ଏହି ଦିଗରେ ଘଣ୍ଟା ଲଗେଇବା ଦ୍ଵାରା ଘାରେ ଉପରେ ମାଡିଆସେ ବିପତ୍ତି

ବାସ୍ତୁ ଶାସ୍ତ୍ର ଅନୁଯାଇ ଘର ଯାହାର ହୋଇଥାଏ ତାଙ୍କ ଘରେ ସକାରାତ୍ମକ ଏବଂ ଖୁସି ବାସ କରିଥାଏ କିନ୍ତୁ ଏହାର ଓଲଟା ହୁଏ ଯଦି ଘରେ ବାସ୍ତୁ ଦୋଷ ହୋଇଥାଏ ତେବେ ଘରେ ସବୁ କିଛି ଭଲ ହେଲେ ମଧ୍ୟ ସମସ୍ୟା ଆସିଥାଏ । ଘଣ୍ଟା ସଠିକ ଦିଶାରେ ଲଗାଇବା ଉଚିତ ନଚେତ ଆପଣଙ୍କ ଆର୍ଥିକ ସ୍ଥିତି ଖରାପ ହୋଇଯିବ । ବାସ୍ତୁଦୋଷ ପାଇଁ କେବଳ ନକାରାତ୍ମକ ଅସୁବିଧା ହୋଇଥାଏ ଯେମିତିକି ଧନ ହାନି, ସ୍ୱାସ୍ଥ୍ୟ ହାନି ଏବଂ ସମ୍ମାନ ହାନି ଇତ୍ୟାଦି ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ବିଷୟରେ କହିବାକୁ ଯାଉଛୁ । ଘଣ୍ଟା କାହାକୁ ଉପହାର ଦବା ଉଚିତ ନୁହ ବୋଲି କୁହା ଯାଇଛି, ତେବେ ଘଣ୍ଟା ସଠିକ ଦିଶାରେ ନ ଲଗାଇଲେ ଆପଣଙ୍କ ସମୟ ଖରାପ ଆସିଥାଏ । .

Image Courtesy: Google

ତେବେ ଯାହାକୁ ଆପଣ ଘଣ୍ଟା ଉଫାର କରନ୍ତି, ତାଙ୍କ ସମୟ ଭଲ ବା ଖରାପ ହେଲେ ତାହାର ପ୍ରଭାବ ଆପଣାଙ୍କ ଉପରେ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାଇ ଦକ୍ଷିଣ ଦିଶାରେ କେବେ ବି କାନ୍ଥ ଘଣ୍ଟା ଲଗାଇବା ଉଚିତ ନୁହ କାହିଁକିନା ଦକ୍ଷିଣ ଦିଶା ଯମରାଜଙ୍କର ହୋଇଥାଏ । ଯଦି ଆପଣ ଦକ୍ଷିଣ ଦିଶାରେ କିଛି ଲଗାଇବା ପାଇଁ ଚାହାନ୍ତି ତେବେ ଆପଣ ଏଠାରେ ପିତୃ ବା ପୂର୍ବ ପୁରୁଷଙ୍କ ଫଟୋ ଲଗାଇ ପାରିବେ ଏହା ଦ୍ଵାରା ଆପଣଙ୍କୁ ବହୁତ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ ହବ ।

Image Courtesy: Google

ବାସ୍ତୁ ଶାସ୍ତ୍ର ଅନୁଯାଇ ଖରାପ ଘଣ୍ଟା କେବେ ବି ବ୍ୟବହାର କରିବା ଉଚିତ ନୁହ, ଘଣ୍ଟା ସବୁବେଳେ ଭଲ ସ୍ଥିତିରେ ହବା ଉଚିତ ନଚେତ ଆପଣଙ୍କ କାମରେ ବିଘ୍ନ ଆସିଥାଏ, ଘଣ୍ଟା ଖରାପଥିଲେ ତାକୁ ସଜାଡନ୍ତୁ ନଚେତ ଆପଣଙ୍କ ସମୟ ଖରାପ ହୋଇଥାଏ ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ଦକ୍ଷିଣ ଦିଶା ଛଡା ଆପଣ ଅନ୍ୟ ୩ଟି ଦିଶାରେ ଘଣ୍ଟା ଲଗେଇ ପାରିବେ ।

Image Courtesy: Google

ଷେଇଘର ଯଦି ସଠିକ ଦିଶାରେ ସ୍ଥାପିତ ନକରା ଗଲା ତେବେ ପରିବାରରେ ରୋଗ ହୋଇଥାଏ, ସେଥିପାଇଁ ରୋଷେଇଘର ବାସ୍ତୁ ଶାସ୍ତ୍ର ଅନୁଯାଇ କରିବା ଆବଶ୍ୟକ ଅଟେ । ଯେଉଁ ଲୋକଙ୍କ ସୁନା ଚାନ୍ଦି ବ୍ୟବସାୟ ହୋଇଥାଏ ତାଙ୍କୁ ନିଜ ବେଡରୁମ ରେ ମୟୂର ପଙ୍ଖ ରଖିବା ଉଚିତ, ଏହା ଦ୍ଵାରା ତାଙ୍କୁ ବିଜନେସ ରେ ଉନ୍ନତି ହୋଇଥାଏ, ଯେଉଁ ଲୋକଙ୍କୁ ବ୍ୟବସାୟ ରେ ଅସୁବିଧା ହୋଇଥାଏ ତାଙ୍କୁ ନିଜ ବେଡରୁମ ରେ ମାୟୁର ପଙ୍ଖ ଲଗେଇବା ଉଚିତ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *