ସ୍ଥାନରେ ଆପଣ ଚାହିଁଲେ ବି ବୁ-ଡି ପାରିବେ ନାହିଁ । କହିବାକୁ ଗଲେ ଦୁନିଆରେ ଏମିତି ବହୁତ ର-ହ-ସ୍ୟ-ମ-ୟୀ ସ୍ଥାନ ଅଛି ଯାହାର ର-ହ-ସ୍ୟ ଯୋଗୁ ତାହା ପୁରା ବିଶ୍ବରେ ପରିଚିତ ଅଟେ । ଏହି ସମସ୍ତ ସ୍ଥାନରୁ ଏହି ସମୁଦ୍ର ସାମିଲ ଅଛି । ଅର୍ଥାତ ଲୋକମାନେ ଏହି ସମୁଦ୍ରରେ ଭାସିଥାନ୍ତି ।

ତେବେ ଚାଳନ୍ତୁ ଏହି ସମୁଦ୍ର ବିଷୟରେ ଅଧିକ କିଛି ଜାଣିବା । କହିଦେଉଛୁ କି ଏହି ସମୁଦ୍ର ଜୋଡାନ ଓ ଇସ୍ରାଇଲ ଦୁଇ ଦେଶ ମଧ୍ୟରେ ଅବସ୍ଥିତ । ଏହି ସମୁଦ୍ରଟି ପୁରା ବିଶ୍ଵରେ ଡେ-ଡ ସି ନାମରେ ପ୍ରସିଦ୍ଧ ଅଟେ । ଏହା ସମୁଦ୍ରର ସବୁଠୁ ଅଧିକ ଗଭୀର ସ୍ଥାନ ରୂପରେ ବି ପ୍ରସିଦ୍ଧ ଅଟେ । କହିବାକୁ ଗଲେ ଡେ-ଡ ସି ସମୁଦ୍ର ପୃଥିବୀର ସର୍ବନିମ୍ନ ସ୍ଥାନରେ ଅଛି । ଅର୍ଥାତ ସମୁଦ୍ର ପତନ ଠାରୁ ପାଖାପାଖି ୧୩୮୮ ଫୁଟ ତଳେ ଅଛି । ଏହି ସମୁଦ୍ର ପାଖାପାଖି ୩ ଲକ୍ଷ ବର୍ଷ ପୁରୁଣା ଅଟେ ।

ଏହାର ଘନତ୍ଵ ବହୁତ ଅଧିକ ହୋଇଥିବା କାରଣରୁ ଏଠିକାର ଜଳର ପ୍ରବାହ ତଳରୁ ଉପରକୁ ହୋଇଥାଏ । କହିଦେଉଛୁ କି ଏହି ସମୁଦ୍ରର ଅନ୍ୟ ଏକ ଖାସ କଥା ହେଉଛି ଏହି ସମୁଦ୍ରର ପାଣି ଅଧିକ ଲୁଣିଆ । ଏହି ସମୁଦ୍ରରେ ଢେଉ ଆସିଥାଏ ।

କିନ୍ତୁ ଲୁଣର ଚାପ ଯୋଗୁ ଏଥିରେ ଆପଣ ଚାହିଁଲେ ବି ବୁଡି ପାରିବେ ନାହିଁ । ଅନ୍ୟ ଏକ ବିଶେଷ କଥା ହେଉଛି ଏହି ସମୁଦ୍ରର ପାଣି ଅଧିକ ଲୁଣିଆ ହୋଇ ଥିବାରୁ ଏଠି କୌଣସି ବଞ୍ଚିବ ଅସମ୍ଭବ । ସେଥିପାଇଁ ଏହି ସମୁଦ୍ରରେ କୌଣସି ବି ଗୋଟିଏ ମାଛ କିମ୍ବା କୌଣସି ସମୁଦ୍ର ଜୀବ ନଜର ଆସିବ ନାହିଁ ।

ଏହା ସହିତ କୌଣସି ସାମୁଦ୍ରିକ ଗଛ କିମ୍ବା ଘାସ ବି ଦେଖାଯିବ ନାହିଁ । କିନ୍ତୁ ଆପଣ ଏହି ସମୁଦ୍ରର ଲୁଣକୁ ବ୍ୟବହାର କରି ପାରିବେ ନାହିଁ । ଏହା ପଛରେ ବି ଏକ କାରଣ ଅଛି । ବୈଜ୍ଞାନିକମାନଙ୍କ ଅନୁସାରେ ଏହି ସମୁଦ୍ର ପାଣିରେ ପୋଟାସିୟମ, କ୍ରୋମାଇଟ, ଜିଙ୍କ, ସଲଫର, ମାଗ୍ନେସିୟମ ଓ କ୍ୟାଲସିୟମ ଭଳି ମିନରଲ୍ସ ଅଧିକ ମାତ୍ରାରେ ଥିବାରୁ ଏଥିରେ ଥିବା ଲୁଣକୁ ବ୍ୟବହାର କରି ହୁଏ ନାହିଁ । ସୂଚନା ଅନୁସାରେ ଡେ-ଡ ସିର ଲୁଣ ପାଣି ପୁରା ବିଶ୍ବରେ ପରିଚିତ ।

ଏହାର ପାଣି ଅନ୍ୟ ସମସ୍ତ ସମୁଦ୍ର ଠାରୁ ୩୩ ପ୍ରତିଶତ ଅଧିକ ଲୁଣିଆ । ଏହି କାରଣରୁ ଏହି ସ୍ଥାନରେ ଗାଧୋଇଲେ ଆପଣଙ୍କ ଶରୀରର ପ୍ରାୟତଃ ରୋଗ ଭଳି ବି ହୋଇଯାଏ । ଏତିକି ନୁହେଁ ଏହି ସମୁଦ୍ରର ପାଣିରୁ ବହୁତ ବ୍ୟୁଟି ଜିନିଷ ମଧ୍ୟ ତିଆରି କରାଯାଏ । ସମୁଦ୍ରରେ ଭାସିବା କାରଣରୁ ଏହି ସ୍ଥାନକୁ ବହୁତ ପର୍ଯ୍ୟଟକ ମଧ୍ୟ ଆସିଥାନ୍ତି ଓ ଏହି ସ୍ଥାନରେ ଗାଧୋଇବାର ମଜା ମଧ୍ୟ ଉଠାନ୍ତି ।

Leave a Reply

Your email address will not be published. Required fields are marked *