ଏମିତି ଏକ ଜାଗା ଯେଉଁଠି ମହିଳାମାନେ କେବେ ହୁଅନ୍ତି ନାହିଁ ବୁଢୀ, ୭୦ ବର୍ଷର ମହିଳା ମଧ୍ୟ ଲାଗନ୍ତି ୩୦ ବର୍ଷର

ଦୁନିଆରେ ସବୁ ସ୍ତ୍ରୀ ନିଜକୁ ସବୁବେଳେ ଯବାନ ଓ ସୁନ୍ଦର ରଖିବା ପାଇଁ ଚାହନ୍ତି, କିନ୍ତୁ ବୟସ ଏମିତି ଗୋଟେ ପ୍ରାକୃତିକ ଜିନିଷ ଯାହା କେବେ ଅଟକି ନଥାଏ ଏହା ଦିନକୁ ଦିନ ବଢି ବଢି ଯାଇଥାଏ । ସବୁ ସ୍ତ୍ରୀ ମାନଙ୍କୁ ସବୁବେଳେ ଯବାନ ରହିବା ଇଛା ହୋଇଥାଏ ଓ ଯବାନ ରହିବା ପାଇଁ ସ୍ତ୍ରୀ ମାନେ ବହୁତ ପ୍ରକାର କସମେଟିକ ଏବଂ ଅନ୍ୟ ଜିନିଷ ମଧ୍ୟ ବ୍ୟବହାର କରିଥାନ୍ତି, ତେବେ ଏହି କସମେଟିକ ମଧ୍ୟ ତାଙ୍କ ବସ ଲୁଚେଇ ପାରନ୍ତି ନାହିଁ । ସ୍ତ୍ରୀ ମାନଙ୍କ ସୁନ୍ଦରତା ସ୍ଵାମୀମାନଙ୍କୁ ବହୁତ ପ୍ରିୟ ଅଟେ, ସବୁ ସ୍ଵାମୀ ୫୦ ର ହେଲା ପରେ ବି ନିଜ ସ୍ତ୍ରୀକୁ ଯବାନ ଦେଖିବା ପାଇଁ ଚାହନ୍ତି କିନ୍ତୁ ବୟସ ବଢିବା ପ୍ରାକୃତିକ ଅଟେ ଏହା ଯାହା ହେଲେ ବଢିଥାଏ ।

Image Courtesy: Google

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜାଗା ବିଷୟରେ କହିବାକୁ ଯାଉଛୁ ଯେଉଁ ଜାଗା ମହିଳା ମାନେ ୧୧୦ ବର୍ଷ ର ହେଲା ପରେ ମଧ୍ୟ ୩୦ ୩୫ ବର୍ଷ ର ଦେଖା ଦେଇଥାନ୍ତି ଲାଗୁଛି ଯେମିତି ବୟସ ତାଙ୍କ ଜାଗା ଭୁଲି ଯାଇଛି ଓ ତାଙ୍କ ବସ ଯାହାକୁ ସେଇଆ ରହିଥାଏ ଆପାନଙ୍କୁ ଏହା ଜାଣି ଖୁସି ହବ ଯେ ଏହି ଜାଗା ଆମ ଭାରତ ପାଖରେ ଅଟେ, ତେବେ ଚାଲନ୍ତୁ ଏହି ଜାଗା ବିଷୟରେ ବିସ୍ତାର ସହ ଜାଣିବା ।

Image Courtesy: Google

ଆଜି ଆମେ ଆପଣଙ୍କୁ ଯେଉଁ ଜାଗା ବିଷୟରେ କହିବାକୁ ଯାଉଛୁ ତାହା ଭରତ ଓ ପାକିସ୍ତା ସୀମା ରେ ଅଟେ, ଏହା ହିମାଳୟରେ ଅଟେ ହୁନଯା ନାମକ ଘାଟିରେ ୨୭୦୦୦ ଲୋକ ବାସ କରନ୍ତି, ହୁନଯା ଜାତି ଲୋକ ଦେଖିବାରେ ବହୁତ ସୁନ୍ଦର ହୋଇଥାନ୍ତି ବିଶେଷ କରି ମହିଳା ମାନେ, ଏଠାରେ ଲୋକ ଦେଖିବା ପାଇଁ ଗୋରା ଅଟନ୍ତି ଓ ବହୁତ ଖୁସି ମଧ୍ୟ ଏହି ଜାଗା ଚୀନ, ଭାରତ, ପାକିସ୍ତାନ ଓ ଅଫଗାନିସ୍ତାନ ସୀମାରେ ଅଟେ ।

Image Courtesy: Google

ଏହି ଜାଗା ଲୋକ ନିଜ ଖାଇବା ଜିନିଷ ନିଜେ ଚାଷ କରନ୍ତି, ଏଠାକ ଲୋକ ବହୁତ ପରିଶ୍ରମୀ ଅଟନ୍ତି ଓ ଗୋଟେ ଦିନରେ ଅତିକମରୁ ୧୫ କିଲୋମିଟର ଚଲା ବୁଲା କରନ୍ତି, ଏଠାର ଲୋକ ବହୁତ କମ ରୋଗରେ ପଡନ୍ତି । ଆପଣ ଏଠାର ୧୪୦ ବର୍ଷ ଲୋକକୁ ଦେଖିଲେ ମଧ୍ୟ ବୟସ ଜାଣି ପାରିବେ ନାହିଁ । ହୁନଯା ଜାତି ଲୋକ ବହୁତ ସୁଖୀ ସ୍ଵଭାବ ର ହୋଇଥାନ୍ତି, ଏଠାରେ ଆପଣ ମହିଳାଙ୍କୁ ବହୁତ ସୁନ୍ଦର ଦେଖିବାକୁ ପାଇବେ ।

ଏଠାକ ଲୋକଙ୍କୁ ଦେଖି ଓ ତାଙ୍କ ଜୀବନଶେଳି ଦେଖି ଆପଣଙ୍କୁ ମଧ୍ୟ ଏହା ଅନୁଭବ ହବ ଯେ ଆପଣଙ୍କ ଖାଦ୍ଯ ଓ ଆପଣଙ୍କ ଶାରୀରକ ବ୍ୟାୟାମ ଭଲ ରହିଲେ ଆପଣଙ୍କୁ କୌଣସି ରୋଗ ହବ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *