ପୋଲିସର ଇଏ କି ରୂପ? ଲକଡାଉନରେ ଓମଫେଡ ବୁଥ୍ ଖୋଲିଥିଲେ ବୋଲି ନାବାଳକ ସହ କଲେ ଏହି କାଣ୍ଡ, CCTV ରେ ହେଲା ରେକର୍ଡ…. ଦେଖନ୍ତୁ ଭାଇରାଲ Video

କରୋନା ସମସ୍ତଙ୍କର ଜୀବନର ଢାଞ୍ଚାକୁ ବଦଳାଇ ରଖି ଦେଇଛି । ମଣିଷ ପୂର୍ବେ ଚିନ୍ତା କରୁଥିଲା କି ସେ ସବୁଦିନ ଖଟିବ ଓ ସେହି ଟଙ୍କାରେ ସେ ସହଜରେ ଚଳିଯିବ । କିନ୍ତୁ ବର୍ତ୍ତମାନ କରୋନା ଯୋଗୁ ନା ହିଁ କେଉଁଠି କାମ ମିଳୁଛି ଓ ନା ହିଁ କେଉଁଠି ଟଙ୍କା । ବର୍ତ୍ତମାନ ସମସ୍ତେ ଦୁଃଖ, କଷ୍ଟ ଓ ଅଭାବ ମଧ୍ୟ ଦେଇ ଗତି କରିଛନ୍ତି ।

ଯଦି ଦୋକାନୀଙ୍କ ବିଷୟରେ କହିବା ତେବେ କିଛି ଦୋକାନୀଙ୍କୁ ଛାଡି ବର୍ତ୍ତମାନ ସମସ୍ତେ ଘରେ ବସି ଉପାୟ ଶୂନ୍ୟ ହୋଇ ଯାଇଛନ୍ତି । କେବେ ସରକାର ଲକଡାଉନ କଟକଣାକୁ ଉଠାଇବେ ଏହି କଥା ସମସ୍ତେ ଚିନ୍ତା କରୁଛନ୍ତି । ଏହା ମଧ୍ୟରେ ବର୍ତ୍ତମାନ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସୁଛି । ଯେଉଁଥିରେ ପୋ-ଲି-ସର ଅସଲ ରୂପ କଣ ଆପଣ ପୂରାପୂରି ଜାଣି ପାରିବେ । କହିବାକୁ ଗଲେ ଲକଡାଉନ ସମୟରେ ଜଣେ ୯ ଶ୍ରେଣୀର ନାବାଳକ ଚା ଦୋକାନଟି ଖୋଲି ଥିଲା ।

ଏହି ସମୟରେ ପୋ-ଲି-ସ ଆସି ସେହି ନାବାଳକକୁ କିଛି ନ ବୁଝି ନ ସୁଝି ଗୋଇଠା ଉପରେ ଗୋଇଠା ମା-ରି ଚାଲିଲା । ଏହି ସବୁ ଦୃଶ୍ୟ ପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ମଙ୍ଗଳବାର ଦିନ ଏହି ଘଟଣାଟି ଘଟିଛି ଯାହାକି ବର୍ତ୍ତମାନ ସାମ୍ନାକୁ ଆସୁଛି । ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ଵର କେସୁର ଅଞ୍ଚଳରେ ୯ ଶ୍ରେଣୀରେ ପଡୁଥିବା ଜଣେ ନାବାଳକ ଓମଫେଡ ବୁତ ଖୋଲି ଚା ବିକ୍ରି କରୁଥିଲା ।

ଏହି ସମୟରେ ଅଚାନକ ସେହି ଦୋକାନ ସାମ୍ନାରେ ଗୋଟିଏ ପିସିଆର ଭ୍ୟାନ ଲାଗିଲା । ସେ କାହିଁକି ଦୋକାନ ଖୋଲିଛି ବୋଲି ପୋ-ଲି-ସ ଅଧିକାରୀମାନେ ଧମକାଇଲେ । ବିଚାରା ନାବଳକ ନେହୁରା ହୋଇ ପୋ-ଲି-ସ ବାବୁଙ୍କୁ ଗୁହାରି କରିଲା, କିନ୍ତୁ ପୋ-ଲି-ସ ତାହାର ଗୋଟିଏ କଥା ବି ଶୁଣି ନ ଥିଲା ଓ ଏହା ପରେ ପୋ-ଲି-ସ ନିଜର ନୃଶଂସ ରୂପ ଦେଖାଇ ଥିଲା । ଅର୍ଥାତ ପୋ-ଲି-ସ ସେହି ନାବାଳକକୁ ଗୋଇଠା ଉପରେ ଗୋଇଠା ମା-ରି ଚାଲିଲେ ।

ଯାହାକି ଆପଣ ଏହି ସିସିଟିଭି ଫୁଟେଜରେ ଦେଖି ପାରୁଥିବେ । କରୋନା ଯୋଗୁ ସମସ୍ତେ ନିଜର ଜୀବିକା ହରାଇ ବସିଛନ୍ତି । ଏମିତିରେ କେମିତି କେଉଁ ସ୍ଥାନରୁ ଦୁଇ ପଇସା ରୋଜଗାର କରି ନିଜର ପେଟ ପାଟଣା କରିବେ ଏହି କଥା ଚିନ୍ତା କରୁଥିବା ସମୟରେ ଏହି ପୋ-ଲି-ସ ବାବୁର ଗୋଇଠା ମରା ଦୃଶ୍ୟ ବହୁତ ହିଁ ଲଜ୍ୟାଜନକ ଓ ବିବେକ ଶୂନ୍ୟକୁ ଅଟେ ।

କରୋନା ସମୟରେ ସମସ୍ତେ କଟକଣା ମାନିବା ଉଚିତ । କିନ୍ତୁ ଏହି ପୋ-ଲି-ସ ମନରେ ଟିକେ ହେଲେ ବି ଏହି ନାବାଳକ ଉପରେ ଦୟା ଆସିଲା ନାହିଁ ଓ ଗୋଇଠା ଉପରେ ଗୋଇଠା ମା-ରି ଚାଲିଛି । କହିବାକୁ ଗଲେ ଏହିଭଳି ପୋ-ଲି-ସର ଦା-ଦା-ଗି-ରି ବର୍ତ୍ତମାନ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।

Leave a Reply

Your email address will not be published. Required fields are marked *