ଦେଖନ୍ତୁ 90’sର ପ୍ରସିଦ୍ଧ ଗାୟକ ମାନଙ୍କ Real Life ପତ୍ନୀ, Babul Supriyoଙ୍କ ସ୍ତ୍ରୀ ତ ଦେଖିବାକୁ ପୁରା Bollywood ହିରୋଇନ ଭଳି

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରି ରେ ଆପଣ ମାନେ ଅନେକ ଗାୟକ ତଥା ଗାୟିକା ଏବଂ କଳାକାର ମାନଙ୍କୁ ଦେଖିଛନ୍ତି । ବନ୍ଧୁଗଣ ଓଲିଉଡ ରେ ଅନେକ କଣ୍ଠଶିଳ୍ପୀ ରହିଛନ୍ତି କିନ୍ତୁ ଆପଣ ମାନେ ତାଙ୍କ ସମ୍ବନ୍ଧରେ ବିଶେଷ କିଛି ଜାଣି ନଥିବେ । ବନ୍ଧୁଗଣ ଆଜି ଆମ୍ଭେ ସେହି ପ୍ରସିଦ୍ଧ କଣ୍ଠଶିଳ୍ପୀ ଙ୍କ ରିୟଲ ଲାଇଫ ପାର୍ଟନର ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ।

୧- “ବାବୁଲ ସୁପ୍ରିୟ”- ବନ୍ଧୁଗଣ, ବାବୁଲ ସୁପ୍ରିୟ ଜଣେ ଫେମସ ପ୍ଲେବ୍ୟାକ ସିଙ୍ଗର ସହିତ ଜଣେ ଅଭିନେତା ଏବଂ ଜଣେ ପଲିଟିସିଆନ ମଧ୍ୟ ଅଟନ୍ତି । ବନ୍ଧୁଗଣ ବାବୁଲ ସୁପ୍ରିୟ ଙ୍କ ସ୍ତ୍ରୀ ଙ୍କ ନାମ ରଚନା ଶର୍ମା ଅଟେ । ୨୦୧୬ ମାସିହାରେ ବାବୁଲ ରଚନା ଙ୍କୁ ବିବାହ କରିଥିଲେ । ବନ୍ଧୁଗଣ ଉଭୟଙ୍କର ଗୋଟିଏ ଝିଅ ମଧ୍ୟ ଅଛି ।

୨- “ଉଦିତ ନାରାୟଣ”- ଦର୍ଶକବନ୍ଧୁ ଆପଣ ମାନେ ଉଦିତଙ୍କୁ ଭଲ ଭାବରେ ଜାଣିଥିବେ, ବନ୍ଧୁଗଣ ଉଦିତ ବଲିଉଡ ର ଜଣେ ପ୍ଲେବ୍ୟାକ ସିଙ୍ଗର ହୋଇଥିଲା ବେଳେ ସେ ଓଲିଉଡ ରେ ମଧ୍ୟ ବହୁତ ଆଲବମ ତଥା ଚଳଚ୍ଚିତ୍ର ମାନଙ୍କରେ କଣ୍ଠଦାନ କରିଛନ୍ତି । ବନ୍ଧୁଗଣ ଉଦିତ ନାରାୟଣ ଙ୍କ ପତ୍ନୀ ଙ୍କ ନାମ ହେଉଛି “ଦୀପା ନାରାୟଣ ଝା” । ଉଦିତ ଏବଂ ଦୀପା ଉଭୟ ୧୯୮୫ ମସିହାରେ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ଅଛି ଏବଂ ଆପଣ ତାଙ୍କ ସହିତ ବେସ ଭଲ ଭାବରେ ପରିଚିତ । ବନ୍ଧୁଗଣ ତାଙ୍କ ପୁତ୍ର ଙ୍କ ନାମ ହେଉଛି “ଆଦିତ୍ୟ ନାରାୟଣ” ।

୩- “ଶକ୍ତି ମିଶ୍ର”- ବନ୍ଧୁଗଣ ଶକ୍ତି ମିଶ୍ର ଙ୍କୁ କିଏବା ନ ଜାଣେ ? ହାଏ ହାଏ ତୋ ମଲ୍ଲି ଫୁଲ ଗଜରା ଭଳି ଅନେକ ହିଟ ଗୀତ ମାନ ଓଡିଆ ଇଣ୍ଡଷ୍ଟ୍ରି କୁ ପ୍ରଦାନ କରିଛନ୍ତି । ବନ୍ଧୁଗଣ ଶକ୍ତି ମିଶ୍ର ଙ୍କ ସ୍ତ୍ରୀ ବେସୀ ସୋ-ସି-ଆ-ଲ ମି-ଡି-ଆ ରେ ଆସନ୍ତି ନାହିଁ । ଶକ୍ତି ମିଶ୍ର ବର୍ତ୍ତମାନ ସୋସିଆଲ ମିଡିଆ ରୁ ଦୂରେଇ ଯାଇଛନ୍ତି ମାତ୍ର ତାଙ୍କର ଏଭରଗ୍ରୀନ ଗୀତ ନିମନ୍ତେ ସେ ଆଜି ମଧ୍ୟ ଘରେ ଘରେ ପରିଚିତ ।

୪- “ଅଭିଜିତ ମଜୁମଦାର”- ବନ୍ଧୁଗଣ ଅଭିଜିତ ମଧ୍ୟ ଓଡିଆ ପ୍ଲେ ବ୍ୟାକ ସିଙ୍ଗର ଅଟନ୍ତି । ବନ୍ଧୁଗଣ ଅଭିଜିତ ଙ୍କ ସ୍ତ୍ରୀ ଙ୍କର ନାମ “ରଞ୍ଜିତା ମଜୁମଦାର” ଅଟେ ।

୫- “ଗୁଡଲି ରଥ”- ବନ୍ଧୁଗଣ ଗୁଡଲି ଜଣେ ଲୋକପ୍ରିୟ ଗାୟକ ହିସାବରେ ଆଜି ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରି ରେ ଆକ୍ଟିଭ ଅଛନ୍ତି । ବନ୍ଧୁଗଣ ଗୁଡଲି ଙ୍କର ପତ୍ନୀ ଙ୍କ ନାମ “ମିଲି ରଥ” ଅଟେ । ଉଭୟଙ୍କର ଏକ ଝିଅ ମଧ୍ୟ ରହିଅଛି । ବନ୍ଧୁଗଣ ଓଲିଉଡ ରେ ଅନେକ ଗୟାକ ନିଜ ଫ୍ୟାମିଲି କୁ ସୋ-ସି-ଆ-ଲ ମି-ଡି-ଆ ଠାରୁ ଦୂରେଇ ରଖିଥାନ୍ତି । ମାତ୍ର କେତେକ ଅଭିନେତା ତଥା ଗାୟକ ଗାୟିକା ନିଜ ପରିବାର ସହିତ ବିତାଇଥିବା ସମସ୍ତ ମୁହୂର୍ତ କୁ ଫ୍ୟାନ୍ସ ମାନଙ୍କ ଗହଣରେ ସେୟାର କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *