ଗେଲହୁ, ସୁନା କହି ପଟେଇ ଦେଉଛନ୍ତି ଓ ତା ପରେ ଦୁଇ ମିନିଟର ସୁଖ ପାଇଁ OYO ନେଇ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆଜିର ସମୟରେ ପ୍ରେମୀ ଯୁଗଳ ଙ୍କୁ ନେଇ ଚର୍ଚ୍ଚା ଜୋର ଧରୁଛି । କାରଣ ପ୍ରେମରେ ପଡିବା ପରେ ଖସା କରି ଝିଅ ମାନେ ନିଆରା ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି । ଆଉ ପ୍ରେମିକ ସହ ସମ୍ପର୍କ ରଖିବା ପରେ ଧୋକା ଖାଉଛନ୍ତି ଆଉ ଶେଷରେ ଜୀବନ ହାରୁଛନ୍ତି । ଏଭଳି ଘଟଣାକୁ ନେଇ ଜଣେ ଯୁବତୀ ଗଣମାଧ୍ୟମରେ ବୟାନ ଦେଇଛନ୍ତି କି “ପିଢୀ ପରେ ପିଢୀ ଆଗକୁ ପରିବର୍ତ୍ତନ ହେଉଛି । ଆଗରୁ ଆମ ଜେଜେବାପା ବାହାଘର ହେଲା ବେଳେ ଜେମେ ମା ଙ୍କ ମୁହଁ ଦେଖି ନ ଥିଲେ ।

ଯେତେବେଳେ ଆଜିର ସମୟରେ ବର୍ତ୍ତମାନ ଯେଉଁ ପୁଅ ଝିଅ ବାହାଘର ହେଉଛି ଆଗ ବାପା ମା ଝିଅ ପୁଅ ନମ୍ବର ଦେବା ନେବା କରି ଆଗ ସେମାନେ ନିଜକୁ ନିଜେ ହୋଟେଲ ଯାଇ ଖାଇବା ପିଇବା କରି ସରାଇରିକ ସମ୍ପର୍କ ରଖି ସତାୟସ୍ଫାଏ ଲାଗିଲେ ଯାଇ ସେମାନେ ବାହା ହେଉଛନ୍ତି । ଏମିତି ନିଜ ବାପା ମା ସ୍ବୀକୃତି ଦେଉଛନ୍ତି । ଏଟା ର ମୂଳ ଗଛ ଯେଉଁଠି ଷ୍ଟ୍ରଙ୍ଗ ନାହି ଉପର ପତ୍ର ବି ଷ୍ଟ୍ରଙ୍ଗ ରହିବ ନାହି । ତେଣୁ କରି ଯେମିତିଆ ଘର ସେମିତିଆ ପିଲା । ବଡ ଘରର ବଡ ଗୁମର କଥା ।

ଏଟା ଗୋଟେ ଖରାପ ବାର୍ତ୍ତା ଦେଉଛି ଆମ ସମାଜ ପାଇଁ । ଆଜିକାଲି ଲୋକ ମାନେ ଭଲ ଜିନିଷ କୁ ଗ୍ରହଣ କରୁ ନାହାନ୍ତି କିନ୍ତୁ ଖରାପ ଜିନିଷ କୁ ଆଗ ଗ୍ରହଣ କରୁଛନ୍ତି । ଗୋଟେ ନୂଆ ଟ୍ରେଣ୍ଡ ତ ଦରକାର ଆଜିର ସମୟରେ । ଆଜିର ଝିଅ ମାନେ ନିଜକୁ ନିଜେ ଶସ୍ତା ଭାବୁଛନ୍ତି । ପୁଅ ମାନେ ଭାବୁଛନ୍ତି ଆମେ ହେଉଛୁ ହୀରା ଝିଅ ମାନେ ଶସ୍ତା । ତେଣୁ ଝିଅ ମାନେ ପ୍ରଥମେ କେଉଁ ପୁଅ କୁ ଭଲ ପାଉଛନ୍ତି ପ୍ରଥମେ ଦେଖିବା ଦରକାର ପୁଅ ର ପାଦ ଠାରୁ ମୁଣ୍ଡ ଯାଏଁ ସେ କେମିତିକା ।

ଏ ଯେଉଁ ଟିକେ ଗେଲୁ ସୁନା କହି ଦେଉଛନ୍ତି ଗେଲୁ ସୁନା କହିବା ପରେ ଝିଅ ମାନେ ଫସିଯାଇ OYO ହୋଟେଲ କୁ ଯାଉଛନ୍ତି କଣ ତାଙ୍କୁ ଫାଇଦା ମିଳୁଛି । ଏ ତ ପୁଅ ନା ତାର କଣ ଯାଏ ଆସେ କି ଝିଅର ଇଜ୍ଜତ ସହ ଖେଳିବାରେ । ବୁମର ଚୋବାଇବ ଚୋବାଇଆବା ପରେ ମିଠା ସରିଲେ ଅଠା କରି ଫିଙ୍ଗି ଦେବ । ତେଣୁ ଝିଅ ମାନେ ବି ବୁଝିବା ଦରକାର କି ଏ କ୍ଷଣିକ ପ୍ରେମ ପାଇଁ ଆତ୍ମହତ୍ୟା କରୁଛନ୍ତି ବା ପୁଅ ମାନେ ଝିଅଙ୍କୁ ହତ୍ୟା କରୁଛନ୍ତି ନିର୍ଯ୍ୟାତନା ଦେଇକି ପିଙ୍ଗୁ ଛନ୍ତି ଏଥିପାଇଁ କଠୋର ରୁ କଠୋର ଦଣ୍ଡ ଦରକାର ।

ତେଣୁ କରି ଏମାନଙ୍କ ପାଇଁ ମୁଁ ଅନୁରୋଧ କରୁଛି ହିଆ ମାନଙ୍କୁ ଦୁନିଆରେ ବଞ୍ଚିବାକୁ ହେଲେ କାହା ସାହାରା ନେଇ ବଞ୍ଚ ନାହି । ନିଜ ସ୍ଵାଧୀନରେ ବଞ୍ଚାନ୍ତୁ । ଆଜ୍ଞା ଜାଗର ରେ ତାର ଯେଉଁ ପର ସ୍ଟେଜ ଆସେ ତାର ବ୍ୟବହାର କର । ଲୋକଙ୍କ ଠାରୁ ମାଡ ଖାଇବା ଶିଖ ନାହି ମାଡ ଦେବା ଶିଖ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *