ଘରର ପାପୋଛା ତଳେ ଚୁପ ଚାପ ରଖି ଦିଅନ୍ତୁ ଏହି ଜିନିଷ- ଦରିଦ୍ରତା ଭୁଲିଯିବ ଆପଣଙ୍କ ଘରର ରାସ୍ତା

ଆମ ଶାସ୍ତ୍ରରେ ଏହା କୁହା ଯାଇଛି କି ଆମ ଘରର ମହିଳା ମାନେ ହିଁ ଆମ ଘରର ଲକ୍ଷ୍ମୀ ହୋଇଥାନ୍ତି ଆଉ ଏହି କଥାକୁ କିଛି ଲୋକେ ମଧ୍ୟ ସତ ମାନିଥାନ୍ତି । ସେମିତିରେ ଦେଖା ଯାଏ ତ ଗୋଟେ ତରଫରୁ ଦୁନିଆ ବଦଳି ଗଲାଣି ଆଜିକାଲି ମହିଳା ମାନେ ଘର ଆଉ ଅଫିସ ଦିଟା ସମ୍ଭାଳିବାରେ ଲାଗିଲେଣି ଏବଂ ତାଙ୍କ ମାନ ସମାନ ବି ସେତିକି ହିଁ ବଢିବାର ଲାଗିଛି ।

ଆପଣଙ୍କୁ କହିଦଉଛୁ କି ଆଜିବି ବହୁତ ହିଁ ଏମିତି କଥା ଅଛି ଯେଉଁଥିରେ ମହିଳା ମାନଙ୍କୁ ସବୁବେଳେ ଧ୍ୟାନ ରଖିବା ଦରକାର ।

ଆମେ କଥା ହଉଛୁ ମହିଳାମାନଙ୍କୁ ଏହି କଥା ଉପରେ ଧ୍ୟାନ ରଖିବାକୁ, ଏହିଥିରି ସବୁବେଳେ ହିଁ ମା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି ଆଉ ସେଇ ଘରେ କଳହ ର ଆଗମନ ହୋଇନଥାଏ ମାନେ ସେଇ ଘରେ ସବୁବେଳେ ସୁଖ ଆଉ ପଇସା ଭରି ରହିଥାଏ । ତେବେ ଆସନ୍ତୁ ଜାଣିବା ସେଇ କଥା ବିଷୟରେ ।

ସବୁଠୁ ପ୍ରଥମେ ଧ୍ୟାନ ଦବା କି ମହିଳା ମାନେ ଘରେ ଚିଡିବା ବା ରଡି କରିବା କଥା ନୁହଁ, ପୁରା ମନରେ ସବୁ ଜିନିଷ ର ଆନନ୍ଦ ଉଠାଇବା ଦରକାର କହି ଦଉଛୁ ଏହା କରିବାରେ ଆପଣଙ୍କ ଜୀବନରେ ସବୁ ସମସ୍ଯା ଦୂର ହୋଇଯାଏ ଆପଣଙ୍କ ଜୀବନ ସୁଖମୟ ହୋଇଯିବ ।

ଏହା ଛଡା ଘରେ ନାକରତ୍ମକ ଊର୍ଜା ର ବାସ ହୋଇଥାଏ ଆଉ ଘରେ ସବୁବେଳେ କଳିଝଗଡା ବନି ରହିଥାଏ ଏଥିପାଇଁ ମହିଳାମାନେ କୁ ଏହି କଥା କୁ ଧ୍ୟାନ ରେ ରଖିବା ବହୁତ ହିଁ ଜରୁରୀ ଯେ ଯେମିତି ଗହରେ କଳି ଝଗଡା ନ ହୁଏ । ଏହାଦ୍ବାରା ଆପଣଙ୍କ ଘରେ କିଛିବି ନାକରତ୍ମକତା ଦେଖା ଦେବନି ।

ରୋଷେଇ ସାରିବା ପରେ ଏହାକୁ ପ୍ରଥମେ ଭଗବାନଙ୍କ ପାଖରେ ଭୋଗ ଲଗାନ୍ତୁ ଓ ସେହି ଭୋଗକୁ ଆପଣଙ୍କ ଖାଦ୍ୟରେ ମିଶାଇ ସାରିବା ପରେ ଘରର ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଯାହା ହେବ ତାହା ଆପଣ ନିଜେ ଅନୁଭବ କରିପାରିବେ ।

କୁହା ଯାଏ କି ଯଦି ଆପଣ ବୀନା କିଛି କାରଣରେ ଚିନ୍ତିତ ହଉଛନ୍ତି ବା ଆପଣ ବାରମ୍ବାର ଅଶଫଳର ସାମ୍ନା କରିବାକୁ ପଡିଥାଏ ଆପଣଙ୍କ ଜୀବନରେ କ୍ଳାନ୍ତ ଅଛନ୍ତି ତେବେ ଆପଣ ଯେଉଁ ପାପୋଛ ଘରର ଦୁଆର ମୁହଁରେ ପକାଇ ଛନ୍ତି ତା ତଳେ ଏକ କପଡାରେ ଫିଟକିରି ଗୁଣ୍ଡ ରଖି ପାପୋଛ ର ଠିକ ମଝିରେ ରଖନ୍ତୁ । ଦେଖିବେ ଏହି ସବୁ ଉପାୟ କରିବା ଦ୍ଵାରା ଘରେ ମା ଲକ୍ଷ୍ମୀ ତ ରହନ୍ତି ତାସହିତ ହିଁ ଆପଣଙ୍କ ଦିନ ଦିଗୁଣା ଆଉ ରାତି ଚୌଗୁଣ ଉନ୍ନତି ବି କରିବେ । ଏହି ଦ୍ଵାରା ଆପଣଙ୍କ ଘରେ କେବଳ ଖୁସି ଆସିବ ଆଉ ସବୁପ୍ରକାର ଚିନ୍ତାର ଅନ୍ତ ଘଟିଥାଏ ।

ଆପଣଙ୍କୁ ଯଦି ଆମର ଏହି ଲେଖା ଠିକ ଲାଗିଥିବ ତେବେ ଅନ୍ୟ ମନକୁ ଶେୟାର କରି ଆପଣ କୁହନ୍ତୁ ।

Leave a Reply

Your email address will not be published. Required fields are marked *