ପିରିୟଡ୍ସର କେତେଦିନ ପରେ ଗୋଟେ ମହିଳା Pregnant ହୋଇଥାଏ – Pregnancy Tips

ଗୋଟେ ମହିଳା ପିରିୟଡର କେତେଦିନ ପରେ ଗର୍ଭଧାରଣ କରିଥାଏ । ଏହି ବିଷୟକୁ ଆଜି ଆମର ବହୁତ ଭଲ ଭାବରେ ଜାଣିବା । କଣ ହୋଇଥାଏ, କେତେଦିନ ଭିତରେ ହୋଇଥାଏ ଆଉ ଲକ୍ଷଣ କେମିତି ଆସିଥାଏ । ପିରିଅଡ ଆମର ପାଞ୍ଚରୁ ସାତ ଦିନ ହୋଇଥାଏ । ଏହା ଅନୁସାରେ ଆପଣ ନିଜ ଡେଟର ହିସାବ କରିବେ ।

ଗୋଟେ ମାସରେ ପଞ୍ଚରୁ ସାତ ଦିନ ପିରିଅଡ ହୋଇଥାଏ । ଆଉ ମାସର ମଧ୍ୟରେ ଓଭିଲ୍ୟୁସନ ହୋଇଥାଏ ୧୪ ରୁ ୧୮ ଦିନ ଭିତରେ ଅଭ୍ୟୁଲେସନ ହୋଇଥାଏ । ଆମ ହିସାବରେ ଯଦି ପିରିଅଡ ଆମର ସାତ ତାରିଖରେ ହେଉଛି ତେବେ ପିରିୟଡର ସାତ ଦିନ ପରେ ଅଭ୍ୟୁଲେସନ ହୋଇଥାଏ ।

ଅଭିଲ୍ଯୁସନ ହେବାର ୨୪ ଘଣ୍ଟାରେ ହିଁ ଏଗ ଫଟିଲାଇଜ ହୋଇଥାଏ । ମହିଳାର ଶରୀରରେ ଯେଉଁ ଏଗ ହୋଇ ଥାଏ ତାର ସମୟ କାଳ ୨୪ ଘଣ୍ଟା ହୋଇଥାଏ । ୨୪ ଘଣ୍ଟା ଭିତରେ ଯଦି ସ୍ପ-ର୍ମ ସପ୍ଲାଇ ହୋଇଥାଏ ତେବେ ଫାଟିଲାଇଜ ହୋଇଥାଏ ତାପରେ ଗର୍ଭ ଧାରଣର ପ୍ରକ୍ରିୟା ଚାଲୁ ହୋଇଥାଏ । କିନ୍ତୁ ଏବେ ଅଳ୍ପ ସମୟ ବାକି ଥାଏ ଗର୍ଭ ଧାରଣର କାରଣ କେବଳ ଏଗ ଫଟିଲାଇଜ ହୋଇଥାଏ ଆଉ ଛଅ ଦିନରେ ଫେଲୋପିନ ଟ୍ଯୂବରେ ଯାଇ ଗର୍ଭାଶୟରେ ଲାଗିଥାଏ ଆଉ ତେବେ ଗର୍ଭଧାରଣ ହୋଇଥାଏ ।

ଗର୍ଭ ଧାରଣ କରିବା ଔ ଗର୍ଭ ଧାରଣାର ଜଣାପଡିବା ଦୁତୀ ଯାକ ଅଲଗା ଅଲଗା ଜିନିଷ ହୋଇଥାଏ । ପିରିଅଡର ସାତ ଦିନ ପରେ ଅଭିଲ୍ଯୁସନ ହୋଇଥାଏ ଆଉ ଅଭ୍ୟୁଲେସନ ହେବାର ଛଅ ଦିନ ପରେ ଗର୍ଭ ଧାରଣ ହୋଇଥାଏ ତେବେ ଟୋଟାଲ ପିରିୟଡର ୧୩ ଦିନ ପରେ ଗର୍ଭ ଧାରଣ ହୋଇଥାଏ । ଆଉ ଲକ୍ଷଣ ଆସିପାରେ ସାତ ଆଠ ଦିନ ଲାଗିଯାଇଥାଏ । ଯେମିତି ୟୁଟ୍ରେସରେ ଗର୍ଭ ରୋପିତ ହୋଇଥାଏ ତେବେ ଯାଇ ପ୍ରେଗନେନସି ହରମୋନର ଚାଲୁ ହୋଇଥାଏ ।

ଆଉ ତାର ସ୍ତର ଗୋଟିଏ ଲେବଲ ଉପରକୁ ଯେତେ ପର୍ଯ୍ୟନ୍ତ ଆସିନାହିଁ ନା କିଛି ଲକ୍ଷଣ ଆସିଥାଏ ନା ଟେସ୍ଟରେ ଡିଟେକ୍ଟ ହୋଇଥାଏ । ସବୁ ମିଶାଇ ପିରିଅଡର ୨୦ ଦିନ ପରେ ଆପଣ ଗର୍ଭବତୀ ହୋଇଥାନ୍ତି ଆଉ ପିରିଅଡର ଟେଷ୍ଟ କରିବା ପାଇଁ ପିରିଅଡ ମିସ ହେବାର ଅପେକ୍ଷା କରିବା ଦରକାର । ଏମିତି କିଛି ଲକ୍ଷଣ ରହିଛି ସେଥିରୁ ଆପଣ ଜାଣି ପାରିବେ ଆପଣ ଗର୍ଭବତୀ ହୋଇଛନ୍ତି ବୋଲି । ସର୍ବ ପ୍ରଥମ ଲକ୍ଷଣ ହେଉଛି ସ୍ତନରେ ଟେଣ୍ଡରନେସ ଓ ମୁଡ ସ୍ଵୀଙ୍ଗ ହେବା ଓ ଥକା ଲାଗିବା ଆଉ ଏହି ଭଳି ବହୁତ ସାରା ଲକ୍ଷଣ ଦେଖା ଯାଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *