କାଲି ସକାଳୁ ହଟାତ ଏହି ରାଶି ମାନଙ୍କର ଚମକି ଉଠିବ ଭାଗ୍ୟ, ମିଳିବ ବଡ ଖୁସି ଖବର

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଆମ ଜୀବନରେ ଯଦି ହଟାତ କିଛି ଖୁସି ଖବର ଆସିଥାଏ ତେବେ ଆମେ ବହୁତ ଅଧିକ ଖୁସି ହୋଇଥାଉ ।

କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ହଟାତ ଦୁଃଖ ଆଉ ହଟାତ ଖୁଶିର ମୁଖ୍ୟ କାରଣ ଆମ ଭାଗ୍ୟ ହୋଇଥାଏ । ତେବେ ମଣିଷ ଜନ୍ମ ହବା ସହ ଗୋଟେ ରାଶି ସହ ଯୋଡି ହୋଇଥାଏ ଆଉ ଏହି ରାଶି ଉପରେ ଗ୍ରହ ନକ୍ଷତ୍ର ମାନଙ୍କ ଯେମିତିକା ପ୍ରଭାବ ପଡିଥାଏ ଠିକ ସେମିତି ଆମ ଜୀବନରେ ମଧ୍ୟ ଘଟିଥାଏ ତେବେ ଯଦି ଆପଣଙ୍କ ଜୀବନରେ କିଛି ଦୁଃଖ ଆସିଛି ତେବେ ଅଧିକ ଦୁଃଖୀ ହୁଅନ୍ତୁ ନାହିଁ ।

ବହୁତ ଶୀଘ୍ର ଆପଣଙ୍କ ଜୀବନରେ ସୁଖ ଆସିବାକୁ ଯାଉଛି କାହିଁକିନା ଏହା ଜୀବନର ନିୟମ ଅଟେ ସୁଖ ପରେ ଦୁଃଖ ଆସିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ମାନଙ୍କ ଦୁଃଖ ଦିନ ସମାପ୍ତ ହବ ଆଉ ସୁଖ ସମୟ ଆସିବାକୁ ଯାଉଛି ।

ସିଂହ ରାଶି :

କୌଣସି ତୀର୍ଥଯାତ୍ରାରେ ଯାଇପାରନ୍ତି । ନିଜ ବନ୍ଧୁ ଏବଂ ମିତ୍ରମାନଙ୍କର ଆଗମନରେ ମନ ଖୁସି ହେବ । ଦାମ୍ପତ୍ୟଜୀବନରେ ନିକଟତା ଏବଂ ମଧୁରତା ରହିବ | କ୍ରୋଧର ମାତ୍ରା ଅଧିକ ରହିବ । ବ୍ୟର୍ଥ ଉଗ୍ରତା ଟାଳିବାକୁ ପ୍ରୟାସ କରନ୍ତୁ । ଆଜି ଆପଣଙ୍କ ଘରେ ଖୁସିର ପରିବେଶ ରହିବେ । କୌଣସି ପ୍ରକାରର ସଙ୍କଟରେ ନ ପଡ଼ନନ୍ତୁ ସେଥିପାଇଁ ଦେଖିଚାହିଁ କାର୍ଯ୍ୟ କରିବାକୁ ଉପଦେଶ ।

କନ୍ୟା ରାଶି :

ଆସନ୍ତା ସମୟ ଆପଣ ଏବଂ ଆପଣଙ୍କ ଘରଲୋକେ ମଉଜ ମଜଲିସରେ ମଜ୍ଜି ରହିବେ । ବିଦେଶରୁ ମଧ୍ୟ ଆପଣଙ୍କ ଆତ୍ମୀୟ ସଜ୍ଜନ ଆସି ପାରନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ ।

ତୁଳା ରାଶି :

ଏହିଭଳି ଭଲ ସୁଯୋଗକୁ ହାତଛଡା କରନ୍ତୁ ନାହିଁ । ନିଜର କାର୍ଯ୍ୟ ଜନିତ ହେଉ କିମ୍ବା ବ୍ୟକ୍ତିଗତ ସୁଖ ପାଇଁ ହେଉ ଏହିଯାତ୍ରା ପଛରେ କିଛି ମହତ୍ତ୍ୱ ରହିଛି । ଆସନ୍ତା ସମୟଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ ।

ମେଷ ରାଶି :

ବ୍ୟବସାୟ କ୍ଷେତ୍ରରେ ଆଜି ଅଧିକାରୀମାନଙ୍କ ସାଙ୍ଗରେ ଉଗ୍ର ଚର୍ଚ୍ଚା କରିବେ ନାହିଁ, ଅନ୍ୟଥା କ୍ଷତି ହେବାର ସମ୍ଭାବନା ଅଛି । ଗୃହସ୍ଥଜୀବନରେ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ |

ମୀନ ରାଶି :

ଆସନ୍ତା ସମୟ ଆପଣଙ୍କର ଜୀବନର ଉନ୍ନତି କ୍ଷେତ୍ରରେ କିଛି ପରିମାଣର ଅବନତି ଦେଖାଦେବ । କିନ୍ତୁ ଆପଣ ଏ କ୍ଷେତ୍ରରେ ଆଦୌ ବ୍ୟସ୍ତ ନହୋଇ ଏ ପରିସ୍ଥିତିର ମୁକାବଲା କରନ୍ତୁ । ଆସନ୍ତା ସମୟ ଆପଣ ନିଜର ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ପ୍ରତି ଯତ୍ନ ନେବେ । ଆର୍ଥିକ ଲାଭ ପ୍ରାପ୍ତି କରି ପାରିବେ ।

କୁମ୍ଭ ରାଶି :

ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ହୋଇପାରେ । ଆପଣ ଆଶାକରିଥିବା ଛୋଟ ଧରଣର ଯାତ୍ରାପାଇଁ ଆପଣ କୁଆଡେ ଯାଇପାରନ୍ତି । ଶରୀରରେ ଫୁର୍ତ୍ତିର ଅଭାବ ରହିପାରେ । କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଂଗରେ ଆପଣଙ୍କ ଉପସ୍ଥିତି ରହିବ ।

Leave a Reply

Your email address will not be published. Required fields are marked *