କଣ ମନୁଷ୍ୟ ଜୀବିତ ଥିବା ଅବସ୍ଥାରେ ସ୍ଵର୍ଗ ବା ଯମଲୋକ ଯାଇ ପାରିବ ? Garuda Purana

ବନ୍ଧୁଗଣ, ମନୁଷ୍ୟ ର ଜୀବନ ଚାଲିଗଲେ ସେ ପ-ର-ଲୋ-କ କୁ ଜିବା ନି-ର୍ଦ୍ଧା-ରି-ତ ମାତ୍ର କଣ ଜୀବନ ଥାଉ ଥାଉ ସ୍ଵ ଶରୀର ସହିତ ପର ଲୋକ କୁ ଜିବା ସମ୍ଭବ କି ? ବନ୍ଧୁଗଣ ଗରୁଡ ପୁରାଣରେ ଏହାର ସତ୍ୟତା ବର୍ଣ୍ଣନା କରାଯାଇଅଛି । ଆଜି ଆମ୍ଭେ ଆପଣଙ୍କୁ ଏହି ସ-ମ୍ବ-ନ୍ଧୀ-ୟ ବିଶେଷ ବିବରଣୀ ଦେବାକୁ ଯାଉଅଛୁ । ବନ୍ଧୁଗଣ ଗରୁଡ ପୁରଣର ୧୬ ତ୍ତମ ଅଧ୍ୟାୟ ରେ ଏହି ପ୍ରସଙ୍ଗରେ ଉଲ୍ଲେଖ କରାଯାଇଅଛି । ବନ୍ଧୁଗଣ ମନୁଷ୍ୟ ରୂପ ସମସ୍ତ ରୂପ ମଧ୍ୟରୁ ସବୁଠାରୁ ଶ୍ରେଷ୍ଠ ରୂପ ଅଟେ ।

ଏଥିରେ ଆପଣ ପୂଣ୍ୟ କର୍ମ କରି ସ୍ଵର୍ଗ ଯାଇପାରନ୍ତି ଅଥବା ପା-ପ କର୍ମ କରି ନ-ର୍କ ମଧ୍ୟ ଯାଇପାରନ୍ତି । ବନ୍ଧୁଗଣ ଯଦି କୌଣସି ମନୁଷ୍ୟ ବାସ୍ତବ ରେ ବୁଦ୍ଧିମାନ ଅଟେ ତେବେ ସେ ନିଜର ବିବେକ ତଥା ବୁଦ୍ଧି ର ଉଚିତ ବ୍ୟବହାର କରି ସିଧାସଳଖ ପ୍ରଭୁ ଙ୍କ ଧାମ ଯାଇ ପାରିବ ।

ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ ଗରୁଡ ଙ୍କୁ ମନୁଷ୍ୟ ର ଶରୀରର ମହତ୍ଵତା ପ୍ରକାଶ କରି କହୁଛନ୍ତି ଯେ, ଜୀବଙ୍କର ୮୪ ଲକ୍ଷ ଯୋ-ନି ମାନଙ୍କ ମଧ୍ୟରୁ ମନୁଷ୍ୟ ର ଯୋ-ନି ଭଳି ଅନ୍ୟ କୌଣସି ଯୋ-ନି ରେ ତତ୍ଵ ଜ୍ଞାନ ପ୍ରାପ୍ତ ହୋଇ ନଥାଏ । ବନ୍ଧୁଗଣ ବିଭିନ୍ନ ଯୋ-ନି ରେ ହଜାର ହଜାର କରୋଡ ପରେ ଜାତ ହେବ ପଶ୍ଚାତ ଏକତ୍ରିତ କରିଥିବା ପୂଣ୍ୟ ପୁଞ୍ଜି ର ପଶ୍ଚାତ ମନୁଷ୍ୟ ଯୋ-ନି ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଗରୁଡ ପୁରାଣ ଅନୁସାରେ, ଉତ୍ତମ ଶରୀର ପ୍ରତ୍ୟକ ଦ୍ରୁଷ୍ଟି କୋଣରୁ ସମ୍ପନ୍ନ ଏବଂ ଅବିକଳ ଇନ୍ଦ୍ରିୟ କୁ ପ୍ରାପ୍ତ କରି ମଧ୍ୟ ଯେଉଁ ମନୁଷ୍ୟ ନିଜ ହିତ କୁ ଜାଣି ନ ପାରିଲା ସେହି ମନୁଷ୍ୟ କୁ ଗରୁଡ ପୁରାଣରେ ବ୍ର-ହ୍ମ-ଘା-ତ-କ ର ଉପାଧି ଦିଆ ଯାଇଥାଏ । ବନ୍ଧୁଗଣ ଶରୀର ବୀନା କୌଣସି ଜୀବ ପୁରୁଷାର୍ଥ କରିପାରିବେ ନାହିଁ । ଏଥିପାଇଁ ଧର୍ମ ତଥା କର୍ମ କରି ପୂଣ୍ୟ ହାସଲ କରିବା ଆପଣଙ୍କର ବୁଦ୍ଧିମତା ର ଉଦାହରଣ ଦେଇଥାଏ ।

ଏହା ଆପଣଙ୍କ ମୋ-କ୍ଷ ପ୍ରାପ୍ତ ରେ ସାହାୟ ହୋଇ ପାରିବ । ବନ୍ଧୁଗଣ ଯେଉଁ ମନୁଷ୍ୟ ନିଜ ଶରୀର ରକ୍ଷା ହେତୁ ଧର୍ମାଚରଣର ପାଳନ କରି ଭକ୍ତି ର ଉଦେଶ୍ୟ ରେ ଜ୍ଞାନ, ଧ୍ୟାନ, ଯୋଗ ପ୍ରାପ୍ତ କରିଦେଇଥାଏ ସେ ମନୁଷ୍ୟ ଧ୍ୟାନ ଯୋଗ ମାଧ୍ୟମରେ ବିନା ବିଳମ୍ବ କରି ମୋ-କ୍ଷ ପ୍ରାପ୍ତ କରିବାରେ ସକ୍ଷମ ହୋଇଥାଏ ।

ବନ୍ଧୁଗଣ ଯେଉଁ ମନୁଷ୍ୟ ଏହି ସବୁ ପ୍ରାପ୍ତ କରିଥାଏ ସେ ନିଜ ଶରୀରରୁ ଜୀବିତ ଥିବା ଅବସ୍ଥାରେ ପର ଲୋକ କୁ ଯାତ୍ରା କରିପାରେ । ବନ୍ଧୁଗଣ ଗରୁଡ ପୁରାଣରେ ମନୁଷ୍ୟ ଜୀବନର ସମସ୍ତ ସତ୍ୟ ଘଟଣା ଉଲ୍ଲେଖ ହୋଇଅଛି ।

ଭଗବାନ ଶ୍ରୀ କୃଷ୍ଣ ଙ୍କ କହିବା ଅନୁସାରେ ପ୍ରତ୍ୟକ ମନୁଷ୍ୟ ଏହି ସଂସାର ଭିତରକୁ ଆସିବା ପଚରା ବିଶେଷ ଉଦେଶ୍ୟ ରହିଅଛି । ଏଣୁ ମନୁଷ୍ୟ ଜୀବନକୁ ତୁଛ ମାନେ କରନ୍ତୁ ନାହିଁ । ଧର୍ମ ତଥା କର୍ମ ରେ ନିୟୋଜିତ ରୁହନ୍ତୁ ଆଶୀର୍ବାଦ ପ୍ରାପ୍ତ ହେବ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *