ଚଳଚିତ୍ର ଦୁନିଆ ଏମିତି ଗୋଟେ ଦୁନିଆ ଯେଉଁଠି ଲୋକ ନିଜ ଭାଗ୍ୟ ଅନୁଯାଇ କାମ ପାଇଥାନ୍ତି, ତେବେ ଆଜି ଆମେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଅଭିନୟ କରିବା ପାଇଁ ପ୍ରୋଡ୍ୟୁସର ଓ ଡାଇରେକ୍ଟର ମାନଙ୍କ ସହ ଦୁଷ୍କର୍ମ କରିବାକୁ ପଡିଥାଏ ।
ତେବେ ଅଭିନେତ୍ରୀ ମାନଙ୍କୁ ଅଭିନୟ ପାଇବା ପାଇଁ ସବୁଠାରୁ ଅଧିକ ସୁନ୍ଦରତା ଆବଶ୍ୟକ ହୋଇଥାଏ । ତେବେ କିଛି ଅଭିନେତ୍ରୀ ସୁନ୍ଦର ହେଲେ ମଧ୍ୟ ବହୁତ ଭଲ କାମ ପାଇ ନଥାନ୍ତି, ତେବେ ଏହା ପରେ ସେ କୌଣସି ଧନୀ ଘର ଲୋକକୁ ଦେଖି ବିବାହ କରି ଥାନ୍ତି ।

୧. ଟିସ୍କା ଚୋପଡା :
ଟିସ୍କା ଚୋପଡା ବଲୀଉଡ ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି, ଟିସ୍କା ନିଜ ଗୋଟେ ଇଣ୍ଟରଭ୍ୟୁରେ କହିଥିଲେ ବଲୀଉଡ ଜାଗାତରେ କାମ ପାଇବାକୁ ହେଲେ ସୁନ୍ଦରତା ସହ ଅନ୍ୟ ଦୁଷ୍କର୍ମ ମଧ୍ୟ କରିବାକୁ ପଡିଥାଏ । ତେବେ ନିଜ ଇଣ୍ଟରଭ୍ୟୁରେ ଟିସ୍କା ନିଜେ କହିଥିଲେ, ବଲୀଉଡରେ ତାଙ୍କୁ ମଧ୍ୟ ଡାଇରେକ୍ଟର ସହ ଶୋଇବାକୁ କୁହା ଯାଇଥିଲା । ତେବେ ଟିସ୍କା ମଧ୍ୟ କହିଛନ୍ତି ଯେ ତାଙ୍କୁ କାମ ପାଇବା ପାଇଁ ବହୁତ ଥର ଶାରୀରିକ ଶୋଷଣ ଶିକାର ହବାକୁ ପଡିଛି ।

୨. ପ୍ରୀତି ଜୈନ :
ପ୍ରୀତି ଜୈନ ଏମିତି ଜେନ ଅଭିନେତ୍ରୀ ଅଟନ୍ତି ଯିଏ ଅଭିନୟ କରିବା ପାଇଁ ମଧୁର ଭଣ୍ଡାରକର ନାମକ ଡାଇରେକ୍ଟର ସହ ସମ୍ବନ୍ଧ ରଖିଥିଲେ କିନ୍ତୁ ତାଙ୍କୁ କୌଣସି ଚଳଚିତ୍ରରେ କାମ ମିଳିଲା ନାହିଁ, ଯାହା ପରେ ସେ ମଧୁର ଭଣ୍ଡାରକର ନାରେ ଶାରୀରିକ ଶୋଷଣ ଏଫଆଇଆର ମଧ୍ୟ କରିଥିଲେ ।

୩. ପ୍ରିୟଙ୍କା ଚୋପଡା :
ଆପଣ ମାନେ ପ୍ରିୟଙ୍କା ଚୋପଡାଙ୍କୁ ବେସ ଭଲ ଭାବରେ ଜାଣିଛନ୍ତି, ତେବେ ପ୍ରିୟଙ୍କା କେବଳ ବଲୀଉଡ ନୁହ ଅପିତୁ ହଲିଉଡରେ ମଧ୍ୟ ନିଜ ନା ରଖିଛନ୍ତି, ତେବେ ପ୍ରିୟଙ୍କା ଯେଉଁ ସଫଳତା ପ୍ରାପ୍ତ କରିଛନ୍ତି ତାହା ବହୁତ କମ ଅଭିନେତ୍ରୀ ପାଇ ଥାନ୍ତି କିନ୍ତୁ ତାଙ୍କ ଅଭିନୟ ଦୁନିଆରେ ଆରମ୍ଭ ସମୟରେ ଡାଇରେକ୍ଟର ସହ ଦୁଷ୍କର୍ମ କରିବାକୁ ପଡିଥିଲା ଯାହା ଦ୍ଵାରା ତାଙ୍କୁ ଅଭିନୟ ପାଇଁ ଅବସର ପ୍ରାପ୍ତ ହୋଇଥିଲା ।

୪. ପାୟଲ ରୋହାତଗି :
ପାୟଲ ରୋହାତଗି ଏମିତି ଗୋଟେ ଅଭିନେତ୍ରୀ ଯିଏ ନିଜ ବୋଲ୍ଡ ଅବତାର ପାଇଁ ପ୍ରଚଳିତ ଅଟନ୍ତି, ପାୟଲ ମଧ୍ୟ ନିଜ ବହୁତ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ବଲୀଉଡରେ ବହୁତ ଶାରୀରିକ ଶୋଷଣ ହୋଇଥାଏ ଯାହା ଦ୍ଵାରା ବହୁତ ଲୋକଙ୍କୁ ଅସୁବିଧା ସାମ୍ନା କରିବାକୁ ପଡିଥାଏ ଓ ସଠିକ କଳା ସାମ୍ନାକୁ ଆସି ପାରେ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।