ଆପଣ ଏହା ମାନନ୍ତୁ ବା ନମାନନ୍ତୁ କିନ୍ତୁ ଉପରବାଲା ଭଗବାନ କୌଣସି କାମ ବିନା ପକ୍ଷ ପାତ କରିଥାନ୍ତି । ଯେମିତିକା କର୍ମ ମଣିଷ କରିଥାଏ ତା ସ୍ୱରୂପ ଫଳ ମଧ୍ୟ ପାଇଥାଏ, ଯେଉଁ ଭଗବାନ ଆମ ଦୁଷ୍କର୍ମ ପାଇଁ ଆମକୁ ଦଣ୍ଡ ଦିଅନ୍ତି ସେହି ଭଗବାନ ଆମ ଭଲ କର୍ମ ପାଇଁ ଆମକୁ ଆଶୀର୍ବାଦ ମଧ୍ୟ ଦିଅନ୍ତି, ତେବେ ଆପଣ ଏହା ଅନୁଭବ କରିଥିବେ ଯେ ବହୁତ ପ୍ରୟାସ ପରେ ମଧ୍ୟ ଆପଣଙ୍କ କାମ ହୋଇନଥାଏ କିନ୍ତୁ ବେଳେ ବେଳେ ଏମିତି ହୋଇଥାଏ ବିନା ପ୍ରୟାସ ଏବଂ କଷ୍ଟରେ ଆପଣଙ୍କ ସେହି କାର୍ଯ୍ୟ ସଫଳ ହୋଇଥାଏ ଯେମିତିକି ଭଲ ଚାକିରିର ଅଫର ଆସିବା, ସମାଜରେ ସମ୍ମାନ ପ୍ରାପ୍ତ ହବା, ଆର୍ଥିକ ଲାଭ ହବା ଇତ୍ୟାଦି । ଯଦି ଆପଣଙ୍କ ସହ ଏମିତି କିଛି ହୁଏ ତେବେ ବୁଝି ଯାନ୍ତୁ ଯେ ଆପଣଙ୍କ ଭଲ ସମୟ ଆସି ଗଲା, କେବଳ ଏହି ସମୟ ଆପଣ ବୁଝି ଭାବି ନିଷ୍ପତ୍ତି କରନ୍ତୁ ।

ଯେତେବେଳେ ମୁଖ ଉପରେ ଚମକ ଆସିଥାଏ :
ଆପଣମାନେ ସମସ୍ତେ ପ୍ରତିଦିନ ଆଇନାରେ ନିଜ ଚେହେରା ଦେଖିଥାନ୍ତି, ଯେଉଁ ଦିନ ଆପଣଙ୍କ ଚେହେରା ଫ୍ରେସ ଫ୍ରେସ ଏବଂ ପ୍ରଶନ ଦେଖା ଯାଏ, ତେବେ ବୁଝି ଯାନ୍ତୁ ଆପଣଙ୍କ ଭଲ ସମୟ ଆରମ୍ଭ ହୋଇ ଯାଇଛି, ଏହି ସମୟ ଆପଣଙ୍କୁ କୌଣସି ବଡ କାମ ଆରମ୍ଭ କରିବା ଉଚିତ, ଆପଣଙ୍କୁ ବହୁତ ଶୀଘ୍ର ସଫଳତା ପ୍ରାପ୍ତ ହବ ।

ପଶୁ – ପଖି ଦିଅନ୍ତି ସଂକେତ :
ଯଦି ସକାଳେ ଉଠିବା ପରେ ଗାଈ ଶବ୍ଦ ସୁବିଥାଏ, ଖିର ବା ଦହି ବାସନ ଦେଖା ଯାଏ, ମୟୂର ପଖି, ଭୋଂରା ବା ମାଛ ଦେଖା ଯାଏ ବା ଆପଣଙ୍କ ଘରେ ବିଲେଇ ଛୁଆଙ୍କୁ ଜନ୍ମ ଦେଇଥାଏ ତେବେ ବୁଝି ଯାନ୍ତୁ ଆପଣଙ୍କ ଭାଗ୍ୟ ଆପଣଙ୍କ ଉପରେ ବହୁତ ଖୁସି ଅଟେ ଏବଂ ଖୁବ ଶୀଘ୍ର ଆପଣଙ୍କ ଜୀବନରେ ସବୁକିଛି ଭଲ ହବାକୁ ଯାଉଛି ।
ଆର୍ଥିକ ଲାଭ ମିଳିଥାଏ :
ଯଦି ଆପଣଙ୍କୁ ସବୁ ଦିନ ସକାଳେ ସକାଳେ କୌଣସି କାରଣରୁ ଟଙ୍କା ପ୍ରାପ୍ତ ହେଉଛି ତେବେ ଆପଣଙ୍କୁ ବୁଝି ଯିବା ଉଚିତ ଯେ ଆପଣଙ୍କ ଭଲ ସମୟ ଆରମ୍ଭ ହୋଇଯାଇଛି, ଏବଂ ଆପଣଙ୍କୁ ଏହି ସମୟରେ ନିଜ ଅଧା କାମ ପୂର୍ଣ କରିବା ଉଚିତ ।

ଭଗବାନଙ୍କ ଆଶୀର୍ବାଦ :
ଯଦି ଆପଣ କୌଣସି ମନ୍ଦିର ବା ଧର୍ମ ସ୍ଥାନରେ ଯାଆନ୍ତି ଏବଂ ହଟାତ ଆପଣଙ୍କ ଆଖିରୁ ବିନା କୌଣସି କାରଣ ପାଣି ବାହାରିଥାଏ, ତେବେ ବୁଝି ଯିବା ଉଚିତ ଯେ ଭଗବାନ ଆପଣଙ୍କ ଉପରେ କୃପା କରିବେ । ତେବେ ଏହି ସଂକେତ ଦ୍ଵାରା ଆପଣଙ୍କୁ ବୁଝି ଯିବା ଉଚିତ ଯେ ଭଗବାନ ଆପଣଙ୍କ ସହ ଅଛନ୍ତି ।

ଶୁଭ ହୋଇ ନଥାନ୍ତି ଏହି ସଂକେତ :
ଘରେ ହଟାତ କୁକୁର ବା ବିଲେଇ କାନ୍ଦିବାର ସୁବିବା, ଚୁଟି ଏବଂ ତ୍ଵଚା ଟାଣ ହବା, ଚପଲ ଶୀଘ୍ର ଶୀଘ୍ର ଖରାପ ହବା, ହଟାତ ଶରୀରରୁ ଛାଳ ଗନ୍ଧ ଆସିବା, ହାତରେ ଦାଗ ଦେଖାଯିବା, ଶରୀର ଓଜନ ହଟାତ ବଢିବା ବା କମିବା, ଏହା ଏମିତି କିଛି ସଂକେତ ଯାହା ଦ୍ଵାରା ଏହା ଜଣା ପଡିଥାଏ ଯେ ଆପଣଙ୍କ ସଂଘର୍ଷ ଶଂସ୍ୟ ଆସିବାକୁ ଯାଉଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।