ମାସକୁ 1 ଥର ପିୟନ୍ତୁ, ଫୁସଫୁସକୁ ସାଫା ରଖିବାର ଜବରଦସ୍ତ ଘରୋଇ ଉପାୟ- Health Tips

ବନ୍ଧୁଗଣ, କିଛି ଉପାୟ ରହିଛି ଯାହାକୁ ପ୍ରୟୋଗ କରି ଆପଣ ଆପଣଙ୍କ ଫୁସଫୁସ କୁ ସଫା କରିପାରିବେ । ବନ୍ଧୁଗଣ ଯଦି ଆପଣଙ୍କର ଫୁସଫୁସ ବହୁତ ଜଲ୍ଦି ଖରାପ ହେବାକୁ ଯାଉଅଛି ତାହା ଆପଣ କିଭଳି ଜାଣିପାରିବେ ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ।

ବନ୍ଧୁଗଣ ଯଦି ଆପଣଙ୍କୁ ବାରମ୍ବାର ଫୁସଫୁସ ର ଇନଫେକସନ ହେଉଛି, କଫ, ଥଣ୍ଡା, ତଥା ବାରମ୍ବାର ଛିଙ୍କ ଆସୁଅଛି ଅଥବା ଏଲର୍ଜି ରହିଅଛି ଅଥବା ଲମ୍ବାସମୟ ଧରି କାଶ ହେଉଅଛି ତେବେ, ଏହିଭଳି ପରିସ୍ଥିତିରେ ମଧ୍ୟ ଆପଣ ଆପଣଙ୍କ ଫୁସଫୁସ କୁ ଡେଟକ୍ଟ କରିପାରିବେ । ବନ୍ଧୁଗଣ ଫୁସଫୁସ ଅତ୍ୟଧିକ ଇଫେକ୍ଟ ହୋଇଥାଏ, ଏହା ଆମ୍ଭ ବାୟୁମଣ୍ଡଳ ସହିତ ଜଡିତ ହୋଇ ସବୁଠାରୁ ଅଧିକ ରହିଥାଏ । ବନ୍ଧୁଗଣ କାରଣ ଆମ୍ଭେ ଯେଉଁ ନିଶ୍ଵାସ ନେଉଅଛୁ ତାହା ସିଧାସଳଖ ଆମ୍ଭ ଶରୀର ଭିତରକୁ ଯାଉଅଛି ।

ଏହା ସିଧାସଳକ ଆମ୍ଭ ଫୁସଫୁସ ମଧ୍ୟକୁ ଯାଇଥାଏ । ଏଣୁ ଏହାକୁ ବଞ୍ଚାଇବା ଅତ୍ୟଧିକ ଜରୁରୀ ହୋଇଥାଏ । ବନ୍ଧୁଗଣ ଆମ୍ଭ ଘରେ ସମସ୍ତ ଉପାୟମାନ ଅବସ୍ଥିତ ରହିଛି ମାତ୍ର ସେ ସମସ୍ତ ଉପାୟ କିଭଳି ପ୍ରୟୋଗ କରିବା ତାହା ବିଷୟରେ ଜାଣିବା ନିହାତି ଆବଶ୍ୟକ ରହିଥାଏ । ବନ୍ଧୁଗଣ ସବୁଠାରୁ ପ୍ରଥମେ ଆପଣ ୨୫୦ ଗ୍ରାମ ପାଣି ନେଇ ନିଅନ୍ତୁ । ଏହାପରେ ସେଥିରେ ଆପଣ ଏକତୃତୀୟାଂଶ ହଳଦୀ ପାଉଡର ମିଶାନ୍ତୁ ।

ଏହାପରେ ଏଥିରେ ୧୦ ରୁ ୧୨ ଟି ତୁଳସୀ ପତ୍ର ମିଶାନ୍ତୁ । ଏବଂ ଏହା ସହିତ ଆପଣ ଏଥିରେ ଗୋଲମରୀଚ ଏବଂ ଅଳ୍ପ ମାତ୍ରାରେ ଅଦା ମିଶାଇ ଦିଅନ୍ତୁ । ବନ୍ଧୁଗଣ ଏହା ସହିତ ଯଦି ଆପଣଙ୍କୁ EUCALYPTUS OIL ମିଳିଯାଏ । ତେବେ ଆପଣ ଏହାକୁ ଆପଣ ପରେ ମିଶାଇବେ । ବନ୍ଧୁଗଣ ବର୍ତମାନ ଏହାକୁ ଆମ୍ଭେ କିଭଳି ବ୍ୟବହାର କରିବା ? ବନ୍ଧୁଗଣ ଏହି ସବୁକୁ ମିଶାଇ ଆପଣ ଏହାକୁ ଗ୍ୟାସ ଚୁଲା ରେ ଫୁଟାନ୍ତୁ ।

ବନ୍ଧୁଗଣ ଯେଉଁ ସମୟରେ ଏହା ଅଧିକ ଫୁଟିବାକୁ ଲାଗିବ ତେବେ ଆପଣ ଏଥିରେ ୧ ଛୋଟ ଚାମଚ ଲୁଣ ମିଶାନ୍ତୁ । ବନ୍ଧୁଗଣ ଏହା ଗରମ ଥିବା ଅବସ୍ତାରେ ଆପଣ ମୋଟା ଟାୱାଲ ଢାଙ୍କି ବାମ୍ଫ ମଧ୍ୟ ନେଇ ପାରିବେ । ଏପରି କରିବା ଦ୍ଵାରା ଏହା ସିଧାସଳଖ ଆପଣଙ୍କ ଫୁସଫୁସ ମଧ୍ୟକୁ ପ୍ରବେଶ କରିବ । ବନ୍ଧୁଗଣ ଏହିବାମ୍ଫ ନାକ ମଧ୍ୟରୁ ଫୁସଫୁସ କୁ ଗଲାବେଳେ ନାକରେ ଥିବା ସମସ୍ତ ବନ୍ଧ ରାସ୍ତା ଖୋଲିଯିବ । ଏହା ସହିତ ଅନେକ ଦିନ ଧରି ଆପଣଙ୍କର କାଶ ହେଉଥିଲେ, ସେଥିରୁ ମଧ୍ୟ ରାହାତି ମିଳିବ । ଫୁସଫୁସ ମଧ୍ୟରେ ଥିବା ଇମ୍ୟୁନିଟି ପାୱାର ବଢିବ ।

ଆପଣଙ୍କ ଫୁସଫୁସ ମଧ୍ୟରେ ଅନେକ ସମୟରୁ ଥିବା ଇନଫେକସନ ଧୀରେ ଧୀରେ କ୍ଷୟ ହୋଇଯିବ । ଏହାସହିତ ଫୁସଫୁସ ମଜବୁତ ହୋଇଯିବ । ବନ୍ଧୁଗଣ ଏହି ଘରୋଇ ଚିକିଷ୍ୟା ଆପଣଙ୍କୁ ଘରେ କରିବାର ଅଛି । ବନ୍ଧୁଗଣ ଏହାପରେ ଏହାକୁ ଥଣ୍ଡା କରିନେବେ ଏବଂ ସେଥିରେ ଆପଣ ଅଧ ଚାମଚ ମହୁ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏହାକୁ ସେବନ କରିନିଅନ୍ତୁ । ଏହା ଆପଣଙ୍କ ନିମନ୍ତେ ବହୁତ ଉପକାର ସାବ୍ୟସ୍ଥ ହେବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣଙ୍କୁ ଭଲ ଲାଗୁଥିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *