ଏହି ସ୍ତ୍ରୀ ହୋଇଥାନ୍ତି ସବୁଠୁ ଅଧିକ ପବିତ୍ର : Chanakya Niti

ଚାଣକ୍ୟ ଜଣେ ଭାରତୀୟ ଶିକ୍ଷକ, ଦାର୍ଶନିକ, ଅର୍ଥନୀତିଜ୍ଞ, ଆଇନଜୀବୀ ତଥା ରାଜ ପରାମର୍ଶଦାତା ଥିଲେ। ସେ ପାରମ୍ପାରିକ ଭାବରେ କୌଟିଲ୍ୟ କିମ୍ବା ବିଷ୍ଣୁଗୁପ୍ତ ଭାବରେ ପରିଚିତ, ଯିଏ ପ୍ରାଚୀନ ଭାରତୀୟ ରାଜନୈତିକ ପୁସ୍ତକ ରଚନା କରିଥିଲେ ତେବେ ଆଚାର୍ଯ୍ୟ ଚାଣକ୍ୟ ସ୍ତ୍ରୀ ମାନଙ୍କ ବିଷୟରେ ବହୁତ କିଛି କହିଛନ୍ତି ଓ ତାଙ୍କ ନୀତି ଅନୁଯାଇ କେମିତିକା ମହିଳା ଅପବିତ୍ର ହୋଇଥାନ୍ତି ଓ ପବିତ୍ର ହୋଇଥାନ୍ତି ସେ ବିଷୟରେ ଆସନ୍ତୁ ଜାଣିବା ।

୧. ଚାଣକ୍ୟ ବିଚାର ଅନୁଯାଇ ଅତ୍ୟଧିକ ମହିଳା ମିଛ କୁହନ୍ତି, ନିଜ ଏହି ଅଭ୍ଯାସ କାରଣ ପାଇଁ ସେ ବହୁତ ଅସୁବିଧାରେ ଫସିଥାନ୍ତି ।

Image Courtesy: Google

୨. ଚାଣକ୍ୟ ଅନୁଯାଇ ନଦୀ, ସିଂହ ଜୀବିତ, ଶସ୍ତ୍ରଧାରୀ, ସତାରୂଢ ପରିବାର ଓ ମହିଳା ଉପରେ କେବେ ବିଶ୍ଵାସ କରିବା ଉଚିତ ନୁହ ।

୩. ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ ମିଛ କହିବା, ଅବିବେକ, ଚଳ, ଅଜ୍ଞାନତା, ଲୋଭ, ଦ୍ଵେଷ ମହିଳାଙ୍କ କିଛି ପରକୃତି ଅଟେ ଯାହା ଦ୍ଵାରା ତାଙ୍କୁ ହାନି ହୋଇଥାଏ ।

୪. ନିଆ, ଜଳ, ସ୍ତ୍ରୀ, ମୂର୍ଖ, ସାପ ଓ ବଡ ପରିବାର କେବେ ଘାତକ ସିଦ୍ଧ ହୋଇଥାଏ । ନିଜ ସୁରକ୍ଷା ପାଇଁ ଏଥିରେ ସାବଧାନ ରହିବା ଉଚିତ ।

Image Courtesy: Google

୫. ଚାଣକ୍ୟ ଅନୁଯାଇ ସ୍ତ୍ରୀ କେବେ ସ୍ଥିର ହୋଇ ନଥାନ୍ତି, ତାଙ୍କ ମୁଣ୍ଡ ବହୁତ ଚଞ୍ଚଳ ହୋଇଥାନ୍ତି ସେଥିପାଇଁ ତାଙ୍କ ଉପରେ ଭରସା କରିବା ଉଚିତ ନୁହ ।

୬. ଯେଉଁ ସ୍ତ୍ରୀ ନିଜ ସ୍ଵାମୀ ଆଜ୍ଞା ବିନା ବ୍ରତ ରଖନ୍ତି, ସେହି ସ୍ତ୍ରୀ ନିଜ ସ୍ଵାମୀ ଆୟୁ କମ କରିଥାନ୍ତି । ଏମିତି କରିବା ଦ୍ଵାରା ସେ ନର୍କ ଭାଗୀଦାର ହୋଇଥାନ୍ତି ।

Image Courtesy: Google

– ପବିତ୍ର ମହିଳା କି ଭଳି ହୋଇଥାନ୍ତି :

୧. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ସେହି ସ୍ତ୍ରୀ ପବିତ୍ର ହୋଇଥାନ୍ତି ଯିଏ ଘର କବାଟ ଭିତରେ ରହିଥାନ୍ତି, ସ୍ଵାମୀକୁ ମିଛ କୁହନ୍ତି ନାହିଁ, ସ୍ଵାମୀ ପ୍ରତି ପତିବ୍ରତା ହୋଇଥାନ୍ତି ଓ ଏହା ସହ ଘର କାର୍ଯ୍ୟରେ ବିଶେଷଜ୍ଞ ହୋଇଥାନ୍ତି ।

୨. ଆଚାର୍ଯ୍ୟ ଚାଣକ୍ୟ ଅନୁଯାଇ ମହିଳାମାନେ ବସ୍ତୁ ଭଳି ହୋଇଥାନ୍ତି, ଭଲ ସମୟରେ ଧନ ଭଳି ମହିଳାନଙ୍କୁ ମଧ୍ୟ ସୁରକ୍ଷିତ ରଖିବା ଉଚିତ ଅଟେ, ଆତ୍ମରକ୍ଷା ପାଇଁ ଧନ ଭଳି ମହିଳାଙ୍କ ବଳିଦାନ ମଧ୍ୟ କରିବା ଉଚିତ ।

Image Courtesy: Google

ଆଚାର୍ଯ୍ୟ ଚାଣକ୍ୟ କହିବା ଅନୁଯାଇ ଏହି ଜିନିଷ ହାନି କରିଥାଏ

ଚାଣକ୍ୟ ଅନୁଯାଇ ଯଦି ଆପଣଙ୍କ ଧନ ହାନି ହୋଇଥାଏ ତେବେ ଏହା ବିଷୟରେ କାହାକୁ କହିବା ଉଚିତ ନୁହ । ଏହା ଦ୍ଵାରା ମଣିଷ ପ୍ରତିଷ୍ଠା କମ ହୋଇଥାଏ ଓ ଲୋକ ତାଙ୍କ ସମ୍ମାନ କରିବା ଛାଡି ଦିଅନ୍ତି, ଲୋକ ସେହି ଲୋକ ସାହାଜ୍ଯ କରିବା ବଦଳରେ ତାଙ୍କ ମଜା ବନେଇବା ଆରମ୍ଭ କରିଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *