ଏମିତି କନିଆକୁ ଦୂରୁ ଜୁହାର ! CCTV ରେ ରେକର୍ଡ ହେଲା କନିଆର କାରନାମା… Video ଦେଖି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ କନ୍ୟା ବାହାଘର ଦିନ ହାତ ଗଣ୍ଠି ପଡିବା ପରେ ବରକୁ ଛାଡି ପ୍ରେମିକ ସହ ଛୁ । ସମ୍ପୂର୍ଣ ପଳାଇଯିବାର ଦୃଶ୍ୟ କଏଦ ହୋଇଛି cctvରେ । ତେବେ ବିବାହର ପ୍ରତିସୃତି ଦେଇ ବର ସହ ମିଠା ମିଠା କଥା ଗପି କନିଆ ଜଣଙ୍କ ହାତ ଗଣ୍ଠି ପଡିବା ପରେ ଅଧ ରାତିରେ କାହିଁକି ମାରିଲେ ଛୁ ।  ସେ ହାତ ଗଣ୍ଠି ପଡିବା ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରିଥିଲେ ଆଗରୁ ବି ତ ଯାଇପାରିଥାନ୍ତେ । ତେବେ ତାଙ୍କର ଏଭଳି କାରନାମା କରିବା ପଛର ସତ ଆସନ୍ତୁ ଜାଣିବା ।

ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ପଡାରେ ଘଟିଛି । ବରଙ୍କ କହିବା ଅନୁଯାୟୀ ତାଙ୍କର ହେବାକୁ ଥିବା ବା ହୋଇସାରିଥିବା ସ୍ତ୍ରୀ ତାଙ୍କ ସହ ଭଲରେ ମିଶୁଥିଲେ କଥା ହେଉଥିଲେ ସବୁ ତାଙ୍କୁ ଠିକ ଲାଗୁଥିଲା । ହେଲେ ଏଭଳି ଏକ ନିନ୍ଦନୀୟ କାର୍ଯ୍ୟ ସେ କରିବସିବେ ତାଙ୍କୁ ତାହାର କୌଣସି ଆଭାସ ନଥିଲା ।

କନ୍ୟା ଜଣଙ୍କ ବିବାହ ସରି ସାରିବା ପରେ ବିଦାଇ ପୂର୍ବରୁ ନିଜ ପ୍ରେମିକ ସହ ମାରିଥିଲେ ଚମ୍ପଟ । ବିବାହ ପରେ ଉଭୟ କନ୍ୟା ଏବଂ ବାର ମିଶି ଖାଇଲେ । ଏହାପରେ କିଛି ସମୟ ପରେ କନ୍ୟା ଜଣଙ୍କ ସହ ବାର ସହ ବାହାରି ଯାଇଥାନ୍ତେ ଶାଶୁ ଘର କିନ୍ତୁ କନିଆ ଗଲେ ପ୍ରେମିକର ଘରକୁ । କନ୍ୟା ଜଣଙ୍କ ବାହାଘରର ଶାଢୀ ସିନ୍ଦୁର ଶଙ୍ଖା ପିନ୍ଧି ନିଜ ଘର ଦୁଆର ବନ୍ଧ ସାମ୍ନାରେ ଅପେକ୍ଷା କରିଥିଲେ ପ୍ରେମିକଙ୍କୁ ।

ଠିକ ସେହି ସମୟରେ ପ୍ରେମିକ ଜଣଙ୍କ ନିଜର ବାଇକ ଧରି ଆସିଲେ ଆଉ କନ୍ୟା ଜଣଙ୍କ ବାଇକରେ ଶାଢୀ ପିନ୍ଧି ବି ଗୋଡା ଗଳାଇ ବସିପଡିଲେ । ଆଉ ପ୍ରେମିକ ଗାଡିକୁ ସେଠାରୁ ନେଇ ଚାଲିଗଲେ । ଏହି ଦୃଶ୍ୟ କଏଦ ହୋଇଥିଲା cctvରେ  ବର୍ତ୍ତମାନ ଅଯଥାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରିଥିବା ବର ଘର ଲୋକ ଥାନାରେ ଏତଲା ଦେଇଛନ୍ତି । ହୋଇଥିବା କ୍ଷତିପୁରଣର ଦାବି ମଧ୍ୟ କରିଛନ୍ତି ।

ବିବାହ ଦିନ କନ୍ୟା ଏଭଳି ପ୍ରେମିକ ସହ ଫେରାର ହେବା ଘଟଣାକୁ ସ୍ଥାନୀୟ ଲୋକେ ବହୁତ ନିନ୍ଦା କରିଛନ୍ତି । ସମାଜରେ ଏହି ଝିଅ ଜଣଙ୍କ ତାଙ୍କ ପରିବାରର ମୁଣ୍ଡ ତଳକୁ ନୂଆଁଇ ଦେଇଛନ୍ତି । ଏହା ସମାଜ ପାଇଁ ଏକ ବାଦ ନିନ୍ଦା ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *