ଅକ୍ସିଜେନ ଲେବଲ ବଢାଇବାର ଘରୋଇ ଉପଚାର, ୯୫ ଠାରୁ ତୁରନ୍ତ ଉପରକୁ ଉଠିବ ଏହି 1 ଜିନିଷରେ

ଆଜିକା ସମୟରେ ଆକ୍ସିଜନ କେତେ ଆବଶ୍ୟକ ତାହା ଆପଣ ମାନେ ଜାଣି ପାରୁଥିବେ, ତେବେ ଆକ୍ସିଜନ ସହଜରେ ବାତାବରଣରେ ପ୍ରାପ୍ତ ହେଉଥିଲା ବୋଲି ଲୋକେ ଏହାର ମୂଲ୍ୟ ବୁଝି ପାରୁ ନଥିଲେ ।

କିନ୍ତୁ ଆଜି ବାତାବରଣରେ ଥାଇ ମଧ୍ୟ ଆମ ଶରୀରକୁ ପର୍ଯାପ୍ତ ମାତ୍ରାରେ ଯେତେବେଳେ ଆକ୍ସିଜନ ପ୍ରାପ୍ତ ହେଉ ନାହିଁ ସେତେବେଳେ ଅସୁବିଧା ଆରମ୍ଭ ହେଉଛି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ଫୁସ ଫୁସ ସଫା ରହିବ ଆଉ ଆପଣଙ୍କ ନିଶ୍ଵାସରେ କୌଣସି ପ୍ରକାର ଅସୁବିଧା ଜଣା ପଡିବ ନାହିଁ ।

କରୋନା ଦିନକୁ ଦିନ ବଧ ବଢି ଯାଉଛି ଆଉ ବୈଜ୍ଞାନିକ ମନେ ଏହାର ଟୀକା ବାହାର କରିବାରେ ଲାଗିଛନ୍ତି, ତେବେ ଔଷଧ ନ ଆସିବା ପର୍ଯ୍ୟନ୍ତ ଆମକୁ ସତର୍କ ହୋଇ ରହିବାକୁ ହବ । ଆପଣଙ୍କୁ ଆମେ ଯେଉଁ ଉପାୟ କହିବାକୁ ଯାଉଛୁ ତାହା ପାଇଁ ଆପଣଙ୍କୁ ଜୁଆଣୀ ଆଉ କର୍ପୁର ଆବଶ୍ୟକ ଅଟେ । ଆପଣଙ୍କୁ ଦୁଇ ଚାମଚ ଜୁଆଣୀ ନବାର ଅଛି ଏହାକୁ ହେମଦସ୍ତାରେ ଟିକେ ଛେଚି ଦିଅନ୍ତୁ, ମନେ ରଖିବେ ପାଉଡର କରିବେ ନାହିଁ କେବଳ ତା ସୁଗନ୍ଧ ବାହାରିବା ପାଇଁ ତାକୁ ୩ରୁ ୪ ଥର ଛେଚି ଦେବେ ।

ଏହା ପରେ ଦୁଇ ଚାମଚ ଜୁଆଣୀ ଗୋଟେ ବଡ କର୍ପୁର ଗୁଜୁରାତି ଆଉ କିଛି ଲବଙ୍ଗ ଗୋଟେ ଛୋଟ ଡବାରେ ରଖି ଦିଅନ୍ତୁ ଏହା ପରେ ଡବା ପଛରେ କଣା କରି ଦିଅନ୍ତୁ । ଏହା ପରେ ଆପଣ ସେହି ଡବା ନିଜ ଶୋଇବା ରୁମରେ ରଖି ଦିଅନ୍ତୁ । ଏହା ପରେ ଆପଣଙ୍କୁ ସବୁ ଦିନ କିଛି ଯୋଗ କରିବା ଆବଶ୍ୟକ ଆଉ ମନେ ରଖନ୍ତୁ ପ୍ରାଣାୟମ ଆଉ ଅନୁଲୋମ ବିଲୋମ ନିଶ୍ଚିନ୍ତ କରନ୍ତୁ ଏହା ଆପଣଙ୍କ ଫୁସ ଫୁସକୁ ମଜବୁତ କରିଥାଏ ।

ଆପଣଙ୍କୁ ଆଉ ଗୋଟେ ଆବଶ୍ୟକ ଉପାୟ କରିବାର ଅଛି ଆପଣଙ୍କୁ ଗୋଟେ ବସନରେ ଦୁଇ ଗ୍ଳାସ ପାଣି ନବାର ଅଛି ସେଥିରେ କିଛି ପୁଦିନା ପତ୍ର ପକାନ୍ତୁ ତା ପରେ ଦୁଇ ଚାମଚ ଜୁଆଣୀ ଏହାକୁ ଭଲ ଭାବରେ ଫୁଟିବାକୁ ଦିଅନ୍ତୁ ଯେତେବେଳେ ପାଣି ଭଲରେ ଫୁଟିଯିବ ସେଟବେଳେ ଯଷ୍ଟ ଗ୍ୟାସ ବନ୍ଦ କରିବା ଆଗରୁ ସେଥିରେ କିଛି କର୍ପୁର ପକାନ୍ତୁ ଏହା ପରେ ମୋଟା ଗରମ ଟାୱେଲ ନେଇ ବାମ୍ଫ ନିଅନ୍ତୁ ଦେଖିବେ ଆପଣଙ୍କ ନାକ ସବୁ ରାସ୍ତା ଖୋଲି ଜୀବ ଆପଣଙ୍କ ଫୁସ ଫୁସ ଇନଫେକସନ ମଧ୍ୟ ଭଲ ହବ ।

ତେବେ ଏହାକୁ ଦିନ ସାରା ମଧ୍ୟରେ ଥରେ ନିଶ୍ଚିନ୍ତ କରନ୍ତୁ ଦେଖିବେ ଆପଣଙ୍କ ପାଇଁ ବହୁତ ଲାଭକାରୀ ହବ । ତେବେ ଏହି ଉପାୟ ସବୁ ଦିନ କରିବା ଦ୍ଵାରା ଆପଣଙ୍କୁ ଫ୍ରେସ ଲାଗିବ ଆଉ ଦେଖିବେ ଆପଣଙ୍କ ଆକ୍ସିଜନ ଲେବଲ ବଢି ବଢି ଜୀବ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ସଂକେତ ଅଟେ ।

Leave a Reply

Your email address will not be published. Required fields are marked *