ସ୍ଵାମୀ ଶୋଇଲା ପରେ ସ୍ତ୍ରୀ କରିବାକୁ ଲାଗିଥାଏ ଏହି କାରନାମା, ଜାଣିଲେ ଆପଣ ବି ଚକିତ ହୋଇ ରହିଯିବେ

ସବୁ ପୁଅ ଝିଅମାନଙ୍କ ପାଇଁ ତାଙ୍କ ବିବାହ ବହୁତ ଖାସ ହୋଇଥାଏ । ବିବାହ ପରେ ଦୁଇଟି ପରିବାର ଏକାଠି ହୋଇଥାନ୍ତି ଏବଂ ଏକ ନୂଆ ସମ୍ପର୍କର ଆରମ୍ଭ ହୋଇଥାଏ । ଯେଉଁ ଘରେ ଆପଣ ଆପଣଙ୍କର ପୁଅ ବା ଝିଅର ବିବାହ କରିବାକୁ ଚାହୁଁଛନ୍ତି ତାହେଲେ ପ୍ରଥେମେ କେବଳ ପୁଅ ବା ଝିଅଙ୍କ ବିଷୟରେ ଜାଣିବା ଉଚିତ ନୁହେଁ ,ଏହା ସହିତ ତାଙ୍କ ପରିବାରର ସବୁ ସଦସ୍ୟ ଙ୍କ ବିଷୟରେ ଜାଣିବା ନିହାତି ଦରକାର ।

କାରଣ ବିବାହ କେବଳ ଦୁଇଟି ମଣିଷର ମିଳନ ହୋଇନଥାଏ ,ଏହା ଏମିତି ଏକ ବନ୍ଧନ ଯାହା ଦୁଇଟି ପରିବାରର ମିଳନ ହୋଇଥାଏ ।

ବିବାହ ବନ୍ଧନକୁ ଏକ ପବିତ୍ର ବନ୍ଧନ ବୋଲି କୁହାଯାଇଥାଏ ,କୀଟୁ କେବେ କେବେ ଆମ ସାମ୍ନାକୁ କିଛି ଏମିତି ଘଟାଣା ଆସିଥାଏ ଯାହା ଫଳରେ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ସନ୍ଦେହ କରିବାର କାରଣ ମିଳିଯାଇଥାଏ ,ଯାହା ଦ୍ଵାରା ଏହି ପବିତ୍ର ସମ୍ପର୍କରେ ଦାଗ ଲାଗିଯାଇଥାଏ । କଣ କେଉଁ ସ୍ତ୍ରୀ ନିଜ ସ୍ବାମୀର ଖରାପ ଚିନ୍ତା କରିପାରେ ,ନା ଧୋକା ବି ଦେଇପାରେ ।

ଯଦି ଆପଣ ଏବେ ବି ଭାବୁଛନ୍ତି କି ସ୍ଵାମୀ ବା ସ୍ତ୍ରୀ ଜଣେ ଅନ୍ୟ ଜଣଙ୍କୁ ଧୋକା ଦେଇପାରିବ ନାହିଁ ,ତାହେଲେ ଆପଣ ଭୁଲ ଭାବୁଛନ୍ତି । ଏବେ ଯେଉଁ ଘଟଣା ସାମନାକୁ ଆସିଛି ସେଥିରେ ଏକ ମହିଳା ଏହି ପବିତ୍ର ସଂପର୍କକୁ ବଦନାମ କରିଦେଇଛି ଯାହା ଶୁଣି ଆପଣ ଆଶ୍ଚଜ୍ୟ ହୋଇଯିବେ ଏବଂ ଆପଣ କେବେବି ଭାବି ନଥିବେ କି ଜଣେ ସ୍ତ୍ରୀ ତା ସ୍ଵାମୀ ସହିତ ଏମିତି କରିପାରେ ।

ଆଜି ଆମେ ଆପଣଙ୍କୁ ଏକ ଏମିତି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ସ୍ଵାମୀ ସହିତ ଯାହା କରିଛି ତାପରେ ତାହା ଉପରେ ବିଶ୍ଵାସ କରିବା ଅସମ୍ଭବ ଅଟେ । ଏହି ମହିଳା ବିବାହର ପ୍ରଥମ ରାତିରେ ନିଜ ସ୍ଵାମୀକୁ ଧୋକା ଦେଇ ସ୍ଵାମୀ ଶୋଇଲା ପରେ ସେ ଘରର ସବୁ ଦାମୀ ଜିନିଷ ନେଇ ଫେରାର ହେଇଗଲା ।

ଏହି ଘଟଣା ବଦନଗର ର ଅଟେ ,ଯାହାର ବାସିନ୍ଦା ପ୍ରଜାପତି ଚିନ୍ତାମନ ମନ୍ଦିରରେ କିଛି ଦିନ ପୂର୍ବରୁ ବିବାହ କରିଥିଲେ । ସ୍ତ୍ରୀ ଦ୍ଵାରା ଏହିପ୍ରକାରର ଚୋରି କରିବା ଉପରେ ଦିନେଶ ସ୍ତ୍ରୀ ବିରୁଦ୍ଧରେ ପୁଲିସ ପାଖରେ ଏଫେୟାର ଦେଇଛି । ସ୍ଵାମୀଙ୍କର କହିବା ଅନୁସାରେ ବିବାହର ପ୍ରଥମ ରାତିରେ ତାଙ୍କ ସ୍ତ୍ରୀ ଘରର ଲୋକଙ୍କର ସବୁ ସୁନା ଜିନିଷ ଏବଂ ଘରର ସବୁ ଦାମୀ ଜିନିଷ ନେଇ ଫେରାର ହୋଇଯାଇଛି । ପୁଲିସ କହିଛି କି ଏହି ଦୁଇଜଣ ମହିଳା ବହୁତ ବୟସର ଲୋକମାନଙ୍କୁ ଫସାନ୍ତି ଏବଂ ତାଙ୍କ ସହିତ ଏମିତି କରିଥାନ୍ତି ।

ପୁଲିସ ପାଖରେ କମ୍ପଲେନ କରିବା ପରେ ଜଣାଗଲା କି ଏହି ମହିଳା ଏକା ନଥିଲେ ତାଙ୍କ ସହିତ ଆଉ ଜଣେ ମହିଳାବି ଥିଲେ । ଏହି ଦୁଇଜଣ ମହିଳାଙ୍କର ଏହା ପେସା ଅଟେ ,ସେ ପ୍ରଥମେ ଲୋକମାନକୁ ଫସାଇ ଥାନ୍ତି ଏବଂ ପରେ ବିବାହ କରିଥାନ୍ତି ,ଏବଂ ବିବାହର ପ୍ରଥମ ରାତିରେ ତାଙ୍କ ଘରର ସବୁ ଜିନିଷ ନେଇ ଫେରାର ହୋଇଯାନ୍ତି । ଜଣାପଡିଛି କି ସେ ଲୋକମାନଙ୍କୁ ଫସାଇବା ପାଇଁ ସେ ଦୁଇଜଣଙ୍କ ଭିତରୁ ଜଣେ କୁଆଁଋ ହୋଇଥାଏ ଏବଂ ଆଉ ଜଣେ ତାର ମାଆ ହୋଇଥାଏ ।

Leave a Reply

Your email address will not be published. Required fields are marked *