Breaking News: ଏହି ପ୍ରସିଦ୍ଧ ଅଭିନେତ୍ରୀ କଲେ ଆ-ତ୍ମ-ହ-ତ୍ୟା

ଦିନକୁ ଦିନ ଆ-ତ୍ମ-ହ-ତ୍ୟାର ମା-ମ-ଲା ବଢିବାକୁ ଲାଗିଛି । ବର୍ତ୍ତମାନ ଲୋକମାନେ ଜୀବନର ଯୁ-ଧ୍ୟରେ ଅତି ଶୀଘ୍ର ହାରି ଆ-ତ୍ମ-ହ-ତ୍ୟା କରୁଛନ୍ତି କିମ୍ବା ଜୀବନର ଯୁ-ଧ୍ୟ ଲଢିବା ପୂର୍ବରୁ ହିଁ ଆ-ତ୍ମ-ହ-ତ୍ୟା ଭଳି ରାସ୍ତାକୁ ଆପଣାଇ ନେଉଛନ୍ତି । ଯାହାକି ସମ୍ପୂର୍ଣ ରୂପରେ ଭୁଲ ଅଟେ ।

ସବୁବେଳେ ସବୁ ସ-ମ-ସ୍ୟାର ସାମ୍ନା କରିବା ଉଚିତ ଓ ତାହାର ସମଧାନର ରାସ୍ତା ବାହାର କରିବା ଦରକାର । ତେବେ ଯାଇ ଜୀବନରେ ସଫଳତା ମିଳିବ । ଜୀବନରେ ହା-ରି ଯାଇ ଜୀବନକୁ ସମର୍ପଣ କରିଦେବା ସମସ୍ତ ସ-ମ-ସ୍ୟାର ସମଧାନ ନୁହେଁ । କୌଣସି ବି ପରିସ୍ଥିତିରେ ଆ-ତ୍ମ-ହ-ତ୍ୟା କରିବା ଉଚିତ ନୁହେଁ । ସବୁବେଳେ ସବୁ କ-ଷ୍ଟ ଓ ଦୁଃ-ଖ-ର ସାମ୍ନା କରିବା ଉଚିତ । ତେବେ ଯାଇ ଆପଣ ଜୀବନରେ ସଫଳ ହୋଇ ପାରିବେ ।

କିନ୍ତୁ ଆଜିକାଲି ଲୋକମାନେ ଜୀବନରେ ଚାଲୁଥିବା ନାନା ପ୍ରକାରର ଟେ-ନ-ସ-ନକୁ ସମ୍ଭାଳି ନ ପାରି ଶେଷରେ ଆ-ତ୍ମ-ହ-ତ୍ୟା ଭଳି ରାସ୍ତାକୁ ବାଛିନେଉଛନ୍ତି । ଆଜିକାଲି ଆପଣ ସବୁଦିନ ନ୍ୟୁ-ଜ ପେପର, ଟି-ଭି କିମ୍ବା ଅନ୍ୟ କୌଣସି ମା-ଧ୍ୟ-ମରେ ଆ-ତ୍ମ-ହ-ତ୍ୟା ଭଳି ମା-ମ-ଲା ବି-ଷ-ୟରେ ଶୁଣୁଥିବେ । ଏମିତିରେ ଆଜି ପୁଣି ଥରେ ଏକ ଆ-ତ୍ମ-ହ-ତ୍ୟାର ମା-ମ-ଲା ସାମ୍ନାକୁ ଆସୁଛି । ଯାହାକି ବଲୀଉଡ ଦୁନିଆର ଅଟେ । ବର୍ଷେ ତଳେ ବଲୀଉଡ ଜଗତର ସବୁଠୁ ଅଧିକ ଚର୍ଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆ-ତ୍ମ-ହ-ତ୍ୟା କରିଥିଲେ ।

ଏମିତିରେ ପୁଣି ଥରେ ମୁମ୍ବାଇର ଜଣେ ମଡେଲ ଓ ଅଭିନେତ୍ରୀ ଆ-ତ୍ମ-ହ-ତ୍ୟା କରିଛନ୍ତି । ଯାହାକି ଏକ ଦୁଃ-ଖ ଦାୟକ ଖ-ବ-ର ଅଟେ । ମିଳିଥିବା ସୂଚନା ଅନୁସାରେ ମ-ଡେ-ଲି-ଙ୍ଗ ଦୁନିଆରେ ନିଜର କ୍ୟାରିୟର କରିବା ପାଇଁ ମୁମ୍ବାଇକୁ ଆସିଥିଲେ ପ୍ରିୟା । କିଛି ଦିନ ପୂର୍ବରୁ ହିଁ କୌଣସି କାରଣରୁ ପ୍ରିୟା ନିଜର ବଡ ଭଉଣୀଙ୍କ ଘରକୁ ଆସିଥିଲେ । ପ୍ରିୟାଙ୍କ ଭଉଣୀ ନିଜ ସୋ-ସା-ଇ-ଟରେ ଚତୁର୍ଥ ମହଲାରେ ରହୁଥିଲେ ।

ଏମିତିରେ ରବିବାର ରାତିରେ ପ୍ରିୟାର ବୟଫ୍ରେନ୍ଡ ଯିଏକି ମୁମ୍ବାଇରେ ହିଁ ରହୁଥିଲେ ସେ ଓ ପ୍ରିୟା ପ୍ରିୟାଙ୍କ ଘରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପା-ର୍ଟି ଓ ଡାନ୍ସ କରୁଥିଲେ । ଯାହାକି ପ୍ରିୟାଙ୍କ ଘର ଲୋକମାନଙ୍କୁ ପସନ୍ଦ ଆସିଲା ନାହିଁ । ଏମିତିରେ ଘର ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ ପା-ର୍ଟି କରିବା କାରଣରୁ ପ୍ରିୟାକୁ ଗା-ଳି ଗୁ-ଲ-ଜ କରିଲେ । ଏହା ପରେ ପ୍ରିୟାର ବୟଫ୍ରେନ୍ଡ ନିଜ ଘରକୁ ଚାଲିଗଲା । ଏହା ଦେଖି ପ୍ରିୟା ବି ବହୁତ ରା-ଗି-ଗଲେ । ଏହା ପରେ ସେ ନିଜର ପରିବାର ଲୋକଙ୍କ ସହ ଝ-ଗ-ଡା କରିବା ସହ ଆ-ତ୍ମ-ହ-ତ୍ୟା କରିବା କଥା ବି ତାଙ୍କୁ କହୁଥିଲେ ।

ପୋ-ଲି-ସର ସୂଚନା ଅନୁସାରେ ସୋମବାର ଅଧିକ ରାତିରେ ଗ୍ରେଟର ନୋଏଡାର ଏକ ବିଲିଡିଙ୍ଗରୁ ପ୍ରିୟା ଡେଇଁ ଆ-ତ୍ମ-ହ-ତ୍ୟା କରିଛନ୍ତି । ପୋ-ଲି-ସର କହିବା ଅଟେ କି ପ୍ରିୟା ଉର୍ଫ ଭାବନା ଗୌତମ (୨୪) ଆ-ତ୍ମ-ହ-ତ୍ୟା କରିଛନ୍ତି କିନ୍ତୁ ତାଙ୍କ ପାଖରୁ କୌଣସି ସୁ-ସା-ଇ-ଡ ନୋ-ଟ ମିଳି ନାହିଁ । ଘର ଲୋକମାନଙ୍କ ସହ ଝ-ଗ-ଡା ହେବା କାରଣରୁ ପ୍ରିୟା ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ଜଣା ପଡୁଛି । ପୋ-ଲି-ସଙ୍କ କହିବା ଅଟେ କି ସେ ଆଗକୁ ବି ଯା-ଞ୍ଚ କରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *