ଏମିତି ବି ଜୀବନ ଚାଲିଯିବ ତାହା କେହିବି କେବେ କଳ୍ପନା କରିନଥିବେ ! କୁନି ପିଲକୁ ଝୁଣି ଝୁଣି ମା-ରି-ଦେଲେ 4ଟି କୁକୁର, Videoରେ ଦେଖନ୍ତୁ ଛାତି ଥରା ଦୃଶ୍ୟ

ନମସ୍କାର ବନ୍ଧୁଗଣ, ଗୋଟିଏ କୁନି ଶିଶୁଟି ଦୁନିଆ ଦେଖିବା ଆଗରୁ ଆଖି ବୁଜିଦେଲା । କିଭଳି ସେହି ଶିଶୁଟିକୁ ବୁଲା କୁକୁର ମାନେ ଆକ୍ରମଣ କରି ମା-ରିଦେଲେ ତାହା ଆପଣ ଜାଣିଲେ ଆପଣଙ୍କ ଛାତି ମଧ୍ୟ ଫାଟିଯିବ । ୪ ବୁଲା କୁକୁର ସହ ଏକା ଲଢେଇ କରି ଶେଷରେ କୁନି ଶିଶୁଟି ହାରିଗଲା ଆଉ ସେହି କୁକୁର ମାନେ ଝୁଣି ଝୁଣି ଶିଶୁଟିକୁ ମା-ରିଦେଲେ । ଏଭଳି ଏକ ହୃଦୟ ଥରାଇ ଦେଉଥିବା ଦୃଶ୍ୟ କେଉଁଠାରେ ଏବଂ କିଭଳି ଘଟିଲା ଏହା ସମ୍ପର୍କରେ ଆଉ ବିଳମ୍ବ ନ କରି ଆସନ୍ତୁ ନଜର ପକାଇବା ଏହା ସମ୍ପର୍କିତ ଖବର ଉପରେ ।

ଖବର ଅନୁଯାୟୀ ହାଇଦ୍ରାବାଦର ବାକ ଅମରପେ ସ୍ଥାନୀୟ ହାଉସିଙ୍ଗ ସୋସାଇଟିରେ ଘଟିଛି ଏଭଳି ଏକ ବିଚଳିତ କରିଦେଉଥିବା ଭଳି ଘଟଣା । ସୂଚନା ଅନୁଯାୟୀ ପିଲାଟି ୪ବର୍ଷର ଥିଲା । ସବୁଦିନ ଭଳି ସେହିଦିନ ମଧ୍ୟ ପିଲାଟି ଘରୁ ବାହାରିଥିଲା ଖେଳିବା ପାଇଁ । ହେଲେ ଭଗବାନ ପିଲାଟିର ଖୁସି ଚଢାଇବା ବଦଳରେ ତା ଜୀବନ ନେଇଗଲେ ।

ପିଲାଟି ଘରୁ ବାହାରିବା ପରେ ରାସ୍ତା ମଝିରେ ତାକୁ ୪ ବୁଲା କୁକୁଡ଼ା ଘେରି ଗଲେ । ୪ବର୍ଷର ଶିଶୁଟି ଖୁବ ଡରିଗଲା କାନ୍ଦିବାକୁ ମଧ୍ୟ ଲାଗିଲା । ଶିଶୁଟି ବିକଳ ହୋଇ ଇଆଡେ ସିଆଡେ ଦଉଡି ଯାଉଥାଏ ନିଜର ଜୀବନ ବଞ୍ଚାଇବା ପାଇଁ । ହେଲେ ୪ କୁକୁର ଶିଶୁଟିକୁ ଚାରିପଟୁ ଘେରି ଗଲେ । ଏହି ଦୃଶ୍ୟ କଏଦ ହୋଇଥିଲା ସୋସାଇଟିରେ ଥିବା cctvରେ ।

ଯେଉଁପଟକୁ ଯାଉଥାଏ ସେହିପଟ କୁକୁର ଝୁଣି ଦେଉଥିଲା ଶିଶୁଟିକୁ ଶେଷରେ ୪ଟି ଯାକ କୁକୁର ଶିଶୁଟିକୁ ଏଭଳି ଝୁଣି ଝୁଣି ମା-ରିଦେଲେ କି ତାହା ଆପଣ ନିଜର ଆଖିରେ ଦେଖୁଲେ କେବେ ମଧ୍ୟ ଧର୍ଯ୍ୟ ଧରିପାରିବେ ନାହିଁ । ବହୁତ ଅଧିକ କାନ୍ଦ ଶୁଣିବା ପରେ ଶିଶୁର ବାପା ଘରୁ ବାହାରକୁ ଆସିବା ବେଳକୁ ଶିଶୁର ଅବସ୍ତା ଗୁରୁତର ହୋଇସାରିଥିଲା । ଏହାପରେ ତାକୁ ମେଡିକାଲ ନେବା ପରେ ଶିଶୁ ପିଲାଟିକୁ ମୃ-ତ ବୋଲି ଘୋଷଣା କରିଥିଲେ ।

ଶିଶୁଟି ସେହି ସୋସାଇଟିର ସିକ୍ୟୁରିଟି ଗାର୍ଡଙ୍କ ପୁଅ ଥିଲା । ସେହି ସୋସାଇଟିରେ କୁକୁର ମାନଙ୍କର ବହୁତ ଆତଙ୍କ ରହିଛି କିନ୍ତୁ ପ୍ରଶାସନ ଏଥିପାଇଁ କୌଣସି ପଦକ୍ଷେପ ନେଉନଥିବାର କଥା କହିଥିଲେ ସ୍ଥାନୀୟ ଲୋକ । ଏଭଳି ଘଟଣା ପରେ ସେହି ବୁଲା କୁକୁରକୁ ପ୍ରଶାସନ ଆସି ନିଜ ଆୟତ୍ତକୁ ନେଇଥିଲା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *