ଆପଣ ମାନେ ସିନେମା ଦେଖନ୍ତି ବହୁତ୍ ଅଭିନେତ୍ରୀ ମାନେ ଆପଣଙ୍କୁ ପସନ୍ଦ ମଧ୍ୟ ହୋଇଥିବେ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଏହି ସୁନ୍ଦରୀ ଅଭିନେତ୍ରୀ ମାନେ ଅନ୍ୟ ଝିଅଙ୍କ ସୁଖ ସଂସାର ଭାଙ୍ଗି ନିଜ ସଂସାର ବନେଇଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ସମୟ ବହୁତ୍ ଭଲ ଅଭିନେତ୍ରୀ ରହିଛନ୍ତି କିନ୍ତୁ ନିଜ ନିଜି ଜୀବନରେ ସେ ଆଉ କାହା ଘର ବର୍ବାଦ୍ କରି ନିଜର ଘର କରିଛନ୍ତି ।
ଶିଳ୍ପା ସେଠି :
ଆପଣ ମାନେ ସମସ୍ତେ ଶିଳ୍ପା ସେଠୀଙ୍କୁ ବେସ ଭଲ ଭାବରେ ଜାଣିଥିବେ ତେବେ ଶିଳ୍ପା ସେଠି ରାଜ୍ କୁନ୍ଦ୍ରା ସହ ବିବାହ କରିଛନ୍ତି ଓ ଆଜିକା ଡେଟ୍ ରେ ସେ ନିଜ ବିବାହିତ ଜୀବନରେ ବହୁତ୍ ଖୁସି ମଧ୍ୟ ଅଛନ୍ତି କିନ୍ତୁ କଣ ଏହା ଭଲ ହେଇଛି । ଖବର ଅନୁଯାଇ ରାଜ୍ କୁନ୍ଦ୍ରା ଓ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମଧ୍ୟରେ ସବୁକିଛି ଭଲ ଚାଲିଥିଲା କିନ୍ତୁ ଶିଳ୍ପା ଆସିବା ପରେ ରାଜ୍ କୁନ୍ଦ୍ରା ନିଜ ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ଦେଲେ ଓ ଶିଳ୍ପା ସହ ବିବାହ କଲେ । ତେବେ ଶିଳ୍ପା ଦ୍ଵିତୀୟ ସ୍ତ୍ରୀ ଅଟନ୍ତି ରାଜ୍ କୁନ୍ଦ୍ରାଙ୍କ ।
ବିପାଶା ବାସୁ :
ଆପଣ ମାନେ ସିନେମା ବୋଲ୍ଡ ହିରୋଇନ୍ ବିପାଶା ବାସୁଙ୍କୁ ବେସ ଭଲ ଭାବରେ ଜାଣିଛନ୍ତି ସେ ବଲିଉଡ ଜଗତରେ ବହୁତ୍ ଫିଲ୍ମ କରିଛନ୍ତି ଓ ତାଙ୍କର ନକାରାତ୍ମକ ହେଉ ବା ସକାରାତ୍ମକ ଅଭିନୟ ଦର୍ଶକ ମାନେ ବହୁତ୍ ପସନ୍ଦ ମଧ୍ୟ କରିଥିଲେ କିନ୍ତୁ ତାଙ୍କ ବିବାହ ସମୟରେ ବହୁତ୍ ଚର୍ଚା ଚାଲିଥିଲା କାହିଁକିନା ସେ ବିବାହ କରିଥିଲେ କରନ୍ ସିଂହ ଗ୍ରୋବର ସହ ଯିଏ ଆଗରୁ ଦୁଇଟି ବିବାହ କରି ସାରିଥିଲେ ଓ ତାଙ୍କ ଦ୍ବିତୀୟ ବିବାହକୁ ବହୁତ୍ କମ ସମୟ ମଧ୍ୟ ହେଇଥିଲା କିନ୍ତୁ ବିପାସାଙ୍କ ସହ ସମ୍ପର୍କ ହେଲା ପରେ କରନ ନିଜ ଦ୍ଵିତୀୟ ସ୍ତ୍ରୀ ଜେନିଫର୍ କୁ ଛାଡ଼ପତ୍ର ଦେଇଥିଲେ ।
ରବିନା ଟନଡନ :
ରବିନାଙ୍କୁ କିଏ ଜାଣି ନାହିଁ କହିଲେ ତାଙ୍କ ନା ଧକ ଧକ୍ ଗର୍ଲ୍ ଅଟେ । ମୋହରା ଫିଲ୍ମ ଅଭିନୟ ଓ ନାଚ ଦ୍ବାରା ପୁରା ଦେଶରେ ସେ ପ୍ରଚଳିତ ହୋଇଥିଲେ ଲୋକେ ଆଜିବି ତାଙ୍କ ବିଷୟରେ ବହୁତ୍ ଭଲ କୁହନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ସେ ଵୀ କାହା ଘର ଭାଙ୍ଗି ନିଜ ଘର କରିଛନ୍ତି । ତାଙ୍କ ସ୍ବାମୀଙ୍କ ନାମ ଅନିଲ ଥଦାନି ଅଟେ ଓ ସେ ଆଗରୁ ବିବାହିତ ଥିଲେ କିନ୍ତୁ ରବିନାଙ୍କ ସହ ସମ୍ପର୍କ ହେଲା ପରେ ସେ ନିଜ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ ଓ ରବିନାଙ୍କ ସହ ବିବାହ କରିଥିଲେ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।