ଯେତବେଳେ ରାସ୍ତାରେ ଚାଲିବା ବେଳେ ହଠାତ ଏହି ଝିଅର ଫାଟିବାକୁ ଲାଗିଲା କପଡା, ଥରେ ନିହାତି ଦେଖନ୍ତୁ ଏହି ଭିଡିଓ

ଆମ ଦେଶରେ ଆସୁଥିବା ଦିନରେ ମହିଳାମାନଙ୍କୁ ନେଇ ଅପରାଧ ବଢି ଚାଲିଛି ଯାହାକୁ ରୋକିବା ପାଇଁ ସରକାର ବହୁତ ଚେଷ୍ଟା କରୁଛି କିନ୍ତୁ ପୁଣି ବି ଏହି ଅପରାଧ ଏମିତି କି ଏହା ବନ୍ଦ ହେବାର ନାମ ହିଁ ନଉନି । ପ୍ରତ୍ୟକ ଦିନ ଚ୍ଯାନେଲ ଏବଂ ଖବର କାଗଜରେ ବଳାତ୍କାର ଏବଂ ଘରୋଇ ହିଂସା ଭଳି ଘଟଣା ଶୁଣିବାକୁ ଏବଂ ପଢିବାକୁ ମିଳୁଛି କିନ୍ତୁ ପୁଣି ବି ଏହି ଘଟଣା କମ ହେଉ ନାହିଁ । ଆମେ ଏହା ବିରୁଦ୍ଧରେ ଖାଲି ଆନ୍ଦୋଳନ କରୁଛେ ଏହାଛଡା କିଛି କରି ପାରୁନେ ।

କିନ୍ତୁ ଟିକେ ଭାବନ୍ତୁ ଯେଉଁ ମହିଳାଙ୍କ ସାଙ୍ଗରେ ଏମିତି ଘଟାନା ଘଟୁଛି ତାଙ୍କ ଉପରେ କଣ ବିତୁଥିବା ।

ଆଜିକା ଦିନରେ ସବୁ ମହିଳାମାନେ ବାହାରକୁ ଯାଇ କାମ କରୁଛନ୍ତି ,ନିଜ ପରିବାର ପାଇଁ ପଇସା କମାଇଥାନ୍ତି କିନ୍ତୁ କଣ ସେ ସୁରକ୍ଷିତ ଅଟନ୍ତି, ନା ଆସୁଥିବା ଦିନରେ ସବୁବେଳେ ସେମାନେ ଏହି ଖରାପ ବ୍ୟବହାର ର ସାମ୍ନା କରୁଛନ୍ତି କେତବେଳେ ବଳାତ୍କାର ତ ଆଉ କେତବେଳେ ଏସିଡ ଆଟାକରେ କିନ୍ତୁ କିଛି ମହିଳା ସମାଜରେ ବଦନାମି ଡରରେ ଆବାଜ ଉଠାଇ ନଥାନ୍ତି ।

ଆଜି ଏମିତି ହିଁ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଆପଣ ଦେଖିବେ କି କେମିତି ଜଣେ ଝିଅ ସାମାଜରେ ବଞ୍ଚିଥିବା ଏହି ଖରାପ ଲୋକଙ୍କର ସାମ୍ନା ପ୍ରତିଦିନ କରୁଛନ୍ତି । ଏହି ଭିଡିଓ ସେହି ଖରାପ ମାନସିକତା ଲୋକଙ୍କୁ ନେଇ ତିଆରି କରାଯାଇଛି । ଏହି ଭିଡିଓ କୁ ପ୍ରାୟ ଦୁଇବର୍ଷ ପୂର୍ବରୁ ଭୋପାଳର ‘join films’ସାର୍ଟ ଫିଲ୍ମ ରୂପରେ ଅପଲୋଡ କରିଥିଲେ । ଷ୍ଟ୍ରିପ୍ଦ ନାମରେ ଏହି ଶାର୍ଟ ଫିଲ୍ମ ତିଆରି କରାଯାଇଛି ଆନା ନାମକ ଝିଅର କାହାଣୀ ଅଟେ । ଏହି ଝିଅଟି ଜଣେ କାର୍ଯ୍ୟକାରୀ ଝିଅ ଅଟେ ଯିଏ ଚାକିରି କରି ନିଜ ଜୀବନ ବିତାନ୍ତି ।

କିନ୍ତୁ ସେ ଭାଙ୍ଗିଯାନ୍ତି ଯେତବେଳେ ତାଙ୍କୁ ପୁରୁଷଙ୍କର ଖରାପ ନଜରର ଶିକାର ହେବାକୁ ପଡିଥାଏ । ଏହି ଭିଡିଓରେ ଦେଖାଯାଇଛି ଏହି ଝିଅଟି କେମିତି ପ୍ରତିଦିନ ପରି ନିଜ ଅଫିସ ପାଇଁ ବାହାରୁଛି ଏବଂ ତା ସହିତ ତାର ଚିନ୍ତା ବି ଆରମ୍ଭ ହୋଇଯାଇଛି ପୁଣି ତାହାପରେ ପୁରା ରାସ୍ତାରେ ପୁରୁଷମାନେ ବୁଲିକି ଦେଖିବାରୁ ସେ କଣ ମେହେସୁସ କଲା ,ଏହାକୁ ଦେଖାଇବାର ତରିକା ଏହି ଫିଲ୍ମର ଲକ୍ଷ ଅଟେ ।

ଦେଖନ୍ତୁ ଭିଡିଓ

Leave a Reply

Your email address will not be published. Required fields are marked *