ଫିଲ୍ମ ‘Raja Hindustani’ର ଗୀତ ପରଦେଶୀ ପରଦେଶୀ ଜାନା ନାହିଁ ରେ ବଞ୍ଜାରନର ଅଭିନୟ କରିଥିବା Actress ଆଜି ଦେଖାଯାଛନ୍ତି ଏତେ Hot

ବଲିଉଡ ଜଗତରେ ଏମିତି ବହୁତ୍ କମ ଫିଲ୍ମ ବର୍ତମାନ ଆସୁଚି ଯାହାକୁ ଲୋକେ ଦେଖିକି ମନେ ରଖିଛନ୍ତି ବା ବାରମ୍ବାର ଇଚ୍ଛା କରନ୍ତି । ତେବେ ଆପଣଙ୍କ ଜୀବନରେ ମଧ୍ୟ ଏମିତି କିଛି ଫିଲ୍ମ ଥିବ ଯାହାକୁ ଆପଣଙ୍କୁ  ବାରମ୍ବାର ଦେଖିବାକୁ ଇଛା ହଉଥିବ । ଆଜିକା ସମୟରେ ବହୁତ୍ କମ ଏମିତିକା ଫିଲ୍ମ ଆସୁଛନ୍ତି ଯେଉଁଥିରେ କାହାଣୀ ଭଲ ରହିଅଛି ଆଉ ଲୋକେ ନିଜ ପରିବାର ସହ ବସି ତାକୁ ଦେଖି ପାରିବେ ।  ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିବା ପାଇଁ ଆପଣ ମାନେ ସମସ୍ତେ କେବେ ନା କେବେ ଭାବିଥିବେ ।

ତେବେ ୯୦ ଦଶକ ଚଲଚିତ୍ର ରାଜା ହିନ୍ଦୁସ୍ତାନୀ ସମସ୍ତେ ଦେଖିଥିବେ ଆଉ ବହୁତ୍ ପଶନ୍ଦ ମଧ୍ୟ କରିଥିବେ ଆଜିବି ଲୋକେ ଏହି ଭଳି ଫିଲ୍ମ ଦେଖିବାକୁ ଇଛା କରନ୍ତି ଆଉ ପରିବାର ସହ ବସି ଦେଖନ୍ତି । ଏହି ଫିଲ୍ମ ର ବହୁତ୍ ପ୍ରଚଳିତ ଗୋଟେ ଗୀତ ଅଛି ପରଦେଶୀ ପରଦେଶୀ ଏହି ଗୀତକୁ ଆପଣ ମାନେ ନିଶ୍ଚିନ୍ତ ଶୁଣିବାକୁ ପାଇଥିବେ ଏହି ଗୀତରେ ଆପଣଙ୍କୁ ଗୋଟେ ବଞ୍ଜାରନ ଭାବରେ ଜଣେ ଅଭିନେତ୍ରୀ ଦେଖା ଯାଇଥିବେ ।

ତାଙ୍କ ନାମ ପ୍ରତିଭା ଅଟେ । ଏହି ଫିଲ୍ମ ଦ୍ୱାରା ପ୍ରତିଭାଙ୍କୁ ନିଜ କରିଆର ରେ ବହୁତ୍ ଲାଭ ହେଇଥିଲା ତାଙ୍କ ନାଚ ଆଉ ଅଭିନୟ ଦର୍ଶକ ମାନଙ୍କୁ ବହୁତ୍ ପଶନ୍ଦ ଆସିଥିଲା । ଏହି ଫିଲ୍ମରେ କରୀଶ୍ମା ଆଉ ଆମିର ଖାନଙ୍କ ଯୋଡିକୁ ସମସ୍ତେ ବହୁତ୍ ପସନ୍ଦ କରିଥିଲେ ଆଉ ଯେତେବେଳେ କରିଶ୍ମା କପୁର ଆମୀର ଖାନଙ୍କୁ ଛାଡ଼ି କି ଯାଉଥିଲେ ସେହି ସମୟରେ ଏହି ଗୀତ ଆରମ୍ଭ ହୋଇଥିଲା ।

ଏହି ଗୀତ ଆଜିବି ଲୋକଙ୍କ ହୃଦୟ ଭାଙ୍ଗିଲେ ସେ ଗାଇବାକୁ ଚେଷ୍ଟା କରନ୍ତି ଆଉ ଥରେ ଯାହା ହେଲେ ଶୁଣିବାକୁ ଇଛା କରନ୍ତି । ଏହି ଗୀତରେ ପ୍ରତିଭାଙ୍କ ଅଭିନୟ ଓ ତାଙ୍କ ନାଚ ଦ୍ୱାରା ସମସ୍ତଙ୍କ ମନ କିଣି ନେଇଥିଲେ । କିନ୍ତୁ କଣ୍ ଆପଣ ଜାଣିଛନ୍ତି କରିଆର୍ ଭଲ ସମୟରେ ପ୍ରତିଭା ନିଜ ଘର ଅସୁବିଧାରେ ପଡ଼ିଥିଲେ ଆଉ ଏହି ସବୁ ପାଇଁ ନିଜକୁ ଦାଈ ବିଚାର କରୁଥିଲେ ।

କାହିଁକିନା ପ୍ରତିଭାଙ୍କୁ ନଦୀମ ସହ ପ୍ରେମ ହୋଇଥିଲା ଯାହା ବିରୁଦ୍ଧରେ ତାଙ୍କ ଘର ଲୋକେ ଥିଲେ ଆଉ ଏହି କାରଣରୁ ସେ ନିଜ କରିଅର୍ ପାଇଁ କିଛି କରି ପାରିଲେ ନାହିଁ କିନ୍ତୁ ବର୍ତମାନ ସେ ଆଗ ଅପେକ୍ଷା ମୋଟି ହେଇ ଯାଇଛନ୍ତି ଆଉ ଦେଖିବା ପାଇଁ ବହୁତ୍ ବଦଳି ଯାଇଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *