ଗାଧୋଇବା ତୁରନ୍ତ ପରେ ଏହି ୩ଟି କାମ ଅବଶ୍ୟ କରନ୍ତୁ, ଜୀବନର ସବୁ ଅସୁବିଧା ହୋଇବ ଦୂର

ସମସ୍ତଙ୍କୁ ଗାଧେଇବା ବହୁତ ପସନ୍ଦ ଅଟେ ଗରମ ଦିନରେ ଲୋକ ଦୁଇଥର ଗାଧେଇବା ପସନ୍ଦ କରନ୍ତି ଓ ଗାଧେଇବା ପରେ ଆମକୁ ବହୁତ ଫ୍ରେସ ଲାଗିଥାଏ । ଏହା ଦ୍ଵାରା ଆମ ଶରୀର ଓ ମସ୍ତିସ୍କ ଦୁଇଟି ଫ୍ରେସ ହୋଇଥାଏ, ଗାଧେଇଲେ ଶରୀର ଅସନା ଓ ଦୁର୍ଗନ୍ଧ ମଧ୍ୟ ଦୂରେଇ ଥାଏ ସେଥିପାଇଁ ଏହା କୁହାଯାଏ ଯେ ପ୍ରତିଦିନ ସ୍ନାନ କରିବା ଉଚିତ ଅଟେ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଗାଧେଇବା ପରେ ଆମ ଭିତରେ ଅଧିକ ମାତ୍ରା ରେ ସକାରାତ୍ମକ ଊର୍ଜା ଥାଏ ।

ଏମିତି ସମୟରେ ଏହି ସକାରାତ୍ମକ ଊର୍ଜା ଉପଯୋଗ ସଠିକ ଭାବରେ ବହୁତ କମ ଲୋକ କରିଥାନ୍ତି, ବହୁତ ଲୋକ ଗାଧେଇବା ପରେ ଏହି ସକାରାତ୍ମକ ଊର୍ଜାକୁ ଅନ୍ୟ ଫାଲ୍ତୁ କାମରେ ବ୍ୟର୍ଥ କରି ଦିଅନ୍ତି ।

ଆଜି ଆମେ ଆପଣଙ୍କୁ ୩ଟି ଏମିତି କାର୍ଯ୍ୟ ବିଷୟରେ କହିବୁ ଯାହା ବ୍ୟକ୍ତିକୁ ସ୍ନାନ କଲା ପରେ ଅବଶ୍ୟ କରିବା ଉଚିତ ଅଟେ । ଏହା ଦ୍ଵାରା ଆପଣଙ୍କ ଜୀବନ ସବୁ ପ୍ରକାର ଅସୁବିଧା ଦୂର ହୋଇଥାଏ ।

୧. ଠାକୁର ପୂଜା :

ଗାଧେଇବା ତୁରନ୍ତ ପରେ ଠାକୁର ପୂଜିବା ଉଚିତ ଅଟେ, ଗାଧେଇବା ପରେ ଆପଣଙ୍କ ମସ୍ତିସ୍କ ସବୁଠାରୁ ଶାନ୍ତ ଓ ସଫା ଥାଏ । ଏହା ସହ ଆପଣଙ୍କ ଭିତରେ ସକାରାତ୍ମକ ଊର୍ଜା ବହୁତ ଥାଏ, ଏମିତି ସମୟରେ ଯେତେବେଳେ ଆପଣ ପୂଜା ଘରେ ଯାଇ ଠାକୁରଙ୍କୁ ପୂଜା ଅର୍ଚନା ଅର୍ପଣ କରନ୍ତି ସେତେବେଳେ ଆପଣଙ୍କ ମନ ଶାନ୍ତି ଓ ସୁଖ ପ୍ରାପ୍ତ କରିଥାଏ । ଠାକୁର ସକାରାତ୍ମକ ଊର୍ଜା ଲୋକଙ୍କ ସହ ବହୁତ ଶୀଘ୍ର ଆକର୍ଷିତ ହୋଇ ଥାନ୍ତି ।

୨. ତୁଳସୀ ରେ ପାଣି :

ତୁଳସୀ ଗଛ ରେ ପାଣି ଦବା ଆମ ହିନ୍ଦୁ ଧର୍ମ ରେ ବହୁତ ପବିତ୍ର ବୋଲି କୁହା ଯାଏ, ତୁଳସୀଙ୍କୁ ଆମ ହିନ୍ଦୁ ଧର୍ମ ରେ ମାଁ ସ୍ଥାନ ଦିଆ ଯାଇଛି । ଏମିତି ସମୟରେ ତୁଳସୀ ମାଁ ପାଖରେ ସକାରାତ୍ମକ ଚିନ୍ତା ଧାରା ନେଇ ଯିବା ଉଚିତ ଅଟେ, ଯଦି ଆପଣଙ୍କ ମନ ଆଉ କାଠି ଥିବ ତେବେ ଆପଣଙ୍କୁ ଏହାର ଫଳ ପ୍ରାପ୍ତି ହବ ନାହିଁ ।

୩. ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା :

ସକାଳେ ସକାଳେ ସୂର୍ଯ୍ୟଙ୍କକିରଣ ଆମ ଶରୀର ଉପରେ ପଡିଲେ ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ଯେତେବେଳେ ଆପଣ ସ୍ନାନ ପରେ ସକାରାତ୍ମକ ଊର୍ଜା ସହ ସୂର୍ଯ୍ୟଙ୍କୁ ଜଳ ଅର୍ପିତା କରନ୍ତି ଏହା ଆପଣଙ୍କ ଊର୍ଜା ବଢେଇ ଥାଏ, ତେବେ ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

Leave a Reply

Your email address will not be published. Required fields are marked *