ମଜେଦାର ଯୋକ୍ସ : ସ୍ତ୍ରୀ – ସତ ସତ କୁହ ତମେ, କେତେ ଜଣଙ୍କ ସହ ସୋଇଛ ? ସ୍ଵାମୀ- ତମ ଛଡା…

ଯେଉଁ ଭଳି ଭଲ ଖାଦ୍ୟ, ପାନୀୟ ଓ ଭଲ ପବନର ଆବଶ୍ୟକ ରହେ  ସ୍ୱାସ୍ଥ୍ୟ ପାଇଁ ସେହିଭଳି ଶରୀର ପାଇଁ ଖୁସି ରହିବା ନିହାତି ଦରକାର ସେଥିପାଇଁ ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ହସର ବହୁତ ଆବଶ୍ୟକ ହୋଇଥାଏ । ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ ।

୧. ଛୁଆବେଳେ ଶୁଣିବାକୁ ପାଇଥିଲେ ଯେ ଗରମ ଉଲରେ ହୋଇଥାଏ ।

Image Courtesy: Google

ସ୍କୁଲରେ ଜଣା ପଡିଲା ଗରମ ଜୁନରେ ଆସିଥାଏ । ଘରେ ବାପା କହିଲେ ଗରମ ରକ୍ତରେ ହୋଇଥାଏ । ଜୀବନରେ ବହୁତ ଧକା ଖାଇବା ପରେ ମୁଁ ଜାଣି ପାରିଲି ଯେ ଗରମ ନା ଜୁନରେ, ନା ରକ୍ତରେ ନା ଉଲରେ ଥାଏ, ଗରମ ତ ଖାଲି ଟଙ୍କାର ଯୁନୁନରେ ଥାଏ ।

୨. ଗୋଟେ ସ୍ଵାମୀ ସ୍ତ୍ରୀ ତବେଲାକୁ ଗଲେ ।

ଗୋଟେ ଷଣ୍ଢ ଗାଈ ସହ ସଂଭୋଗ କରୁଥିଲା ।

ଏହା ଦେଖି ସ୍ତ୍ରୀ ମେନେଜରକୁ ପଚାରିଲେ, ଏହି ଷଣ୍ଢ ଦିନରେ କେତେ ଥର ସଂଭୋଗ କରିଥାଏ ।

ମେନେଜର – ଦିନରେ ୬ଥର ସଂଭୋଗ କରିଥାଏ ।

ଏହି କଥା ଶୁଣି ସ୍ତ୍ରୀ ସ୍ଵାମୀକୁ ଦେଖି କହିଲା – ଦେଖୁଛ ।

ଏହି କଥା ଶୁଣି ସ୍ଵାମୀ ମେନେଜରକୁ ପଚାରିଲେ ଏହି ଷଣ୍ଢ ଗୋଟେ ଦିନରେ ଗୋଟେ ଗାଈ ସହ ୬ଥର ସଂଭୋଗ କରେ ।

Image Courtesy: Google

ମେନେଜର କହିଲା – ନାହିଁ ସାର ସବୁଥର ଅଲଗା ଅଲଗା ଗାଈ ସହ ସଂଭୋଗ କରିଥାଏ । ଏହି କଥା ଶୁଣି ସ୍ଵାମୀ ନିଜ ସ୍ତ୍ରୀକୁ କହିଲା ଦେଖିଲ ।

୩. ସ୍ଵାମୀ – ଆଜି ରୋଷେଇ କଣ ପାଇଁ କଲ ନାହିଁ ?

ସ୍ତ୍ରୀ – ପଡି ଯାଇଥିଲି ଆଉ ଲାଗି ଗଲା ।

ସ୍ଵାମୀ – କୌଠି ପଡିଗଲ ଓ କଣ ଲାଗି ଗଲା ?

ସ୍ତ୍ରୀ – ତକିଆ ଉପରେ ପଡି ଗଲି ଓ ଆଖି ଲାଗି ଗଲା ।

୪. ସ୍ତ୍ରୀ – ସତ ସତ କୁହ ତମେ, କେତେ ଜଣଙ୍କ ସହ ସୋଇଛ ?

ସ୍ଵାମୀ – ତମ ଛଡା କାହା ସହ ବି ନୁହ ।

ସ୍ତ୍ରୀ – ମିଛ, ସତ ସତ କୁହ, ତମକୁ ମୋ ରାଣ ।

ସ୍ଵାମୀ – ସୋଇଛି ତମ ସହ, ଅନ୍ୟ ସହ ଚେଇଁଛି ସବୁବେଳେ ।

Image Courtesy: Google

୫. ଗୋଟେ ଫୋନରେ ହଟାତ ଅନନୋନ କଲ ଆସିଲା ।

ଝିଅ – କଣ ଆପଣ ବିବାହିତ ଅଛନ୍ତି ?

ବ୍ୟକ୍ତି – ନା, କିନ୍ତୁ କଣ ଆପଣ ଅଛନ୍ତି ?

ଝିଅ – ତମ ସ୍ତ୍ରୀ, ଆଜି ଘରକୁ ଆସ ତମ କଥା ବୁଝୁଛି ।

କିଛି ସମୟ ପରେ ଆଉଥରେ ଅନନୋନ ନଂରୁ ଫୋନ ଆସିଲା ।

ଝିଅ – କଣ ତମେ ବିବାହିତ ଅଛ ?

ବ୍ୟକ୍ତି – ହଁ, କିନ୍ତୁ ତମେ କିଏ ?

ଝିଅ – ମୁଁ ତମ ଗର୍ଲଫ୍ରେଣ୍ଡ, ଧୋକେବାଜ ।

ବ୍ୟକ୍ତି – ସଋ ବେବି ମତେ ଲାଗିଲା ମୋ ସ୍ତ୍ରୀ ର ଫୋନ ।

ଝିଅ – ତମ ସ୍ତ୍ରୀ କହୁଛି ଆଜି ଘରକୁ ଆସ ତମେ ବଞ୍ଚିବନି ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *