କରୋନାରେ ବାପା ମା’, କୁନି ପିଲାକୁ କୋଳେଇ ନେଇ ମହାନତାର ଉଦାହରଣ ଦେଲେ ଏହି ଲେଡି କନଷ୍ଟେବଳ

ଦେଶରେ ଲ-କ-ଡା-ଉ-ନ କ-ଟ-କ-ଣା ଜାରି ହେବା ସତ୍ବେ ବି କ-ରୋ-ନା ସଂ-କ୍ର-ମି-ତଙ୍କ ସଂଖ୍ୟା ହ୍ରାସ ହେଉ ନାହିଁ । ଏମିତିରେ ସମସ୍ତେ ଆହୁରି ଅଧିକ ଚିନ୍ତାରେ ପଡି ଯାଇଛନ୍ତି ।

ଏହା ସହିତ କ-ରୋ-ନାରେ ଆ-କ୍ରା-ନ୍ତ ହେଉଥିବା ରୋ-ଗୀମାନଙ୍କୁ ବି ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କାହାକୁ ବେଡ ମିଳୁ ନାହିଁ ତ କାହାକୁ ଅକ୍ସିଜେନ ମିଳୁ ନାହିଁ । ଏହିଭଳି ବିଭିନ୍ନ ପ୍ରକାରର ସ-ମ-ସ୍ୟା ସାମ୍ନାକୁ ଆସୁଛି । କିନ୍ତୁ ଏହା ମଧ୍ୟରେ ଗୋଟିଏ ମମତା ଭରା କାହାଣୀ ଶୁଣିବାକୁ ମିଳୁଛି ।

ଯାହା ବିଷୟରେ ଜାଣିଲେ ଆପଣଙ୍କ ଆଖିରୁ ବି ପାଣି ଚାଲି ଆସିବ । କହିବାକୁ ଗଲେ ଏହା ଏକ ମହିଳା କନଷ୍ଟେବଲର ମମତା ଭରା କାହାଣୀ ଅଟେ । କହିଦେଉଛୁ କି ଗୋଟିଏ ପରିବାରରେ ମାତା ପିତାର କ-ରୋ-ନା ରିପୋର୍ଟ ପଜିଟିବ ଆସିଥିଲା କିନ୍ତୁ ତାଙ୍କର ୬ ମାସର ଶିଶୁର ରିପୋର୍ଟ ନେଗଟିବ ଆସିଲା ।

ଏମିତିରେ ମାତା ପିତା ଚିନ୍ତାରେ ପଡିଗଲେ କି ତାଙ୍କର ସନ୍ତାନର ଦେଖା ଶୁଣା କିଏ କରିବ । ଅନ୍ୟ ପଟେ କ-ରୋ-ନା ସଂ-କ୍ର-ମ-ଣ ଯୋଗୁ ତାଙ୍କର କୌଣସି ସମ୍ପର୍କୀୟ ବି ତାଙ୍କ ପାଖକୁ ଆସିଲେ ନାହିଁ । ଏହା ସହିତ ସେହି ୬ ମାସର ଶିଶୁକୁ କେହି ବି ପାଖରେ ରଖିଲେ ନାହିଁ । କିନ୍ତୁ ଏହି ସମୟରେ ଜଣେ ମହିଳା କନଷ୍ଟେବଲ ଏହି ମାତା ପିତାଙ୍କ ସାମ୍ନାକୁ ଆସି ତାଙ୍କର ୬ ମାସର ଶିଶୁକୁ ସମ୍ଭାଳିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । କହିଦେଉଛୁ କି ଶିଶୁଟି ର ପିତା ଦିଲ୍ଲୀର ଆକାଶବାଣୀରେ ଚାକିରି କରୁଛନ୍ତି ।

ଶିଶୁଟି ଦେଖାଶୁଣା କରିବା ନିମନ୍ତେ ଯେତେବେଳେ କେହି ବି ଆଗକୁ ଆସିଲେ ନାହିଁ ଶେଷରେ ଶିଶୁର ପିତା ଦିଲ୍ଲୀ ପୋଲିସକୁ ସାହାର୍ଯ୍ୟ ମାଗିଲେ । ଏହା ପରେ ଏହି ବିଷୟରେ ଜାଣିବା ପରେ ସାହାଦ୍ରା ଜିଲ୍ଲାରେ କାର୍ଯରତ ଥିବା ମହିଳା କନଷ୍ଟେବଲ ରାକ୍ଷୀ ଶିଶୁର ପିତା ମାତାକୁ ଯୋଗାଯୋଗ କରିଥିଲେ ଓ ସେମାନଙ୍କର ଅନୁମତି ପରେ ଶିଶୁକୁ ଆପଣାଇ ନେଇଥିଲେ । ମହିଳା କନଷ୍ଟେବଲ ରାକ୍ଷୀ ଅସଲ ମା ଭଳି ଶିଶୁର ସମସ୍ତ ପ୍ରକାରର ଯତ୍ନ ନେଉଛନ୍ତି ।

ତାକୁ ସଠିକ ସମୟରେ ଖାଦ୍ୟ ଦେବା ସହିତ ତାହା ପାଇଁ ନୂଆ ପୋଷକ ବି କିଣିଛନ୍ତି । ଏମିତିରେ ଯେତେବେଳେ ଏହି ମହିଳା କନଷ୍ଟେବଲର ମମତା ଭରା କାହାଣୀକୁ ଶୁଣିଲେ ତେବେ ସମସ୍ତେ ତାଙ୍କୁ ଧନ୍ୟବାଦ ସହ ସଲାମ ବି କରୁଛନ୍ତି । ଲକ୍ଷ୍ମୀ ଜଣକ ଶିଶୁକୁ ଅସଲ ମା ଭଳି ସ୍ନେହ ମଧ୍ୟ ଦେଉଛନ୍ତି । ଏହି କାହାଣୀରୁ ଏହା ସ୍ପଷ୍ଟ ହେଉଛି କି ଜଣେ ମହିଳା ପୋଲିସ ଦେଶର ସୁରକ୍ଷା କରିବା ସହିତ ଦରକାର ପଡିଲେ ମାର ଅମଟା ଦେବା ପାଇଁ ବି ପ୍ରସ୍ତୁତ ଅଛନ୍ତି ।

କହିବାକୁ ଗଲେ ମାର ମମତା ସମସ୍ତଙ୍କ ପାଇଁ ସମାନ ବୋଲି ଏହି ମହିଳା କନଷ୍ଟେବଲ ରାକ୍ଷୀ ଆଜି ପ୍ରମାଣିତ କରି ଦେଇଛନ୍ତି । ମହିଳା କନଷ୍ଟେବଲ ଲକ୍ଷ୍ମୀ କ-ରୋ-ନା ସଂ-କ୍ର-ମି-ତ ମାତା ପିତାର ସନ୍ତାନର ଯତ୍ନ ନେଇ ଜଣେ ମା ର କର୍ତ୍ତବ୍ୟ କରିଛନ୍ତି । ଏହିଭଳି ମାନବୀୟତା ଆଜି ବି ଏ ସମାଜରେ ବଞ୍ଚିଛି ।

Leave a Reply

Your email address will not be published. Required fields are marked *