ନିଜର ଷ୍ଟାରଡମ ପାଇଁ କେବେବି ଗର୍ବ କରନ୍ତି ନାହିଁ Bollywood ର ଏହି 3 ଜଣ ହୀରୋ, କେଉଁଠି ବି କିଛି ବି ଖାଇ ନିଅନ୍ତି, ବଞ୍ଚନ୍ତି ଏକ ସାଧାରଣ ଜୀବନ

ଆପଣ ମାନେ ସମସ୍ତେ ଜାଣିଥିବେ ଜେ ଆଜିକା ସମୟ ଅଭିନେତା ମାନେ ଗୋଟେ ଫିଲ୍ମ କଲେ ତାଙ୍କୁ ବହୁତ ଅହଙ୍କାର ହୋଇଯାଇଛି ସେ ନିଜ ଫ୍ୟାନ ମାନଙ୍କୁ ମଧ୍ୟ ବହୁତ କିଛି କହି ଦିଅନ୍ତି କିନ୍ତୁ କିଛି ଏମିତି ମଧ୍ୟ କଳାକାର ଅଛନ୍ତି ଯିଏ ସିନେମା ଦୁନିଆ ଉପରେ ବହୁତ ବର୍ଷ ଧରି ରାଜ୍ କରୁଛନ୍ତି କିନ୍ତୁ ତାଙ୍କ ରହିବା ଷ୍ଟାଇଲ ସାମାନ୍ୟ ଲୋକଙ୍କ ଭଳି ଅଛି । ତେବେ ଏହି ଭଳି କିଛି ଅଭିନେତାଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କିଛି ବିଶେଷ କଥା କହିବାକୁ ଯାଉଛୁ ।

୧- ଶନି ଦେଓଲ :

ଆପଣ ମାନେ ସନିଙ୍କୁ ଜାଣିଥିବେ ସନୀଙ୍କ ଅଭିନୟ ଆଉ ତାଙ୍କ ଆକ୍ସନ ଲୋକଙ୍କୁ ବହୁତ ପସନ୍ଦ ଅଟେ । ଆଜିବି ଲୋକେ ତାଙ୍କ ଅଭିନୟ ଦେଖିବା ପାଇଁ ଇଛା କରନ୍ତି, ଏହା ଛଡ଼ା ସନି ପାଜି ପୁରା ଦେଶୀ ମୁଣ୍ଡା ଅଟନ୍ତି, ସେ ଗାଆଁରେ ରହିବାକୁ ବହୁତ ପଶନ୍ଦ କରନ୍ତି ଆଉ ପ୍ରାୟତଃ ଗାଆଁର ଫଟୋ ନିଜ ସୋଶିଅଲ ମିଡିଆରେ ସେୟାର କରନ୍ତି ।

ଶନି ପାଜି ବହୁତ ସାଧାରଣ ଘରେ ରୁହନ୍ତି ଆଉ ବାହାର ଖାଦ୍ୟ ଠାରୁ ଅଧିକ ଗାଆଁ ଘର ଖାଇବାକୁ ପଶନ୍ଦ କରନ୍ତି ଏହା ଛଡା କେବେ ମଦ ଭଳି ଖରାପ ଜିନିଷକୁ ହାତ ଲଗାନ୍ତି ନାହିଁ । ଶନି ଭଳି ତାଙ୍କ ବାପା ମଧ୍ୟ ବହୁତ ସାଧାରଣ ଜିବନ ବଞ୍ଚିବା ପସନ୍ଦ କରନ୍ତି ସେ ବହୁତ ପଶୁ ରଖିଛନ୍ତି ଆଉ ତାଙ୍କ ଧ୍ୟାନ ରଖିବା ସହ ବିଲ ରେ ମଧ୍ୟ କାମ କରିବାକୁ ଧର୍ମେନ୍ଦ୍ର ବହୁତ ପସନ୍ଦ କରନ୍ତି ।

୨- ନାନା ପାଟେକର :

ଆପଣ ମାନେ ସମସ୍ତେ ନାନା ପାଟେକରଙ୍କୁ ବହୁତ ଫିଲ୍ମରେ ଅଭିନୟ କରୁଥିବାର ଦେଖିଥିବେ ତେବେ କଣ ଆପଣ ଜାଣିଛନ୍ତି ନାନା ବହୁତ ବର୍ଷ ଭାରତ ସାଇନିକ ଭାବରେ କାମ କରିଥିଲେ ଏହା ପରେ ସିନେମା ଦୁନିଆକୁ ଆସିଥିଲେ । ନାନା ଆଜିବି ବହୁତ ସାମାନ୍ୟ ଘରେ ରୁହନ୍ତି ଆଉ ସାମାନ୍ୟ କପଡ଼ା ପିନ୍ଧନ୍ତି ତାଙ୍କୁ ଦେଖି କେହି କହିବେ ନାହିଁ ଜେ ସେ ଜଣେ ଷ୍ଟାର ଅଟନ୍ତି ।

୩- ରଜନୀ କାନ୍ତ :

ସାଉଥ ଷ୍ଟାର ରଜନୀ କାନ୍ତ୍ନକୁ ଲୋକେ ପୂଜା କରନ୍ତି, ତାଙ୍କୁ ସାଉଥରେ ଲୋକ ବହୁତ ମାନନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ରଜନୀ କେବେ ବି କାହା ସହ ବସି ଖାଇବା ଖାଆନ୍ତି, ଆଉ ନିଜ ଫ୍ୟାନ ମାନଙ୍କ ପାଇଁ କିଛି ବି କରିବାକୁ ରାଜି ରୁହନ୍ତି । ରଜନୀ କାନ୍ତ ଏତେ ବଡ ଷ୍ଟାର ହେଲେ ମଧ୍ୟ ବହୁତ ସାଧାରଣ ଜିବନ ବ୍ୟତୀତ କରିବା ପଶନ୍ଦ କରନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *