୪୯୯ ବର୍ଷ ପରେ ଅଦ୍ଭୁତସଂଯୋଗରେ ଆସୁଛି ହୋଲି ପୁର୍ଣିମା, ହୋଲିକା ଦହନରେ ପକାନ୍ତୁ ଏହି 1 ଜିନିଷ ହୋଇଯିବେ କୋଟିପତି

ହୋଲି ରଙ୍ଗର ଉତ୍ସବ ହୋଇଥାଏ, ଭାରତରେ ଲୋକ ଏହାକୁ ବହୁତ ଧୂମ ସହ ପାଳନ କରା ଯାଇଥାଏ, ତେବେ କଣ ଆପଣ ମାନେ ଏହା ଜାଣିଛନ୍ତି କି ଯେବେ ହୋଲି ଆସିଥାଏ ତାହା ସହ ତନ୍ତ୍ର ବିଦ୍ୟା ସିଧି କରୁଥିବା ଲୋକଙ୍କ ପାଇଁ ବଡ ସୁଯୋଗ ମଧ୍ୟ ଆସିଥାଏ । ଯେତେବେଳେ ସମସ୍ତେ ହୋଲି ରଙ୍ଗରେ ବୁଡି ରୁହନ୍ତି ତନ୍ତ୍ର କରୁଥିବା ଲୋକଙ୍କୁ ବଡ ଅନୁଷ୍ଠାନ କରିବା ପାଇଁ ସମୟ ମିଳିଥାଏ । ଆଜି ଆମେ ଆପଣଙ୍କୁ ହୋଲି ଅନୁଷ୍ଠାନ ବିଷୟରେ କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନଙ୍କୁ ଜାଣିବା ବହୁତ ଆବଶ୍ୟକ ହୋଇଥାଏ ।

ହୋଲି ପୂର୍ବ ଦିନ ହୋଲିକା ଦହନ ହୋଇଥାଏ ଏହି ଦିନ ନିଆରେ ନିଜ ରାଗ ଅଭିମାନ ଆଉ ଦ୍ଵେଷ ଭଳି ଭାବନା ପୋଡିବାର ସଂସ୍କୃତି ଅଛି କିନ୍ତୁ କିଛି ଲୋକ ଅନ୍ୟ ମାନଙ୍କ ଅଣିଷ୍ଠ ଚିନ୍ତା କରନ୍ତି ଏହି ଭଳି ଲୋକ ହୋଲିକା ଅଗ୍ନିରେ ଅନ୍ୟ ମାନଙ୍କ ଅଣିଷ୍ଠ ହବାର କାମନା କରନ୍ତି ଆଉ ତନ୍ତ୍ର ବିଦ୍ୟା କରନ୍ତି । ହୋଲି ଦିନ ସମସ୍ତେ ଅନ୍ୟ ମାନଙ୍କ ସହ କିଛି ବି ଖାଇଥାନ୍ତି କିନ୍ତୁ ମନେ ରଖନ୍ତୁ ସମସ୍ତଙ୍କ ସହ ମିଶି କିଛି ଖାଇଲେ କିଛି ଅମଙ୍ଗଳ ନାହିନ କିନ୍ତୁ ଯଦି ଏକୁଟିଆ କେହି ଆପଣଙ୍କୁ କିଛି ଦେଇଥାଏ ତେବେ ଆପଣଙ୍କୁ ଖାଇବା ଉଚିତ ନୁହ କାହିଙ୍କିନା ତାହା ତନ୍ତ୍ର ବିଦ୍ୟା ସହ କରା ଯାଇ ପାରେ ।

ଏହି ସବୁ ସମସ୍ୟାରୁ ବଞ୍ଚିବା ପାଇଁ ହୋଲିର ରଙ୍ଗ ହୋଇଥାଏ ଯାହା ପରେ ମଣିଷ ରଗଡି ରଗଡି ନିଜ ଶରୀର ସଫା କରିଥାଏ । ଏହା ଛଡା ହୋଲି ଦିନ କେବେ କପଡା ବାହାରକୁ ଛାଡନ୍ତୁ ନାହିନ ନଚେତ ଅମଙ୍ଗଳ ହୋଇପାରେ । ଶାସ୍ତ୍ର ଅନୁଯାଇ ହୋଲିକା ଦହନ ଦିନ ଏହା ଦେଖିବା ଉଚିତ ଯେ ନିଆ କେଉଁ ଦିଗକୁ ଯାଉଛି ଯଦି ପୂର୍ବ ଦିଗକୁ ଯାଇଥାଏ ତେବେ ଏହାର ଅର୍ଥ ସବୁ ଶୁଭ ହବ ଆଉ ସବୁ ଶୁଭ ଚାଲିଛି କିନ୍ତୁ ଯଦି ଅନ୍ୟ ଦିଗକୁ ଯାଏ ତେବେ କିଛି ଅମଙ୍ଗଳ ହବ ।

ଯେତେବେଳେ ହୋଲିକା ନିଆ ପୋଡା ଯାଇଥାଏ ସେଥିରେ ଆପଣ କଳା ରାଶି ଅଳପ ପକାଇ ଦିଅନ୍ତୁ ଆଉ ବୁଲିକି ଘରକୁ ଯାନ୍ତୁ ତା ମଝିରେ କେହି ଆପଣଙ୍କ ନା ଡାକିଲେ ପଛକୁ ବୁଲିକି ଅଣାଇବେ ନାହିନ କାହିଙ୍କିନା ଖରାପ ଆତ୍ମା ବା ପିତୃ ଆପଣଙ୍କ ନା ଧରି ଡାକି ପାରନ୍ତି ପଛକୁ ବୁଲିଲେ ଅଣିଷ୍ଠ ହୋଇଥାଏ ସେଥିପାଇଁ ପଛକୁ ଅନେଇବେ ନାହିଁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଘର ଉପରେ କେବେ କିଛି ଅଣିଷ୍ଠ ହବ ନାହିଁ ।

Leave a Reply

Your email address will not be published. Required fields are marked *