ବାହାଘରକୁ ଯାଇ ଶବ ହୋଇ ଫେରିଲେ ଓଡିଆ ଯବାନ, ବାହୁନି କାନ୍ଦୁଛି 8 ମାସର ଗର୍ଭବତୀ ପତ୍ନୀ, ବୃଦ୍ଧ ବାପା କାନ୍ଦି କାନ୍ଦି ଯାହା କହୁଛନ୍ତି ଶୁଣି ଆପଣ ବି କାନ୍ଦିପକାଇବେ… ଦେଖନ୍ତୁ Video

ଯବାନ ର ଜୀବନ ସବବୁ ବେଳେ ବିପଦରେ ଥାଏ ମାତ୍ର ଏହା ସତ୍ବେ ମଧ୍ୟ ଅନେକ ପରିବାର ଲୋକମାନେ ନିଜ ପରିବାର ର ପିଲା ଙ୍କୁ ଏହା ଅମଧ୍ୟକୁ ପଠାଇ ଦେଇ ଥାନ୍ତି । କିଛି ଜଣ ଅଛନ୍ତି ଯେଉଁ ମାନେ ଭାରତ ମାତାର ସେବା ଆଗରେ ନିଜ ମମତା ଓ ସ୍ନେହ କୁ ବଳି ଦେଇ ଦେଇଛନ୍ତି । ଏହି ଭଳି ଏକ ଘଟଣା ଘଟିଛି ଏକ ଯବାନ ନିଜ ଭଉଣୀ ବାହା ଘରକୁ ଆସି ଥିବା ବେଳେ ନିଜ ଭଉଣୀ କୁ ବିଦା କରି ନିଜ କାମକୁ ଫେରୁ ଥିଲେ ହଠାତ ତାଙ୍କୁ ରାସ୍ତାରେ ମାରି ଦିଆ ଯାଇଛି ।

ମୁଣ୍ଡରେ ଗୁଳି କରି ତେବେ ଏହା କେଉଁ ମାନେ କରି ଛନ୍ତି ତାହା ଅଭି ଯାଏ ସ୍ପଷ୍ଟ ହୋଇନି । କିଛି ଜଣ କହୁଛନ୍ତି କି ଏମାନେ ଆତଙ୍କ ବାଡି ହୋଇ ପାରନ୍ତି ଆଉ କିଛି ଜଣ କହୁଛନ୍ତି କି ଆଉ କେହି ଅସାମାଜିକ ଲୋକମାନେ ହୋଇ ପାରନ୍ତି ।

ତେବେ ଏହି ଦୁଃଖ ରେ ଭାଙ୍ଗି ପଡିଛି ଏକ ହସୁ ଥିବା ସଂସାର । ଏକ ଶିଶୁ କନ୍ୟା ଯିଏ କି ଅଭି ଯାଏ ନିଜ ବାପା ର ହସ ଭୁଲିନି ତାକୁ ସାମନା କରିବା ପାଇଁ ପଡିଛି ଏକ କଷ୍ଟକର ସତ୍ୟ ସହ । ଏହା ସହ ମା ଗର୍ଭରେ ଆଉ ଏକ ଶିଶୁ ମାତ୍ର 8 ମାସ ହେବ ଅଛି ।

ତେବେ ଚନ୍ଦ୍ରକାନ୍ତ ଙ୍କ ବାପା ମା ମଧ୍ୟ କାନ୍ଦି କାନ୍ଦି ନିଜ ର ସବୁ ଦୁଃଖ ଭୁଲିଯିବା ପାଇଁ ଚେଷ୍ଟା କରୁଛନ୍ତି ଗାଁ ଲୋକମାନେ ମଧ୍ୟ ତାଙ୍କୁ ସମ୍ଭାଳି ନପାରି ଏହି ବୀର ଯବାନ ଙ୍କ ପାଇଁ କାନ୍ଦୁ ଛନ୍ତି ଏହା ସହ ଯେଉଁ ଭଉଣୀ ପାଇଁ ସେ ଆସିଥିଲେ ସେ ହୋଇ ଯାଇଛି ବାକ ଶୂନ୍ୟ କଣ କହିବ ।

କାହାକୁ ଭାଇ ବୋଲି ଡାକିବ । କିଏ ତାର ଅଲି ଅଝଟ ଆଉ ସମ୍ଭାଳିବ । ଏତେ କଷ୍ଟ ଭିତରେ ଯେତେବେଳେ ତାଙ୍କ ବାପା ଙ୍କୁ ପଚରା ଯାଇ ଥିଲା ସେ କହି ଥିଲେ କି ମୋ ପୁଅ ବହୁତ ଖୁଶି ଥିଲା ସେ ତା ଭଉଣୀ ର ବାହା ଘର ପାଇଁ ଛୁଟି ନେଇକି ଆସି ଥିଲା କାମରୁ ।

ଭଉଣୀ ବାହା ଘର ସାରିବା ପରେ କିଛି ଦିନ ରହିକି ସେ ଯିବା ପାଇଁ ବାହାରି ଥିଲା କିନ୍ତୁ ପହଞ୍ଚି ପାରି ନଥିଲା ଜାଗାରେ । ବାଟରେ କେହି ଅଟକ ରଖୀ ତାକୁ ମାରି ଦେଇଛନ୍ତି । ଯିଏ କେହି ଭି ଏହି ଭଳି କାମ କରିଛି ତାକୁ ଦଣ୍ଡ ମିଳିବା ଦରକାର ଅଟେ ।

କାରଣ ଆମେ ନ୍ୟାୟ ଚାହୁଁ ଯିଏ ମୋ ଜୀବନର ଶେଷ ଆଶାକୁ ଲିଭାଇ ଦେଇଛି ଆମେ କେବଳ ତା ର ଗିରଫ ଓ ଶାସ୍ତି ଚାହୁଁ । ତେବେ ସତରେ ବାହାଦୁର ଥିଲେ ଏହି ଚନ୍ଦ୍ରକାନ୍ତ । ଜୀବନର ବାଜି ଲଗାଇବା ସହଜ କଥା ନୁହେଁ । ଯେଉଁ ମାନେ ଆମ ପାଇଁ ଜୀବନ ବାଜି ରେ ଲଗାଉ ଛନ୍ତି ଆମେ ତାକୁ ସତ ସତ ପ୍ରଣାମ କରୁଛୁ ।

Leave a Reply

Your email address will not be published. Required fields are marked *