ଗର୍ଭବତୀ ମହିଳାମାନେ ବାନ୍ତି କଣ ପାଇଁ କରନ୍ତି ? ଉତ୍ତର ଜାଣିଲେ ହଲି ଯିବ ଦିମାଗ

ଆପଣ ଆପଣଙ୍କ ଆଖପାଖ ମାହୋଲରେ ବହୁତ ଗର୍ଭବତୀ ମହିଳାମାନଙ୍କୁ ଦେଖିଥିବେ । ଯେତବେଳେ ମହିଳା ଗର୍ଭବତୀ ହୋଇଥାନ୍ତି ତାହେଲେ ତାଙ୍କ ପେଟ ଫୁଲିଯାଇଥାଏ ଏବଂ କେତେ ଥର ସେମାନେ ବାନ୍ତି ବି କରିଥାନ୍ତି । କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ମହିଳାମାନେ କଣ ପାଇଁ ବାନ୍ତି କରନ୍ତି ? ଏହା ପଛରେ ଏମିତି କେଉଁ କାରଣ ଲୁଚିରହିଛି ? କେବଳ ଗର୍ଭବତୀ ମହିଳାମାନେ ନୁହେଁ ବରଂ ଦୁନିଆରେ ଆହୁରି ବି କିଛି ଏମିତି ଜିନିଷ ଅଛି ଯାହା ବିଷୟରେ ଆମେ ଜାଣିନାହୁଁ ।

ଆଜି ଆମେ ଆପଣଙ୍କଉ ଗର୍ଭବତୀ ମହିଳା ଏବଂ ଦୁନିଆ ସହିତ ଯୋଡିହୋଇଥିବା କିଛି ଏମିତି ପ୍ରଶ୍ନର ଉତ୍ତର ଦେବୁ ଯାହାକୁ ଦେଖି ଆପଣଙ୍କର ଦିମାଗ ହଲିଯିବ ।

ପ୍ରଥମ ପ୍ରଶ୍ନ-

ଭାରତର କେଉଁ ରାଜ୍ୟ ସବୁଠା ଅଧିକ ଧନୀ ଅଟେ ?

ଉତ୍ତର- ପଞ୍ଜାବ

ବହୁତ ଲୋକ ଏହା ଜାଣି ଆଶ୍ଚଜ୍ୟ ହୋଇଥିବେ । ସେମାନେ ଭାବୁଥିବେ କି ଦିଲ୍ଲୀ , ମୁମ୍ବାଇ ଭଳି ବଡ ଜାଗା ବାଲା ସ୍ଥାନ ଧନୀ ହେବ କିନ୍ତୁ ପଞ୍ଜାବର ଲୋକ ଖେଳ କୁଦରେ ଆଗରେ ଥିବା ସହିତ ପଇସା କମାଇବାରେ ବି ବହୁତ ଆଗରେ । ଏହାର କାରଣ ଏହା କି ଏଠିକାର ଅଧିକ ଲୋକ ବିଦେଶରୁ ପଇସା କମାଇ ଆଣନ୍ତି ।

ଦିତୀୟ ପ୍ରଶ୍ନ –

କଣ ଭାଙ୍ଗିଲେ କିଛି ଶବ୍ଦ ଶୁଭିନଥାଏ ?

ଉତ୍ତର – ବିଶ୍ଵାସ

ଏହା ଟିକେ ଟ୍ରିକ ବାଲା ପ୍ରଶ୍ନ ଥିଲା ଯାହାର ଉତ୍ତର କେବଳ ବୁଦ୍ଧିମାନ ଲୋକ ହିଁ ଦେଇପାରିବେ । ଆପଣତ ଯାଇଥିବେ କି ଯେତବେଳେ କେଉଁ ମଣିଷ କାହାର ଭରଷା ଭାଙ୍ଗିଥାଏ ତାହେଲେ କେତେ ଦୁଖଃ ହୋଇଥାଏ । ଏହି ବିଶ୍ବାସର ଡୋରୀ ଛିଡିଲା ପରେ ମଣିଷ ମନ ମନେ କାନ୍ଦିଥାଏ ।

ତୃତୀୟ ପ୍ରଶ୍ନ –

ଏମିତି କେଉଁ ପ୍ରାଣୀ ଅଛନ୍ତି ଯାହାର ମୁଣ୍ଡ ତାଙ୍କ ଶରୀର ଠାରୁ ବଡ ହୋଇଥାଏ ?

ଉତ୍ତର -ଜନ୍ଦା

ଜନ୍ଦା ଏକ ଏମିତି ଯିବ ଅଟେ ଯାହା ଦେଖିବାକୁ ବହୁତ ଛୋଟ ଅଟେ କିନ୍ତୁ ତାର ମୁଣ୍ଡ ନିଜ ଶରୀର ଠାରୁ ବହୁତ ବଡ ହୋଇଥାଏ । ଏହାର ଫଳ ବୋଧେ ସେମାନେ ମିଳିମିଶି ରହିବାକୁ ପସନ୍ଦ କରନ୍ତି ।

ଚତୁର୍ଥ ପ୍ରଶ୍ନ –

ଗର୍ଭବତୀ ମହିଳାମାନେ ବାନ୍ତି କାହିଁକି କରିଥାନ୍ତି ?

ଉତ୍ତର – ସାଧାରଣ ଭାବେ କୌଣସି ବି ଗର୍ଭବତୀ ମହିଳା ତିନିଟି କାରଣ ପାଇଁ ବାନ୍ତି କରିଥାନ୍ତି

୧. HGG ହରମୋନର ହେଉଥିବା ପ୍ରଭାବ

୨. ପ୍ରାତଃ କାଳରେ ବାନ୍ତି ଲାଗିବା ରୋଗ ଏବଂ

୩ . ପେଟରେ ପଡୁଥିବା ଔଷଧ ।

ଏବେ ଆପଣ ଜାଣିଥିବେ କି ଗର୍ଭବତୀ ମହିଳା କଣ ପାଇଁ ବାନ୍ତି କରନ୍ତି । ଯଦି ଆପଣଙ୍କୁ ଏହି ପ୍ରଶ୍ନ ଉତ୍ତର ଭଲ ଲାଗିଲା ତାହେଲେ ଏହାକୁ ଆପଣଙ୍କ ସାଙ୍ଗଙ୍କ ସହିତ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *