‘ଗଙ୍ଗା ଜଳ’ ରେ ହାରିବ କାରୋନା ଭାଇରସ ! BHU ରିସର୍ଚରେ ମିଳିଲା ଚିକିତ୍ସାର ଉପାୟ 

ଚିନର ବୁହାନ ସହରରୁ ଆସିଥିବା କୋରୋନା ଭାଇରସରେ ସମସ୍ତ ବିଶ୍ଵ ସଙ୍କଟରେ ରହିଛି । ଏହି ମହାମାରୀର ଏବେ ପର୍ଯ୍ୟନ୍ତ କିଛି ଟୀକା ତିଆରି ହୋଇପାରିନି । କୋରନା ଭାଇରସକୁ ଖତମ କରିବା ପାଇଁ ଓ ତାର ପ୍ରଭାବକୁ କମ କରିବା ପାଇଁ ଦୁନିଆର ଅଲଗା ଅଲଗା ଦେଶରେ ଲଗାତର ମେଡ଼ିସିନ ତିଆରି ଚାଲିଛି ।

ମେଡ଼ିସିନ ଓ ଭ୍ୟାକସିନର ଟ୍ରାଏଲ ଚାଲିଛି । କିଛି ଦେଶ ଟ୍ରାଇଲ ସଫଳ ହୋଇଛି ବୋଲି ଦାବି କରିଛି କିନ୍ତୁ ଏହି ସବୁ ଭିତରେ ଧର୍ମ ନଗରି ବାରଣାସୀରୁ ମୋକ୍ଷ ଦାୟିନୀ ଗଙ୍ଗାକୁ ନେଇ ବଡ ଶୋଧ ହୋଇଛି । କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ (BHU) ର ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନ୍ସରେ ହୋଇଥିବା ରିସର୍ଚ ପରେ ଏହା ଦାବି କରାଯାଉଛିକି ଗଙ୍ଗାଜଳରେ ଥିବା ବ୍ୟାକଟିରିଓଫେଜ ମାନେ ଜୀବାଣୁ ଭୋଜିରେ ଆରୋନକୁ ହରେଇବାର ଶକ୍ତି ରହିଛି ।

ଏହି ରିସର୍ଚ ଟିମର ଲିଡର ଓ ବି ଏଚ ୟୁର ପୂର୍ବ ଏମ ଏସ ଡକ୍ଟର ବିଜୟ ନାଥଙ୍କ ହିସାବରେ ଆଉ ଏକ ଯାହା ଏହି ରିସର୍ଚର ହ୍ୟୁମାନ ଟ୍ରାଇଲର ପ୍ରସ୍ତୁତି କରାଯାଉଛି । ତ ଆରପାଖରେ ଇନ୍ଟରନେସନାଲ ଜର୍ନାଲ ଅଫ ମାଇକ୍ରୋ ବୟୋଲୋଜିର ଆଗାମୀ ଦିନରେ ଏହାକୁ ଜାଗା ଦେବା ପାଇଁ ଶୀକୃତି ପାତ୍ର ମିଳିବାର ଖବର ରହିଛି ।

ରିସର୍ଚରେ ଏହି କଥାର ଅଧ୍ୟୟନ କରାଯାଇଛି ଗଙ୍ଗା କୂଳରେ ଥିବା ସହରରେ ସେଇ ଲୋକ ଯେଉଁ ମାନେ ପ୍ରତିଦିନ ଗଙ୍ଗା ସ୍ନାନ କରିଥାନ୍ତି , କି କୌଣସି ପ୍ରକାରରେ ଗଙ୍ଗା ଜଳ ଗ୍ରହଣ କରୁଛନ୍ତି, ସେମାନଙ୍କ ଉପରେ ସଂକ୍ରମଣ କମ ରହିଛି । ଗଙ୍ଗାର ପାଖାପାଖି ଚାଳିଶ ସହରରେ କାରୋନା ସଂକ୍ରମଣ କମ ଆସିଛି ଓ ରିକଭର ହେବାର କ୍ଷମତା ଅଧିକ ରହିଛି ଅନ୍ୟ ଜାଗା ଅପେକ୍ଷା ।

ଗଙ୍ଗା ଜଳରେ ଏ – ବୟୋଟିକ ଫେଜ ର ମାତ୍ରା ସବୁଠୁ ଭଲ ଓ ବହୁତ ରହିଛି

ରିସାର୍ଚର ଆରମ୍ଭର ଅଧ୍ୟୟନରେ ଗଙ୍ଗାଜଳର ଏହି ମହତ୍ଵ ସାମ୍ନାରେ ଆସିଲା ପରେ ଏହା ଜାଣିବା ମଧ୍ୟ ଗୋଟେ ଚ୍ୟାଲେଞ୍ଜ ଥିଲା । ଗୋମୁଖରୁ ଗଙ୍ଗା ସାଗର ପର୍ଯ୍ୟନ୍ତ କେଉଁ ଜାଗାରେ ସବୁଠୁ ବେସୀ ଏ – ବୟୋଟିକଫେଜର ମାତ୍ରା ସବୁ ଭଲ ଓ ଅଧିକ ରହିଛି । ଏ – ବୟୋଟିକଫେଜର ମାନେ ଏମିତି ବ୍ୟାକଟେରିଓଫେଜ ଯାହାର ଖୋଜ ଏବେ ପର୍ଯ୍ୟନ୍ତ କୌଣସି ବିମାର ପାଇଁ ହୋଇନି ।

ସେଥିପାଇଁ ପାଖାପାଖି ଶହେ ଜାଗାରେ ରିସର୍ଚ କରାଯାଇଛି । ରିସାର୍ଚ ପରେ ଗଙ୍ଗୋତ୍ରିରେ ପାଖାପାଖି 35 କିଲୋମିଟର ତଳେ ଗଙ୍ଗନାନିରେ ମିଳୁଥିବା ଗଙ୍ଗାଜଳ ଚିହ୍ନିତ ହୋଇଥିଲା ଓ ଏହାକୁ ହ୍ୟୁମାନ ଟ୍ରାଇଲରେ ପୟୋଗ କରିବାର ପ୍ରସ୍ତୁତି ଚାଲିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *