ଗାଧୋଇ ସାରିବା ପରେ କରନ୍ତୁନୀ ଏହିସବୁ କାମ, ନଚେତ….

ବନ୍ଧୁଗଣ ଗାଧୋଇ ସାରିବା ପରେ କରନ୍ତୁନୀ ଏହିସବୁ କାମ, ଗାଧୋଇ ସାରିବା ପରେ ଆମେ ସବୁ ତରବର ହୋଇ ପୋଷାକ ପିନ୍ଧି ଜଳଖିଆ ସେବନ କରି କାମରେ ଚାଲିଯାଇଥାଉ । ପୁରୁଷ ହୁଅନ୍ତୁକି ମହିଳା ସମସ୍ତ ଗାଧୋଇ ସାରିବା ପରେ ଏହିସବୁ ଭୁଲ କମ କରିବା ଅନୁଚିତ ।

ନଚେତ ଏହି ଛୋଟ ଭୁଲ ଦ୍ଵାରା ଆମ ଜୀବନରେ ସ୍ୱାସ୍ଥ୍ୟ ଗତଓ ଆର୍ଥିକ  ସମସ୍ଯା ଲାଗି ରହିଥାଏ । ଏଥିସହିତ ପୁରା ଦିନଟି ଅମଙ୍ଗଳରେ କଟିଥାଏ । ଶାସ୍ତ୍ର ଅନୁସାରେ ପ୍ରତେକ କର୍ମର ସଠିକ ନିୟମ ରହିଛି ଏହି ନିୟମକୁ ମାନି ଚାଲିଲେ ଘର ଓ ପରିବାରରେ ସୁଖ ଶାନ୍ତି ଆସିଥାଏ । ଆସନ୍ତୁ ଜାଣିବା ସ୍ନାନ କରି ସାରିବା ପରେ  କେଉଁ କାମ କରିବା ଅନୁଚିତ ।

Image Courtesy: Google

ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରନ୍ତୁ ନହିଁ କାରଣ ଏହି ଦିଗକୁ ଜମ ରାଜଙ୍କୁ ସମର୍ପିତ କରାଯାଇଛି । ଯେତେବେଳେ ଆମେ କିଛି ଅଶୁଭ କାର୍ଯ୍ୟ କରିଥାଉ ଯେମିତିକି ମୃତ ବ୍ୟକ୍ତିଙ୍କ କ୍ରିୟା କର୍ମ ସମୟରେ ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରାଯାଇଥାଏ । ତେଣୁ ସ୍ନାନ କରିବବା ସମୟରେ ଅନ୍ୟ କୌଣସି ଦିଗକୁ ମୁହଁ କରି ସ୍ନାନ କରିପାରିବେ । ପୂର୍ବ ଦିଗକୁ ମୁହଁ କରି ସ୍ନାନ କରିବା ବହୁତ ଶୁଭ ହୋଇଥାଏ, ଗାଧୋଇ ସାରିବା ପରେ ସୂର୍ଯ୍ୟ ଦେବଙ୍କୁ ନିଶ୍ଚିତ ରୂପରେ ଜଳ ଅର୍ପଣ କରନ୍ତୁ । ସେଖିବେ ଆପଣଙ୍କ ଦିନତି ବହୁତ ଭଲରେ କାଟିବ ।

Image Courtesy: Google

ଗାଧୋଇ ସାରିବା ପରେ ବାଲଟିରେ ଗାଢୁଆ ପାଣି ରଖନ୍ତୁ ନହିଁ । ବାଲଟିରେ ସଫା ପାଣି ଭର୍ତି କରି ରଖନ୍ତୁ । ବହୁତ ଲୋକ ଅଛନ୍ତି ଗାଧୋଇ ସାରିବା ପରେ ବାଲଟିକୁ ଓଲଟାଇ ରାଖୀ ଦିଅନ୍ତି । ଏମିତି କରିବା ଭୁଲ ଅଟେ ଏହା ଦ୍ଵାରା ଧନ ସଞ୍ଚୟରେ ବାଧା ଆସିଥାଏ । ସେ ଥିଲାଗି ସବୁବେଳେ ବାଲଟିରେ ସଫା ପଣି ଭର୍ତି କରି ରଖନ୍ତୁ ।  ବହୁଆ ଲୋକ ଅଛନ୍ତି ଗାଧୋଇ ସାରିବା ପରେ ଓଦା ଲୁଗା ବହୁତ ସମୟ ପର୍ଯ୍ୟନ୍ତ ପକାଇ ରଖିଥାନ୍ତି କିନ୍ତୁ ଏହା ବହୁତ ଖରାପ ଅଭ୍ଯାସ ହୋଇଥାଏ ।

Image Courtesy: Google

ଯେଉଁ ଲୋକ ମାନଙ୍କର କୁଣ୍ଡଳୀରେ ରହୁ ଦୋସ ରହିଛି ସେମାନଙ୍କ ପାଇଁ ଏହା ବହୁତ ଖରାପ ପ୍ରଭାବ ପକାଇ ଥାଏ ।  ଗାଧୋଇ ସାରିବା ପରେ ଓଦା ଓ ପାଲଟା ଲୁଗାକୁ ଶୀଘ୍ର ଶୁଖାଇ ଦେବା ଉଚିତ । ଗାଧୋଇବା ସମୟରେ ଚପଲ ପିନ୍ଧି ଗାଧୋଇବା ଅଶୁଭ ହୋଇଥାଏ । ଏହା ଦ୍ଵାରା ଧାନ ହାନି ଭଳି ସମସ୍ୟା ହୋଇଥାଏ । ଗାଧୋଇବା ସମୟରେ ପ୍ରଥମ ପାଣି ପାଦରେ ପକାଇବା ଶୁଭ ହୋଇଥାଏ । ଗାଧୋଇ ସାରିବା ପରେ ପାଦରେ ପାଣି ପକାଇବା ଅଶୁଭ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *