୨୧ ବର୍ଷ ପରେ ରାହୁ କେତୁ ହେଲେ ଖୁସି, ଏହି ମାସରେ ଏହି ୪ ରାଶିର ବ୍ୟକ୍ତି ହେବେ ମାଲାମାଲ

ଜ୍ୟୋତିଷ ଶାସ୍ତ୍ରରେ କୁହା ଯାଇଛି କି ସୂର୍ଯ୍ୟ ଓ ଚନ୍ଦ୍ର ନିଜ ନିଜ ପଥରେ ଚାଲିବା କାରଣରୁ ରାହୁ ଓ କେତୁ ର ସ୍ଥିତି ପରିବର୍ତନ ହୁଏ । ଗ୍ରହ ରାଶି କାରଣରୁ ଜଗତରେ ମଧ୍ୟ ପରିବର୍ତନ ହୁଏ, ଏହି କାରଣ ପାଇଁ ରାହୁ ଓ କେତୁ ମଧ୍ୟ ନିଜ ଦଶାରୁ ରାସ୍ତା ବଦଳିଛନ୍ତି । ତ ଆପଣଙ୍କୁ ଜଣେଇବାକୁ ଚାହୁଞ୍ଚୁ କି ରାହୁ ଓ କେତୁ ଦଶା ବଦଳେଇବା କାରଣରୁ କେଉଁ କେଉଁ ରାଶି ଉପରେ ପ୍ରଭାବ ପଡିପାରେ । ଜ୍ୟୋତିଷ ଶସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ରରେ ବଦଳିବା କାରଣରୁ ମଣିଷ ଜୀବନରେ ତାର ପ୍ରଭାବ ପଡେ । ମଣିଷ ଜୀବନରେ ରାଶି ଓ ଗ୍ରହର ବହୁତ ମହତ୍ଵ ଥାଏ ।

Image Courtesy: Google

ରାଶିରେ କେଉଁ ଗ୍ରହର ପ୍ରବେଶ ହେଲେ କିଛି ନା କିଛି ସଙ୍କେତ ନିଶ୍ଚୟ ମିଳେ । ଜ୍ୟୋତିଷ ଶାସ୍ତ୍ର ମୁତାବିକ ୨୧ ବର୍ଷ ପରେ ଖୁସି ଅଛନ୍ତି ରାହୁ ଓ କେତୁ ଏହାପରେ ମଇ ମାସରେ ୪ଟି ରାଶିର ଚମକିବ ଭାଗ୍ୟ । ଆସନ୍ତୁ ଜାଣିବା ସେଇ ୪ ଟି ଭାଗ୍ୟବାନ ରାଶି ବିଷୟରେ ।

ସିଂହ ରାଶି :

ସିଂହ ରାଶି ଲୋକ ମାନଙ୍କୁ ତାଙ୍କ ଜୀବନ ସାଥିର ସହଯୋଗ ମିଳିବ । କିଛି ଦିନରୁ ଯଦି କିଛି ସମସ୍ୟା ଚାଲିଛି ତ ରାହୁ ଓ କେତୁ ତାର ସମସ୍ୟା ର ସମାଧାନ କରିବେ । ରହିଯାଇଥିବା ଧନ ମିଳିପାରେ । ଘରେ ଭଲ ମାହୋଲ ରହି । ସାମାଜିକ କ୍ଷେତ୍ର କାମରେ ଆପଣଙ୍କୁ ସଫଳତା ମିଳିପାରେ ।

ଧନୁ ରାଶି :

Image Courtesy: Google

ଧନୁ ରାଶିର ଲୋକଙ୍କୁ ରାହୁ ଓ କେତୁ ର ବିଶେଷ କୃପା ରେ ଧନ ଲାଭ ହୋଇପାରେ । ସମୟରେ ପବୃତି ବଢିବ । ଘର ର ଆର୍ଥିକ ସମସ୍ୟାରେ ସୁଧାର ଆସିପାରେ । ଘର ପାଇଁ ଯାହା କରିବ ଟାଇମରେ ସେ ପୁରା ହେବ । ଏହି କାରଣରୁ ଘରେ ଖୁସିର ସମାଗମ ହୋଇପାରେ ।

କୁମ୍ଭ ରାଶି :

କୁମ୍ଭ ରାଶି ବାଲାଙ୍କୁ ରାହୁ ଓ କେତୁଙ୍କ କୃପା ରୁ ସବୁ କଷ୍ଟ ଦୂର ହେବ । ଘରେ ଯାହା ଛୋଟ ଛୋଟ କଥା କୁ ନେଇ ବଡ ବିବାଦ ରହିଛି ତାକୁ ଶେଷ କରନ୍ତୁ । କୁମ୍ଭ ରାଶି ଲୋକଙ୍କର ପରିବାରର ପିଲାଙ୍କ ତରଫରୁ ବଡ ଖୁସି ଖବର ମିଳି ପାରେ ।  ଏହି ରାଶିର ଲୋକଙ୍କ ସହିତ ଯିଏ ବାଣିଜ୍ୟ କରୁଛନ୍ତି ତାଙ୍କ ଦ୍ଵାରା କରାଯାଉଥିବା ବାଣିଜ୍ୟରୁ ବହୁତ ଲାଭ ମିଳି ପାରେ ।

Image Courtesy: Google

ମୀନ ରାଶି :

ମୀନ ରାଶିର ଲୋକଙ୍କ ଉପରେ ରାହୁ ଓ କେତୁ ର ବିଶେଷ କୃପା ରହିବ । କିଛି ନୂଆ କାମ କଲେ ସଫଳତା ମିଳି ପାରେ । ରହିଯାଇଥିବା କାମ ପୁରା କରିବାର ଏ ଭଲ ମଉକା ରହିଛି । ମଇ ମାସରେ ଜାହା କରିବେ ସେଇ କାମ ହୋଇପାରିବ । ଖାଇ ଆପଣଙ୍କ ରାଗ ଉପରେ କନ୍ଟ୍ରୋଲ ରଖନ୍ତୁ ।

Leave a Reply

Your email address will not be published. Required fields are marked *