ଫୁସଫୁସରେ ସଂକ୍ରମଣ କେମିତି ଅଟକାଇ ପାରିବେ ? Dr. Arvind Kumar

ମ-ହା-ମା-ରୀ ବର୍ତ୍ତମାନ ସମୟରେ ଆମ ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏମିତିରେ କେତେକ ଲୋକମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି ।

କିନ୍ତୁ ଘରେ ରହି ଚିକିତ୍ସିତ ହେଉଥିବା କେତେ ରୋ-ଗୀମାନେ କେତେକ କଥାକୁ ନେଇ ଚିନ୍ତିତ ମଧ୍ୟ ହେଉଛନ୍ତି । କହିବାକୁ ଗଲେ ପ୍ରାୟତଃ ଲୋକମାନେ ନିଜର ଫୁସଫୁସ ସଂ-କ୍ର-ମି-ତକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି । ଏମିତିରେ ଆପଣ କେମିତି ଜାଣିବେ କି ଆପଣଙ୍କର ଫୁସଫୁସ ସଂ-କ୍ର-ମି-ତ ହୋଇଛି କି ନାହିଁ, ଏହା ସହିତ ଏହାକୁ ରୋକିବା ପାଇଁ କଣ କରିବେ, ଏହା ବିଷୟରେ ଜାଣିବା ପାଇଁ ଆପଣ କଣ କରି ପାରିବେ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । କହିବାକୁ ଗଲେ ଏଥିପାଇଁ ଲୋକମାନେ ବିଭିନ୍ନ ପ୍ରକାରର ପରୀକ୍ଷା କରୁଛନ୍ତି ।

କହିଦେଉଛୁ କି ମ-ହା-ମା-ରୀର ଦୁଇଟି ଭାଗ ଅଛି । ପ୍ରଥମ ୫ ରୁ ୭ ଦିନ, ଏହା ମଧ୍ୟରେ ପ୍ରାୟତଃ ଜର ଓ ମ-ହା-ମା-ରୀର କିଛି ଲକ୍ଷଣ ଦେଖାଯାଏ । ଏହା ମଧ୍ୟରେ ଫୁସଫୁସ ସଂ-କ୍ର-ମ-ଣର ଭୟ ଅଳ୍ପ ଥାଏ । କିନ୍ତୁ ୮ ରୁ ୧୪ ଦିନ ମଧ୍ୟରେ ଫୁସଫୁସ ସଂ-କ୍ର-ମ-ଣ ହୋଇପାରେ । ଏମିତିରେ ଆପଣ ପ୍ରଥମ ସପ୍ତାହରେ ଯେତେବେଳେ ଆପଣ ମ-ହା-ମା-ରୀର ଚିକିତ୍ସିତ ହେଉଛନ୍ତି ସେହି ସମୟରେ ଆପଣ କିଛି ସରଳ ଉପାୟ କରି ନିଜର ଅକ୍ସିଜେନ ଲେବୁଲକୁ ବଢିବା ସହିତ ଫୁସଫୁସ ସଂ-କ୍ର-ମ-ଣର ଭୟକୁ ବି କମ କରି ପାରିବେ ।

ପ୍ରଥମେ ଆପଣ ଲମ୍ବା ନିଶ୍ଵାସ ନେଇ ଅଟକାଇ ରଖନ୍ତୁ । ଯଦି ଆପଣ ନିଶ୍ଵାସକୁ ୨୫ ସେକନ୍ଡ ପର୍ଯ୍ୟନ୍ତ ରଖି ଦେଉଛନ୍ତି ତେବେ ଆପଣ ଜଣେ ସୁସ୍ଥ ବ୍ୟକ୍ତି ଅଟନ୍ତି । ଏହା ସହିତ ଯଦି ଆପଣଙ୍କ ନିଶ୍ଵାସ ଅଟକାଇବାର ସମୟ ବଢିବାରେ ଲାଗିବ ତେବେ ଆପଣ ଜାଣି ଯିବେ କି ଆପଣଙ୍କ ଫୁସଫୁସ ସୁସ୍ଥ ଅଛି । କିନ୍ତୁ ଯଦି ନିଶ୍ଵାସକୁ ଅଟକାଇ ରଖିବାର ସମୟ ଧୀରେ ଧୀରେ କମ ହେବାରେ ଲାଗିବ ତେବେ ଜାଣି ନିଅନ୍ତୁ କି ଆପଣଙ୍କର ଫୁସଫୁସରେ ସମସ୍ୟା ଅଛି ।

କିନ୍ତୁ ଯଦି ଆପଣ ନିଶ୍ଵାସକୁ ଅଟକାଇବାର ସମୟ ଦିନକୁ ଦିନ ବୁଦ୍ଧି କରୁଛନ୍ତି ତେବେ ଆପଣଙ୍କର ଅକ୍ସିଜେନର ଲେବୁଲ ବଢୁଛି ଓ ଫୁସଫୁସ ବି ମଜବୁତ ହେଉଛି । ଏହାକୁ ଆପଣ ସୁସ୍ଥ ସମୟରେ କରି ନିଜର ଅକ୍ସିଜେନର କ୍ଷମତାକୁ ବଢାଇ ବି ପାରିବେ ।

ଦ୍ଵିତୀୟ ପରୀକ୍ଷା ହେଉଛି ଆପଣ ପ୍ରଥମେ ଅକସି ମିଟରରେ ନିଜର ଅକ୍ସିଜେନର ଲେବୁଲକୁ ଚେକ କରନ୍ତୁ । ଏହା ପରେ ୬ ମିନିଟ ଚାଲିବା ପରେ ନିଜର ଅକ୍ସିଜେନର ଲେବୁଲକୁ ଦେଖନ୍ତୁ । ଯଦି ଦୁଇଥର ଆପଣଙ୍କର ଅକ୍ସିଜେନର ଲେବୁଲ ୯୫ ରୁ ଅଧିକ ଅଛି ତେବେ ବୁଝି ଯାଆନ୍ତୁ କି ଆପଣ ସୁସ୍ଥ ଅଛନ୍ତି । ନଚେତ ଯଦି ଚାଲିବା ପରେ ଆପଣଙ୍କର ଅକ୍ସିଜେନର ଲେବୁଲ କମ ହୋଇ ଯାଉଛି ତେବେ ଆପଣ ଫୁସଫୁସ ଜନିତ କୌଣସି ରୋ-ଗରେ ଅସୁସ୍ଥ ଅଛନ୍ତି । ଏହି ପରିସ୍ଥିତି ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Leave a Reply

Your email address will not be published. Required fields are marked *