ଗାଇକା ଦୀପ୍ତି ରେଖା ପାଢୀଙ୍କ ସମ୍ପତି ଓ Biography

ଆପଣ ମାନେ ଦୀପ୍ତି ରେଖା ପାଢ଼ିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତାଙ୍କ ଦ୍ବାରା ଗାଇ ଥିବା ଗୀତ ବହୁତ୍ ପ୍ରଚଳିତ ହୋଇଥିଲା ତାଙ୍କ ସ୍ବର ଲୋକଙ୍କ କାନରେ ଯେମିତି ଚିନି ଭଳି କାମ କରେ ତାଙ୍କର ସ୍ବର ବହୁତ୍ ମଧୁର ଅଛି । ଦୀପ୍ତି ରେଖାଙ୍କ ଗାଇକା ଅଲଗା ଲୋକଙ୍କ ଠାରୁ ବହୁତ୍ ଅଲଗା ଅଟେ ସେ ନିଜ ସ୍ଵରରେ ଦର୍ଶକ ମାନଙ୍କ ମନ କିଣି ପାରିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଦୀପ୍ତି ରେଖା ପାଢୀଙ୍କ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ କେବେ ଶୁଣିନଥିବା ।

ଦୀପ୍ତି ରେଖାଙ୍କ୍ ଘର ହେଉଛି ଭୁବନେଶ୍ୱର, ଆପଣ ମାନେ ତାଙ୍କୁ ବହୁତ୍ ସିରିଏଲରେ ଅଭିନୟ କରୁଥିବାର ମଧ୍ୟ ଦେଖିଥିବେ । ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମନ କିଣିଥିଲେ । ଦୀପ୍ତି ରେଖା ଦେଖିବାକୁ ବହୁତ୍ ସୁନ୍ଦରୀ ଅଟନ୍ତି ତାଙ୍କ ଅଭିନୟ ଓ ସୁନ୍ଦରତା ଲୋକାଙ୍କୁ ବହୁତ୍ ପଶନ୍ଦ ଆସୁଥାଏ ।

ଦୀପ୍ତି ରେଖା ଯାହା କରନ୍ତି ବହୁତ୍ ମନ ଦେଇ କରନ୍ତି ଯାହା ଫଳରେ ଦର୍ଶକ ମାନଙ୍କୁ ତାଙ୍କ କାମ ବହୁତ୍ ପଶନ୍ଦ ଆସୁଥାଏ । ତାଙ୍କର ବର୍ତ୍ତମାନରେ ବିବାହ ହୋଇଛି ଯାହା ସମସ୍ତଙ୍କ ପାଈଁ ବହୁତ୍ ବଡ ଖୁସିଖବର୍ ଅଟେ । ଭୁବନେଶ୍ୱର ଶିଳ୍ପପତି ସୌମ୍ୟ ରଞ୍ଜନ କୁ ସେ ବିବାହ କରିଛନ୍ତି, ତେବେ ଦୁହିଁଙ୍କ ଯୋଡ଼ି ବହୁତ୍ ସୁନ୍ଦର ଲାଗୁ ଅଛି ।

 

ଦୀପ୍ତି ରେଖା ପାଢୀଙ୍କ ଶାଶୁ ଘର ଭୁବନେଶ୍ୱର ରେ ଅଛି ଓ ସେ ବର୍ତମାନ ନିଜ ସ୍ୱାମୀଙ୍କ ସହ ଭୁବନେଶ୍ୱରରେ ଅଛନ୍ତି । ଆପଣ ମାନେ ଜାଣିଛନ୍ତି ଦିପ୍ତି ରେଖା ଗୋଟେ ଗୀତ ଗାଇବା ପାଇଁ ୬୦ ହଜାର ଟଙ୍କା ନିଅନ୍ତି ଓ ବର୍ତମାନ ଅନୁଯାଇ ତାଙ୍କ ପାଖରେ ୧୦ କୋଟି ଟଙ୍କା ଅଛି । ଦୀପ୍ତି ରେଖାଂକ୍ ଜୀବନରେ ବହୁତ୍ ବଡ ଖୁସି ସମୟ ଆସିଛି ଓ ତାଙ୍କ ଏହି ଖୁଶି ସମୟରେ ତାଙ୍କ ଘର ପରିବାର ସହ ତାଙ୍କ ବହୁତ୍ ପରିଚିତ ଲୋକ ଆସିଥିଲେ ଓ ତାଙ୍କ ଖୁସିରେ ସାମିଲ ମଧ୍ୟ ହୋଇଥିଲେ ।

ଦିପ୍ତିଙ୍କ ବିବାହ ଫଟୋରେ ସେ ବହୁତ୍ ସୁନ୍ଦର୍ ଦେଖା ଯାଉଥିଲେ ତେବେ ସିରିଏଲରେ ମଧ୍ୟ ସେ ବହୁତ୍ ସୁନ୍ଦରୀ ଲାଗନ୍ତି । ତାଙ୍କ କୋଂସର୍ଟ ପାଈଁ ଦର୍ଶକ ମାନେ ଏବେ ବି ଅପେକ୍ଷା କରନ୍ତି ଓ ସମତଙ୍କ ମନରେ ଗୋଟେ ପ୍ରଶ୍ନ ଏବେ କଣ ନୁଆ ଗାଇବେ ଦୀପ୍ତି ଓ ତାଙ୍କ ସ୍ବର ଏତେ ଭଲ ଲାଗିଥାଏ ଯେ ଶବ୍ଦ କୁ ସେ ନିଜ ସ୍ବର ଦ୍ବାରା ଗୀତ ଆକାର ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *