ପୁଣି ଚର୍ଚ୍ଚାରେ Trailokya Ray, ରଥଯାତ୍ରା ଉପଲକ୍ଷେ ଗାଇଲେ ଜଗନ୍ନାଥ ଭଜନ, ଯାହା ଏବେ ସୋସିଆଲ ମିଡିଆରେ ହେଇଛି ଭାଇରାଲ. ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଶିଶୁ କଣ୍ଠଶିଳ୍ପୀ ଙ୍କୁ ଆପଣ ମାନେ ଦେଖିଥିବେ । ସେମାନଙ୍କ ସଙ୍ଗୀତ ଅନେକ ଦର୍ଶକଙ୍କ ମନକୁ ମୋହୀ ନେଇଥାଏ । ବନ୍ଧୁଗଣ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଅନେକ ଭି-ଡି-ଓ ଭ-ଇ-ରା-ଲ ହେଉଅଛି । ଏଥି ମଧ୍ୟରୁ ଆପଣମାନେ “ତ୍ରୟଲୋକ୍ୟ ରୟ” ଙ୍କୁ ନିଶ୍ଚିତ ଦେଖିଥିବେ ।

ବନ୍ଧୁଗଣ ମୁଁ ସ୍କୁଲ ରେ ପଢୁଛି ଗୀତ ରେ ଚର୍ଚ୍ଚିତ ହୋଇଥିବା ତ୍ରୟଲୋକ୍ୟ ବର୍ତ୍ତମାନ ଆଉ ଏକ ଗୀତ ଗାଇବାକୁ ଯାଉଛନ୍ତି । ଆସନ୍ତୁ ବର୍ତ୍ତମାନ ତାଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ବନ୍ଧୁଗଣ, ତ୍ରୟଲୋକ୍ୟ ବର୍ତ୍ତମାନ ହିଟ ପରେ ହିଟ ଗୀତ ଦେଇ ଚାଲିଛନ୍ତି । ବନ୍ଧୁଗଣ ସଚେତନତା ଧର୍ମୀ ଗୀତ ପରେ ବର୍ତ୍ତମାନ ଭଜନ ଦୁନିଆରେ ନିଜର ପାଦ ଥାପିଛନ୍ତି ତ୍ରୟଲୋକ୍ୟ । ବନ୍ଧୁଗଣ ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତ ହୋଇ ଥିବା ଏକ ସଙ୍ଗୀତ ରେ ନିଜର ସ୍ଵୋର ଦେଇଛନ୍ତି “ତ୍ରୟଲୋକ୍ୟ” ।

ବନ୍ଧୁଗଣ ତ୍ରୟଲୋକ୍ୟ ଙ୍କ ବ୍ୟତୀତ ଏହି ଗୀତ ରେ “ସିଦ୍ଧି ସନ୍ଧ୍ୟା ବିନ୍ଧାଣି” ଏବଂ “ଶାଶ୍ଵତୀ ଆଚାର୍ଯ୍ୟ” ଙ୍କ ସହିତ ନିଜର ଅନ୍ଦାଜ ରେ ପ୍ରଭୁ ଜଗନ୍ନାଥ ଙ୍କ ସ୍ତୁତି ପାଠ କରିଛନ୍ତି ତ୍ରୟଲୋକ୍ୟ । ବନ୍ଧୁଗଣ ତ୍ରୟଲୋକ୍ୟ ଙ୍କୁ ମି-ଡି-ଆ ଭାଇମାନେ ପ୍ରଶ୍ନ ପଚାରିଥିଲେ ଯେ, ତୁମ୍ଭେ ତ ଆଗରୁ ଭଜନ ଗାଇ ନଥିଲା ବର୍ତ୍ତମାନ କିଭଳି ଲାଗୁଛି ? ତ୍ରୟଲୋକ୍ୟ କହିଥିଲେ ନା ମୁଁ ଆଗରୁ ଭଜନ ଗାଇ ନାହିଁ ମାତ୍ର ବର୍ତ୍ତମାନ ଭଜନ ଗାଇବାରୁ ଭଲ ଲାଗୁଛି ।

ପ୍ରଥମ ଥର ଭଜନ ଗାଇ ମତେ ବହୁତ ଖୁସି ଲାଗୁଛି । ସେ ଏହା ମଧ୍ୟ କହିଥିଲେ ଯେ, ମୁଁ ପ୍ରଭୁ ଜଗନ୍ନାଥ ଙ୍କ ପୂଜା କରେ । ବନ୍ଧୁଗଣ ଆଉ ଦିନ କେତେଟା ପରେ ମହାପ୍ରଭୁ ଙ୍କର ରଥଯାତ୍ରା ଏବଂ ଘୋସ ଯାତ୍ରା ଅଟେ । ଓଡିଶାର ପୁରପଲ୍ଲୀ ବର୍ତ୍ତମାନ ଜଗନ୍ନାଥ ମୟ । ବନ୍ଧୁଗଣ ଏହି କଥାକୁ ଆଖି ଆଗରେ ରଖି ଗୀତିକାର ମିଳନ ମହାପାତ୍ର ଙ୍କ ଦ୍ଵାରା ଲିଖିତ ଗୀତ କୁ ସଙ୍ଗୀତରେ ସଜାଇଛନ୍ତି “କୁମାର ତାପସ” ।

ବନ୍ଧୁଗଣ ଏହି ଗୀତା ର ପ୍ରଯୋଜକ ରହିଛନ୍ତି “ଶୁଭମ ଦାସ” । ତେବେ ଏହି ଗୀତ କୁ ଲୋକେ ବହୁତ ଅଧିକ ପସନ୍ଦ କରିବେ ବୋଲି ଆଶା ରଖାଯାଇଅଛି । ବନ୍ଧୁଗଣ ପ୍ରଯୋଜକ କହିଛନ୍ତି ଭା-ଇ-ରା-ଲ ହୋଇ ଆସୁଥିବା ତ୍ରୟଲୋକ୍ୟ ଦିନକୁ ଦିନ ମ୍ୟୁଜିକ ଇଣ୍ଡଷ୍ଟ୍ରୀ ରେ ନିଜର ବିସ୍ତାର ବନାଇଛନ୍ତି ।

ବନ୍ଧୁଗଣ ଗୋଟିଏ ରୁରାଲ ଏରିଆ ରୁ ତ୍ରୟଲୋକ୍ୟ ଆସି ବର୍ତ୍ତମାନ ମ୍ୟୁଜିକ ଇଣ୍ଡଷ୍ଟ୍ରୀ ରେ ନିଜର କଳା ର ପ୍ରଦର୍ଶନ କରି ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି । ଏହି ଭଜନ ଟି ଭଲ ଲାଗିବା ବୋଲି ପ୍ରଯୋଜକ କହିଛନ୍ତି । ବନ୍ଧୁଗଣ ତ୍ରୟଲୋକ୍ୟ ଖୋର୍ଦ୍ଧା ନିଆଳି ଗାଁ ରେ ନିଜ ପରିବାର ସହିତ ରୁହନ୍ତି ।

ମାତ୍ର ଖୁବ କମ ବୟସରେ ଏଭଳି ଭାବରେ ଫେମସ ହୋଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ତ୍ରୟଲୋକ୍ୟ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *