ଏହାକୁ ନେବେ ତ ତୁରନ୍ତ ଅଣ୍ଡା ଫାଟିବାକୁ ଲାଗିବ ଏବଂ ଗର୍ଭ ରହିବ- Pregnancy Tips

ଗର୍ଭ ଧାରଣରେ ସମସ୍ଯା ବର୍ତମାନ ସମୟରେ ଯେପରି ଏକ ସାଧାରଣ ସମସ୍ଯା ପାଲଟି ଯାଇଛି ମହିଳାଙ୍କ ପକ୍ଷରେ । ଏହି ସମସ୍ଯା କାରଣରୁ ମହିଳାମାନେ ଅନେକ ପ୍ରକାରର ମାନସିକ ଚିନ୍ତାର ବଶବରତି ହୋଇଥାନ୍ତି । ଏହି ସମସ୍ଯା ଅନେକ ଗୁଡିଏ କାରଣରୁ ହୋଇଥାଏ ।

ଏପରି ହେବା କେବଳ ମହିଳାଙ୍କ କାରଣରୁ ହୋଇ ନଥାଏ, ଏହା ପୁରୁଷଙ୍କ କାରଣରୁ ମଧ୍ୟ ହୋଇଥାଏ । ତେବେ ଗର୍ଭ ଧାରଣ ନହେବାର ସଠିକ କାରଣ ଜାଣିବା ପାଇଁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିବ । ଯଦି ଏହି ଅସୁବିଧା ମହିଳାଙ୍କ କାରଣରୁ ହୋଇଥାଏ ତେବେ କିଛି ପଦ୍ଧତି ଅବଲମ୍ବନ କରିବା ଦ୍ଵାରା ଏହି ସମସ୍ଯା ଦୂର ହୋଇପରେ । ତେବେ ଏହି ଅନୁଛେଦ ଟିକୁ ସମ୍ପୂର୍ଣ ରୂପରେ ପଢନ୍ତୁ, ଏବଂ ଏହିପରି କିଛି ସରଳ ଓ କାର୍ଯ୍ୟକାରୀ ପଦ୍ଧତି ବିଷୟରେ ଜାଣନ୍ତୁ ।

ତେବେ ଆମେ ପ୍ରଥମେ ଜାଣିବାକୁ ଯାଉଛେ କଡ ଲିଭର କ୍ୟାପସୁଲ ବିଷୟରେ । ଏହି କ୍ୟାପସୁଲକୁ ଉଭୟ ଶାକାହାରୀ ଓ ମାଂସାହାରୀ ମହିଳା ଗ୍ରହଣ କରି ପାରିବେ । ହାର୍ମୋନାଲ ଇନବାଲାନ୍ସ ଓ ବାନ୍ଧ୍ୟାତ୍ଵର ସମସ୍ଯା ସେତେବେଳେ ହୋଇଥାଏ ଯେତେବେଳେ ଆମ ଶରୀରକୁ ସଠିକ ଭାବେ ଭିଟାମିନ ନ ମିଳିଥାଏ । ଏହି କ୍ଷେତ୍ରରେ ସବୁଠୁ ଭଲ ଉପାୟ ଏହଜେ ଆମେ କିଛି ପ୍ରାକୃତିକ ଖାଦ୍ଯ ସେବନ କରିବା ଯାହାଦ୍ୱାରା କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହୋଇ ନଥାଏ ।

କିନ୍ତୁ ଯେଉଁ ମହିଳାମାନେ ମାଛ ଇତ୍ୟାଦି ଖାଇଥାନ୍ତି ସେମାନଙ୍କ ପାଖରେ ଏହି ସମସ୍ଯା ବହୁତ କମ ମାତ୍ରାରେ ଦେଖା ଯାଇଥାଏ । କିନ୍ତୁ ସୁଧ ଶାକାହାରୀ ଖାଇଥିବା ମହିଳାଙ୍କ ପକ୍ଷରେ ଏହି ଅସୁବିଧା ଆସିଥାଏ । ତେବେ ଏହି କ୍ଷେତ୍ରରେ କଣ କରିବା ଉଚିତ ଆସନ୍ତୁ ଜାଣିବା । ତେବେ ଏହି କ୍ଷେତ୍ରରେ ଆମେ କଡ ଲିଭର କ୍ୟାପସୁଲର ୪ଟି ବିଶେଷ ଲାଭ ବିଷୟରେ କହିବୁ । ଆପଣ ଏହାକୁ ଭଲରେ ପଢନ୍ତୁ, ବୁଝାନ୍ତ ଏବଂ ଏହା ପରେ ଚିନ୍ତା କରନ୍ତୁ ଯେ ଆପଣକୁ ଏହି କଡ ଲିଭର କ୍ୟାପସୁଲ ନେବା ଉଚିତ ନା ନାହିଂ ।

କଡ ଲିଭରରେ ବହୁତ ପରିମାଣରେ ମେଦ ରହିଥାଏ ଯଥା ଓମେଗା ୩, ଇପିଏ ଓ ଡିଏଚଏ ପ୍ରଚୁର ପରିମାଣରେ ରହିଥାଏ । ଏହା ଶରୀରରେ ନାଇତ୍ରିକ ଅକସାଇଡର ଉତ୍ପାଦନ କରିଥାଏ । ନାଇତ୍ରିକ ଆକ୍ସାଇଡ ବିଟରେ ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ । ନାଇତ୍ରିକ ଅକସାଇଡ ଆମ ଶରୀରର ସମସ୍ତ ପ୍ରଯୋଜନ ତନ୍ତ୍ରରେ ଡ଼ାକ୍ତର ସ୍ରାବ ସଠିକ ଭାବରେ କରିଥାଏ । ଯାହାଫଳରେ ସେଥିରେ ଥିବା ସମସ୍ତ ପ୍ରକାରର ଇନବାଲାନ୍ସ ଠିକ ହୋଇ ଯାଇଥାଏ । ବାନ୍ଧାତ୍ଵ ଦୂର କରିବା ସହ ସଠିକ ମାତ୍ରାରେ ଓଭୁଲେଶନ ମଧ୍ୟ ସଠିକ ଭାବେ ହୋଇଥାଏ ।

କଡ ଲିଭରରେ ଭିଟାମିନ ଏ ପ୍ରଚୁର ମାତ୍ରାରେ ରହିଥାଏ ଯାହା ମହିଳାଙ୍କ ପ୍ରୋଯାଜନ ଅଙ୍ଗର ମାଚୁରିଟୀ ବୃଦ୍ଧି କରିଥାଏ । ଏହା ସହିତ ଭିଟାମିନ ଏ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ହାଡକୁ ଶାକ୍ତ କରିଥାଏ । କଡ ଲିଭରରେ ରହିଥାଏ ଭିଟାମିନ ଡି ଯାହା ବହୁତ ମହିଳାଙ୍କ ଶରୀରରେ କମ ରହିଥାଏ । ଭିଟାମିନ ଡି କମ ରହିବା ଦ୍ଵାରା ମହିଳାଙ୍କ ଓଭୁଲେଶନ ଓ ବାନ୍ଧାତ୍ଵରେ ଅସୁବିଧା ଉତପରଣା ରହିଥାଏ । ତେଣୁ ଭିଟାମିନ ଡି ପାଇଁ ମହିଳାଙ୍କୁ କଡ ଲିଭର ନେବା ଉଚିତ ଅଟେ ।

ଏହା କେବଳ ମାଙ୍କ ପାଇଁ ନୁହଁ ଏହା ଶିଶୁ ପାଇଁ ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ । ଏହା ସେବନ କରିବା ଦ୍ଵାରା ଶିଶୁ ସୁସ୍ଥ ରହିଥାଏ । ଏହି କଡ ଲିଭର ସହ ଆପଣଙ୍କୁ ନିଜର ଖାଦ୍ଯ ଉପରେ ମଧ୍ୟ ନିୟନ୍ତ୍ରଣ କରିବାକୁ ପଡିବ । ଯେପରିକି ଆପଣ ଅମେଗା ୩, ମାଛ, ଅଲମୋଣ୍ଡ ଇତ୍ୟାଦି ନିଜର ଖାଦ୍ଯରେ ଗ୍ରହଣ କରି ପାରିବେ । ଏହା ସହିତ ଆପଣ କିଛି ଅନ୍ୟ ପୃଷ୍ଟିକର ଖାଦ୍ଯ ଗ୍ରହଣ କରିବା ଉଚିତ ।

Leave a Reply

Your email address will not be published. Required fields are marked *